ସିକେରପାଟ ଆର୍‌ଏଫ୍‌ ଭିତରେ ବେଆଇନ ଭାବେ ହୁକ୍‌ ଲଗାଇବା ସମୟରେ ବନ ବିଭାଗ ହାତରେ ଧରାପଡିଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲାର ତିଲକାମାଲ ଗାଁ ନିକଟ ସିକେରପାଟ ଆର୍‌ଏଫ୍‌ ଭିତରେ ଜଣେ ଯୁବକ ବେଆଇନ ଭାବେ ହୁକ୍‌ ଲଗାଇବା ସମୟରେ ଦେଓଗାଁ ରେଞ୍ଜର କର୍ମଚାରୀମାନେ ସଂପୃକ୍ତ ଯୁବକ ଜଣକଙ୍କୁ ଗିରଫ କରିଥିବା ନେଇ ଜଣାପଡିଛି । ଗିରଫ ଯୁବକ ଜଣକ ବୌଦ୍ଧ ଜିଲ୍ଲାର ଦେଉଲି ଗ୍ରାମର ବସନ୍ତ ରଣା । ତେବେ ଏହି ମାମଲାର ଅଧିକ ତଦନ୍ତ ଚାଲିଥିବା ନେଇ ରେଞ୍ଜର ଆଲୋକ ମାଝୀ କହିଛନ୍ତି ।

Leave A Reply

Your email address will not be published.

four × four =