pakka

ଆସନ୍ତାକାଲି ଅନୁଷ୍ଠିତ ହେବ କର୍କଟ ରୋଗ ପରାମର୍ଶ ଶିବିର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତାକାଲି ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ବର୍ହିଃ ବିଭାଗ ଠାରେ ଆଚାର୍ଯ୍ୟ ହରିହର ସ୍ନାତ୍ତୋତ୍କର କର୍କଟ ଅନୁଷ୍ଠାନ, କଟକର ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞଙ୍କ ଦ୍ୱାରା କର୍କଟ ରୋଗ ନିରୂପଣ ଓ ପରାମର୍ଶ ଶିବିର ଅନୁଷ୍ଠିତ ହେବ । ଏନେଇ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

eighteen + 3 =

error: Content is protected !!