Browsing Tag

tarbha news

ଗଙ୍ଗାଧରଙ୍କ ଜନ୍ମଭୂମିକୁ ତୀର୍ଥକ୍ଷେତ୍ର ଭାବେ ଘୋଷଣା କରାଯାଉ

ତରଭା, (କେପିଏନ୍‌ଏସ୍‌) : ‌ସ୍ଥାନୀୟ କୋଶଳ ସାହିତ୍ୟ ଏକାଡେମୀ ତରଫରୁ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ୱରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନୀଳକାନ୍ତି ପଟ୍ଟନାୟକ ମୁଖ୍ୟ ଅତିଥି ଓ ପୂର୍ବତନ ନଗରପାଳ
Read More...

ଚୂଡାଖାଇ ଓ ବାରପାହାଡପୀଠର ରୂପରେଖ ବଦଳିବ

ଡିପିଆର ପ୍ରସ୍ତୁତ ପାଇଁ ପର୍ଯ୍ୟଟନ ବିଭାଗର ବୈଷୟିକ ଟିମ୍‌ଙ୍କ ପରିଦର୍ଶନ ତରଭା, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଉଛନ୍ତି । ତରଭା ବ୍ଲକଅଞ୍ଚଳର ଦୁଇଟିପୀଠର ବିକାଶ ପାଇଁ ଅନୁଦାନ ମଞ୍ଜୁର କରିଛନ୍ତି । ସୋନପୁର ବିଧାୟକ ତଥା
Read More...

ପର୍ଯ୍ୟଟନ ବିଭାଗ ଦେଇଛି ୫୦ଲକ୍ଷ : ବଡପ୍ୟାକେଜ ଅପେକ୍ଷାରେ ସନ୍ଥକବି ଭୀମଭୋଇଙ୍କ ସାଧନା, ସିଦ୍ଧି ଓ ସମାଧିପୀଠ

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ସନ୍ଥକବି ଭୀମଭୋଇ ହେଉଛନ୍ତି ମହିମାଧର୍ମର ଶ୍ରେଷ୍ଠ ପ୍ରଚାରକ । ତାଙ୍କ ପାଇଁ ମହିମାଧର୍ମ ବହୁମାତ୍ରାରେ ପ୍ରଚାର ଓ ପ୍ରସାର ଲାଭ କରିଥିଲା । ସୋନପୁର ଜିଲ୍ଲାର ଖଳିଆପାଲି ହେଉଛି ସନ୍ଥକବି ଭୀମଭୋଇଙ୍କ ସାଧନା, ସିଦ୍ଧି ଓ ସାମାଧି କ୍ଷେତ୍ର । ଜଣେ
Read More...

ଲୋକଗୀତରେ ଗବେଷଣା ପାଇଁ କିର୍ତ୍ତନ ଦୀପଙ୍କୁ ରାଷ୍ଟ୍ରୀୟ ଫେଲୋସିପ ପ୍ରଦାନ

ତରଭା, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ତରଭା ବ୍ଲକ୍ ଅନ୍ତର୍ଗତ ମେଣ୍ଡା ଗ୍ରାମର କିର୍ତ୍ତନ ଦୀପଙ୍କୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ତରଫରୁ ସିନିଅର ଫେଲୋସିପ ପ୍ରଦାନ କରାଯାଇଛି । ଛାତ୍ର ଜୀବନରୁ ଗୀତ ସଂଗୀତ ନାଟକ ପ୍ରତି ଅଧିକ ରୁଚି ରଖିଥିବା ଶ୍ରୀ ଦୀପ ସଂମ୍ପ୍ରତି ଆକାଶବାଣୀ
Read More...

ମେଣ୍ଡା ପଞ୍ଚାୟତରେ ପିଇବା ପାଣି ପାଇଁ ସମସ୍ତେ ଡହକବିକଳ

ତରଭା : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ଗ୍ରାମ ହେଉଛି ସର୍ବବୃହତ ପଞ୍ଚାୟତ । ଏହି ୧୪ଟି ଓ୍ବାର୍ଡ ଓ ସାତ ହଜାରରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ଗ୍ରାମ ପଞ୍ଚାୟତରେ ଖରା ଦିନ ଆସିଗଲେ ପିଇବା ପାଣି ପାଇଁ ସମସ୍ତେ ହନ୍ତସନ୍ତ ହୋଇ ଡହକବିକଳ ହେଉଥିବା ଦେଖାଯାଉଛି । ସୂଚନାଯୋଗ୍ୟ ଯେ, ଏହି
Read More...

