Daily Archives

ବ୍ରାଉନସୁଗାର ଜବତ : ୨ ଗିରଫ

ଭୁବନେଶ୍ୱର : କଂଗ୍ରେସ ଭବନ ପଛ ଲେନ୍‌ରେ ଦୁଇ ଜଣ ଯୁବକଙ୍କ ଠାରୁ ୧୦ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବିଶେଷ ସୂଚନା ଆଧାରରେ କ୍ୟାପିଟାଲ ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ୟୁନିଟ୍-୨ ସ୍ଥିତ କଂଗ୍ରେସ ଭବନ ପଛ ପଟେ ଅତର୍କିତ ଆକ୍ରମଣ…
Read More...

ବାଘଛାଲ ଜବତ : ୧ ଗିରଫ

ଭୁବନେଶ୍ୱର : ଏସ୍‌ଟିଏଫ୍‌ ହାତରେ ବାଘଛାଲ ବେପାରୀ ଧରାପଡ଼ିଥିବା ଜଣାପଡିଛି । ତାଙ୍କ ନାମ ଭାଗବତ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ତାଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘଛାଲ ଜବତ କରାଯାଇଛି । ଏନେଇ ଅଧିକ ଖୋଲତାଡ଼ ଚାଲିଛି । ତେବେ ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କି ନାଇଁ…
Read More...

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳନ ଉପଲକ୍ଷେ ସଚେତନତା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ଅକ୍ଟୋବର ୩୧ ତାରିଖ ଠାରୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨ ପାଳନ ଉପଲକ୍ଷେ ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନ ଓ…
Read More...

ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୭ କମ୍ୟୁନିଟି ସେଣ୍ଟର୍ ଠାରେ ନ୍ୟାସନାଲ ଇନସ୍ୟୁରାନ୍ସ କମ୍ପାନୀ ତରଫରୁ ମଧୁସୂଦନ ଶିକ୍ଷା ନିବାସର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇଥିଲା । ଅଶୋକ କୁମାର ବଳଙ୍କ ସଂଯୋଜନାରେ ଆୟୋଜିତ ଏହି…
Read More...

ବେଆଇନ ଭାବେ ମହଜୁଦ ରଖିଥିବା ଗ୍ୟାସ୍ ସିଲିଣ୍ଡର ଜବତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ମହଜୁଦ ରଖିଥିବା ଗ୍ୟାସ୍ ସିଲିଣ୍ଡର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜବତ କରାଯାଇଥିବା ଜଣାଯାଇଛି । ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ…
Read More...

ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୂନିନ୍ଦା ପଞ୍ଚାୟତ ମୋ ପାଠାଗାର ପରିସରରେ ଶନିବାର ଡେଲାଙ୍ଗ ପିପିଲି ଜନକଲ୍ୟାଣ ମଞ୍ଚ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ଆବାହକ ତଥା ଯୁବ ସମାଜସେବୀ ରାଧାମୋହନଙ୍କ ସହାୟତାରେ…
Read More...

ଏଆଇଟିୟୁସିର ବଲାଙ୍ଗିର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶର ସର୍ବପ୍ରଥମ ଟ୍ରେଡ୍ ୟୁନିୟନ ସଂଗଠନ ଏଆଇଟିୟୁସିର ତ୍ୟାଗ, ନିଷ୍ଠା, ସଂଘର୍ଷ ଓ ଆତ୍ମବଳିଦାନର ୧୦୩ ବର୍ଷ ପୂର୍ତ୍ତି ଅବସରରେ ଆଜି ସ୍ଥାନୀୟ ଗୋଏଲ ଧର୍ମଶାଳା ଠାରେ ଶ୍ରମିକ ଶ୍ରେଣୀର ହକ୍ ଏବଂ ଅଧିକାର ହାସଲ ପାଇଁ ୪ର୍ଥ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ…
Read More...

ସଞ୍ଚୟ ପକ୍ଷ ପାଳନ ସମାରୋହ – ୨୦୨୨ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟରେ ସଞ୍ଚୟ ପକ୍ଷ ପାଳନ ସମାରୋହ - ୨୦୨୨ ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏଡିଏମ୍‌ ଲମ୍ବୋଦର ଧରୁଆ ଯୋଗ ଦେଇଥିବା ବେଳେ ସଭାପତିତ୍ୱ କରିଥିଲେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ବିଜୟ କୁମାର ଶତପଥୀ ।…
Read More...

ସିକେରପାଟ ଆର୍‌ଏଫ୍‌ ଭିତରେ ବେଆଇନ ଭାବେ ହୁକ୍‌ ଲଗାଇବା ସମୟରେ ବନ ବିଭାଗ ହାତରେ ଧରାପଡିଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲାର ତିଲକାମାଲ ଗାଁ ନିକଟ ସିକେରପାଟ ଆର୍‌ଏଫ୍‌ ଭିତରେ ଜଣେ ଯୁବକ ବେଆଇନ ଭାବେ ହୁକ୍‌ ଲଗାଇବା ସମୟରେ ଦେଓଗାଁ ରେଞ୍ଜର କର୍ମଚାରୀମାନେ ସଂପୃକ୍ତ ଯୁବକ ଜଣକଙ୍କୁ ଗିରଫ କରିଥିବା ନେଇ ଜଣାପଡିଛି । ଗିରଫ ଯୁବକ ଜଣକ ବୌଦ୍ଧ ଜିଲ୍ଲାର…
Read More...

ଆଲିଆବାଦ ଗ୍ରାମରେ ଚାଲିଥିବା ନାମଯଜ୍ଞ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜେଡ଼ିର ପଦଯାତ୍ରା ଅବ୍ୟାହତ ରହିଥିବା ବେଳେ ଇତିମଧ୍ୟରେ ପଦଯାତ୍ରା ଭିତ୍ତିରେ ଗଞ୍ଜାମ ବ୍ଲକର କରପଡା ପଞ୍ଚାୟତ ଅନ୍ତର୍ଗତ ଆଲିଆବାଦ ଗ୍ରାମରେ ଚାଲିଥିବା ନାମଯଜ୍ଞ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦାନ କରିଛିନ୍ତି ।…
Read More...