ମାହେଶ୍ୱରୀ ସଂଗଠନ ତରଫରୁ ‘ସେବା ପରମୋଧର୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ତରଭା, (କେପିଏନ୍‌ଏସ୍‌) : ‘ସେବା ପରମୋଧର୍ମ’ ସେବା ସର୍ବୋପରି ଏହାକୁ ପାଥେୟ କରି ମାହେଶ୍ୱରୀ ତାର ସେବା ଜାରି ରଖିଛି । ଏହି କ୍ରମରେ ଆଜି ମାହେଶ୍ୱରୀର ଏକ ମହିଳା ଶାଖା ତରଭା ଠାରେ ଆରମ୍ଭ ହୋଇଛି ଓ ସର୍ବସମ୍ମତି କ୍ରମେ କଞ୍ଚନା ବହିଦାରଙ୍କୁ ସଂଯୋଜିକାର ଦାୟିତ୍ଵ ଦିଆଯାଇଛି । ଉଦ୍ଦେଶ୍ୟ କେବଳ ଅଧିକରୁ ଅଧିକ ଅସହାୟଙ୍କ ସେବା ଓ ମହିଳା ଶାଖା ଦ୍ୱାରା ମହିଳାଙ୍କ ଉତ୍ତରୋତ୍ତର ଉନ୍ନତି ଓ ଶସକ୍ତି କରଣ । ‘ସେବା ପରମୋଧର୍ମ’ ଏହା ଆଗକୁ ମଧ୍ୟ ଜାରି ରହିବ । ମାହେଶ୍ଵରୀ ସଂଗଠନର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

five − 2 =