ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବୀ ନେଇ ଆରମ୍ଭ ହେଲା ଚିନିକଳ ସମ୍ମୁଖରେ ଅନିଶ୍ଚିତତା ଧାରଣା
ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ସ୍ଥିତ ବିଜୟାନନ୍ଦ ସମବାୟ ଚିନିକଳକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଭିଲେଜର୍ସ ପାର୍ଟି ଅଫ ଇଣ୍ଡିଆ, ପଞ୍ଚିମ ଓଡ଼ିଶା ସେବା ସଂଘ, ବିଜୟାନନ୍ଦ ଚିନିକଳ କର୍ମଚାରୀ ସଂଘ, ଆଦିବାସୀ ଅଧିକାର ମହାସଂଘ ପକ୍ଷରୁ ବୁଧବାର ୧୧ଟା ସମୟରେ!-->…
Read More...
Read More...