Daily Archives

ସମ୍ବିଧାନ ଦିବସରେ ଅଲୋଡା ରହିଲେ ବାବା ସାହେବ : ଜମିର ମାଲିକାନକୁ ନେଇ ଦ୍ୱନ୍ଦ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମ୍ବିଧାନ ଦିବସରେ ସାରା ଦେଶ ସମ୍ବିଧାନର ରକ୍ଷାକୁ ଗୁରୁତ୍ୱ ଦେବା ସହ ସମ୍ବିଧାନର ଶ୍ରଷ୍ଠା ବାବା ସାହେବ ଆମ୍ବେଦକରଙ୍କୁ ମଧ୍ୟ ମନେ ପକାଇଥାଏ । କିନ୍ତୁ ଏଥର ସମ୍ବିଧାନ ଦିବସରେ ସହରର ଆମ୍ବେଦକର ଷ୍ଟାଡିଅମ କୁହାଯାଉଥିବା ପଡିଆରେ ଥିବା ବାବା ସାହେବଙ୍କ
Read More...

ଆସନ୍ତାକାଲି ଅନୁଷ୍ଠିତ ହେବ କର୍କଟ ରୋଗ ପରାମର୍ଶ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ବର୍ହିଃ ବିଭାଗ ଠାରେ ଆଚାର୍ଯ୍ୟ ହରିହର ସ୍ନାତ୍ତୋତ୍କର କର୍କଟ ଅନୁଷ୍ଠାନ, କଟକର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞଙ୍କ ଦ୍ୱାରା କର୍କଟ ରୋଗ ନିରୂପଣ ଓ ପରାମର୍ଶ ଶିବିର ଅନୁଷ୍ଠିତ ହେବ । ଏନେଇ ବଲାଙ୍ଗିର
Read More...

ପଦ୍ମପୁର ଉପନିର୍ବାଚନ ପ୍ରଚାର

ଏହି ମାଟିରେ ଜନ୍ମ, ଏହି ମାଟିରେ ମରିବି : ପ୍ରଦୀପ ପୁରୋହିତ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ପ୍ରଚାର ସମୟରେ ଏହି ମାଟିରେ ଜନ୍ମ, ଏହି ମାଟିରେ ମରିବି ବୋଲି ପ୍ରଦୀପ ପୁରୋହିତ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ଧରି
Read More...

ହଜି ଯାଉଛି ହସ

✍ ମୀନକେତନ ବାରଲେବଡ଼ିଆ ଆଜିକାଲି ମନଖୋଲା ହସଟିକେ ବି ହସି ହଉନି । କଥାଟା କେବଳ ମୋ ପାଇଁ ପ୍ରଯୁଜ୍ୟ ବୋଲି ଭାବନ୍ତୁ ନାହିଁ, ଆପଣ ମଧ୍ୟ ଏକଥାକୁ ଅନୁଭବ କରିପାରୁଥିବେ । ହସ ମଣିଷର ମନ ଓ ଶରୀରକୁ ସତେଜ କରି ରଖେ । ମାନସିକ ସ୍ବାସ୍ଥ୍ୟ ପାଇଁ ମହୌଷଧି ଭଳି କାମ କରେ । ମଣିଷ ବେଳେବେଳେ
Read More...

ଚାଉଳଡିଆ ଗାଁରେ ପାଠାଗାର ଉଦ୍‌ଘାଟିତ

ଲାଠୋର, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଚାଉଳଡିଆ ଗାଁରେ ପାଠାଗାର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ବିଡିଓ ରଶ୍ମିରଞ୍ଜନ ରାଉତ ମୁଖ୍ୟଅତିଥି, ସରପଞ୍ଚ ଜପସ୍ୱିନୀ ସାହୁ, ଏଇ ମହେଶଲାଲ ଅଗ୍ରୱାଲ, ଜେଇ ରାଜକିଶୋର ନାଏକ, ପିଇଓ ପ୍ରଶାନ୍ତ ନାଏକ, ପିଇଓ ମନୋଜ ସାହୁ, ଏସିପି
Read More...

ମୁଁ ଦଳର କାହା ଉପରେ ଅସନ୍ତୁଷ୍ଟ ନାହିଁ, ଏପରି ବିବାଦ କାହିଁକି ଉପୁଜିଲା ବୁଝାପଡ଼ୁନି : ଶଶି ଥରୁର

କୋଚି : କଂଗ୍ରେସ ସାଂସଦ ଶଶି ଥରୁର ରବିବାର କହିଛନ୍ତି ଯେ, ଦଳର କେରଳ ୟୁନିଟରେ ସେ କାହା ଉପରେ ଅସନ୍ତୁଷ୍ଟ ନାହାଁନ୍ତି । ତାଙ୍କର କାହା ସହ କଥାବାର୍ତ୍ତା କରିବାରେ କୌଣସି ଅସୁବିଧା ନାହିଁ । ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସର ରାଜ୍ୟସ୍ତରୀୟ ସମ୍ମିଳନୀରେ ଯୋଗଦେବାକୁ ଆସିଥିବା
Read More...