ମେଣ୍ଡା ହାଇସ୍କୁଲର ପୂର୍ବତନ ଛାତ୍ର ବିନୋଦ ସୁନା ପାଇଲେ ଓଇଏସ୍‌

ବଲାଙ୍ଗିର/ତରଭା, (କେପିଏନ୍‌ଏସ୍‌) : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ହାଇସ୍କୁଲର ପୁରାତନ ଛାତ୍ର ଓଡିଶା ଏଜୁକେସନ୍‌ ସର୍ଭିସ(ଓଇଏସ) ପରୀକ୍ଷାରେ କୃତ କାର୍ଯ୍ୟ ହୋଇଛନ୍ତି । ଏହାକୁ ନେଇ ତରଭା ତଥା ମେଣ୍ଡା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଓଡିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି)
Read More...

ପାଇକବାହାଲ ପଞ୍ଚାୟତରୁ ଚାଉଳ ଚୋରା ଚାଲାଣ କରୁଥିବା ବେଳେ ପିକଅପ୍‌ ଗାଡି ଜବତ, ୪ ଅଟକ

ତରଭା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ପିଡିଏସ୍‌ ଚାଉଳ ବାଟମାରଣା କରି ବିକ୍ରି କରୁଥିବା ଅଭିଯୋଗ ହୋଇଆସୁଛି । ଏଥିରେ ଖାଉଟିମାନେ ଠିକ୍‌ ସମୟରେ ପିଡିଏସ୍‌ ଚାଉଳ ପାଉନଥିବା ବେଳେ ପଞ୍ଚାୟତରେ କାମ କରୁଥିବା ଅଧିକାରୀ କର୍ମଚାରୀମାନେ ମାଲାମାଲ ହେଉଛନ୍ତି ।
Read More...

ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ କ୍ରିୟାଶୀଳ କରିବାକୁ ଉଦ୍ୟମ

ତରଭା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ବିଭିନ୍ନ ହାଇସ୍କୁଲରେ ଜୁନିଅର ରେଡକ୍ରସ ୟୁନିଟର କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବାକୁ ଉଦ୍ୟମ କରାଯାଇଛି । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ନେତୃତ୍ୱରେ ଆରଡିଓ ଝସକେତନ ମେହେର, ରକ୍ଷକ
Read More...

ମାହେଶ୍ୱରୀ ସଂଗଠନ ତରଫରୁ ‘ସେବା ପରମୋଧର୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ତରଭା, (କେପିଏନ୍‌ଏସ୍‌) : 'ସେବା ପରମୋଧର୍ମ' ସେବା ସର୍ବୋପରି ଏହାକୁ ପାଥେୟ କରି ମାହେଶ୍ୱରୀ ତାର ସେବା ଜାରି ରଖିଛି । ଏହି କ୍ରମରେ ଆଜି ମାହେଶ୍ୱରୀର ଏକ ମହିଳା ଶାଖା ତରଭା ଠାରେ ଆରମ୍ଭ ହୋଇଛି ଓ ସର୍ବସମ୍ମତି କ୍ରମେ କଞ୍ଚନା ବହିଦାରଙ୍କୁ ସଂଯୋଜିକାର ଦାୟିତ୍ଵ ଦିଆଯାଇଛି । ଉଦ୍ଦେଶ୍ୟ
Read More...

ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଦେଶାତ୍ମବୋଧକ କବିତା ପାଠ ଅନୁଷ୍ଠିତ

ତରଭା, (କେପିଏନ୍‌ଏସ୍‌) : ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦର ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ କୋଶଳ ସାହିତ୍ୟ ଏକାଡ଼େମୀର ସଭାପତି ଦେବେନ୍ଦ୍ର କୁମାର ନାୟକଙ୍କ
Read More...
error: Content is protected !!