ବଲାଙ୍ଗିରରେ ବିପଣନ ସହାୟତା ଉପରେ ଜାତୀୟ କର୍ମଶାଳା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମାଧିଆପାଲି ସ୍ଥିତ ସ୍ୱୟଂ ହୋଟେଲରେ ବଲାଙ୍ଗିର ଓ ଆଖପାଖ ଜିଲ୍ଲାର ଏମ୍‌ଏସ୍‌ଏମ୍‌ଇ ୟୁନିଟଗୁଡିକୁ ବିପଣନ ସହାୟତା ଉପରେ ଏକ ଜାତୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଏଥିରେ ୧୨୧ ଏମ୍‌ଏସ୍‌ଏମ୍‌ଇ ଭାଗ ନେଇଥିଲେ । କାର୍ଯ୍ୟକ୍ରମକୁ
Read More...

ବିବାହିତା ମହିଳାଙ୍କୁ ପ୍ରେମ ଫାଶରେ ପକାଇ ସ୍ୱାମୀଙ୍କୁ ନୃଶଂସ ଭାବେ ହତ୍ୟା କଲା ତାନ୍ତ୍ରିକ

ବିକାନେର୍ : ଜଣେ ତାନ୍ତ୍ରିକର ଅତ୍ୟନ୍ତ ଘୃଣ୍ୟ କାର୍ଯ୍ୟ ରାଜସ୍ଥାନରେ ସାମ୍ନାକୁ ଆସିଛି । ଏହି ଘଟଣା ରାଜସ୍ଥାନର ବିକାନେର ଜିଲ୍ଲା ସହ ଜଡିତ । ଏଠାରେ ଜଣେ ତାନ୍ତ୍ରିକ ଜଣେ ବିବାହିତା ମହିଳାଙ୍କୁ ପ୍ରେମ ଫାଶରେ ପକାଇବା ପରେ ବିବାହିତ ମହିଳାଙ୍କ ସ୍ୱାମୀ ଏହା ବିଷୟରେ ଜାଣି ପାରିଥିଲେ । ସେ
Read More...

ମଦ ବ୍ୟବସାୟ ଛାଡ଼ିଲେ ୧ଲକ୍ଷ ସହାୟତା ରାଶି ମିଳିବ, ବିହାର ସରକାରଙ୍କ ବଡ଼ ଘୋଷଣା

ପାଟଣା : ମଦ ବ୍ୟବସାୟ ଛାଡ଼ିଲେ ମିଳିବ ୧ଲକ୍ଷ ସହାୟତା ରାଶି । ବିହାରର ନୀତିଶ ସରକାରଙ୍କ ଏହି ବଡ଼ ଘୋଷଣା ଏବେ ବିହାରରେ ବେଆଇନ ମଦକୁ ରୋକିବା ପାଇଁ ସକ୍ଷମ ହେବ ବୋଲି ଆଲୋଚନା ହେଉଛି । ଯିଏ ଏହି ବ୍ୟବସାୟରୁ ବାହାରକୁ ଆସି ଜୀବିକା ନିର୍ବାହ ପାଇଁ ନୂଆ ଜୀବିକା ଆରମ୍ଭ କରିବ, ସରକାର ତାଙ୍କୁ
Read More...

ପ୍ରେମିକ ତ’ ଦୁଷ୍କର୍ମ କଲା, ପ୍ରେମିକର ବାପା ବି ଦୁଷ୍କର୍ମ କଲା : ପୋଲିସ ପାଖରେ ଅଭିଯୋଗ କଲା ପ୍ରେମିକା

ଭୋପାଳ : ପ୍ରେମିକ ତ' ଦୁଷ୍କର୍ମ କଲା, ପ୍ରେମିକର ବାପା ବି ଦୁଷ୍କର୍ମ କଲା । ପୋଲିସ ପାଖରେ ଅଭିଯୋଗ କରିଛି ପ୍ରେମିକା । ସୂଚନା ଅନୁସାରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଜଣେ ପ୍ରେମିକା ତା' ପ୍ରେମିକ ଓ ପ୍ରେମିକର ପିତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ବେଳେ ପୋଲିସ ମାମଲା
Read More...