Daily Archives

ବଙ୍ଗୋମୁଣ୍ଡା ଧନୁଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ହେବାକୁ ଥିବା ୩୬ତମ ଧନୁଯାତ୍ରା ପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ୫ ଦିନବ୍ୟାପି ଧନୁଯାତ୍ରା ହେବ । ଯାତ୍ରାକୁ କିଭଳି ସୁଚାରୁ ରୂପେ ସଂପାଦନ…
Read More...

ଯାଦବ ସମାଜ ଆନୁକୂଲ୍ୟରେ ଗୋପାଷ୍ଟମୀ ଅନୁଷ୍ଠିତ

ଗୋ ସୁରକ୍ଷାରେ ବ୍ରତି ହୁଅନ୍ତୁ ଯାଦବ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପବିତ୍ର ଗୋପାଷ୍ଟମୀ ଅବସରରେ ସ୍ଥାନୀୟ ଯାଦବ ଭବନଠାରେ ଗୋପାଷ୍ଟମୀ ମହାଆଡମ୍ବରରେ ପାଳିତ ହୋଇଯାଇଛି । ବିଧି ଅନୁସାରେ ସକାଳୁ ଯାଦବ ସମାଜର କାର୍ଯ୍ୟକାରୀ ସଭାପତି ଦୂତି ବାହନ ଚନ୍ଦନ ଗୋମାତାଙ୍କ ପୂଜା କରି ମହା…
Read More...

ଧର୍ମ ପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗଲପୁର ବ୍ଲକ ଅନ୍ତର୍ଗତ ଭରସୁଜା ଗ୍ରାମର ଧର୍ମ ପରାୟଣା ମହିଳା ରମ୍ଭା ସାହୁଙ୍କ ଗତକାଲି ଚିକିତ୍ସିତ ଅବସ୍ଥାରେ ବୁର୍ଲା ବଡମେଡିକାଲ ଠାରେ ରାତି ୧୦.୩୦ ମିନିଟ୍‌ ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ସ୍ୱାମୀ, ଦୁଇ ପୁଅ, ଦୁଇ ବହୁଙ୍କ ସମେତ…
Read More...

‘ବଲାଙ୍ଗିର ଦିନ୍‌’ ପାଳନ ସମ୍ପର୍କରେ ମତ ଦେଲେ ନାରୀ ଶକ୍ତି ଫାଉଣ୍ଡେସନର ସାଧାରଣ ସମ୍ପାଦିକା ନୂତନ ଦାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ‘ବଲାଙ୍ଗିର ଦିନ୍‌’ ପାଳନ ଚାଲିଥିବା ବେଳେ ‘ବଲାଙ୍ଗିର ଦିନ୍‌’ ପାଳନ ସମ୍ପର୍କରେ ମତ ଦେଇଛନ୍ତି ନାରୀ ଶକ୍ତି ଫାଉଣ୍ଡେସନର ସାଧାରଣ ସମ୍ପାଦିକା ନୂତନ ଦାସ । ବଲାଙ୍ଗିରର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ମହାନତାକୁ ନେଇ ଗର୍ବ ଅନୁଭବ କରୁଥିବା ନୂତନ…
Read More...

ରାଷ୍ଟ୍ରୀୟ ଏକତା ଦିବସ ଏବଂ ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅନ୍ତର୍ଗତ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଭବାନୀପାଟଣା ଦ୍ୱାରା ରାଷ୍ଟ୍ରୀୟ ଏକତା ଦିବସ ଏବଂ ଆଜାଦୀ କା ଅମୃତ ମହୋତ୍ସବ ଶୀର୍ଷକ ଦୁଇ ଦିନିଆ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ବଲାଙ୍ଗିର ସାଂସଦ ଶ୍ରୀମତୀ…
Read More...

ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ଅକ୍ଟୋବର ୩୧ ତାରିଖ ଠାରୁ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଡେଲାଙ୍ଗ ବ୍ଲକ ମିଶନ ଶକ୍ତି ମହିଳା ମହାସଂଘ ଓ ବ୍ଲକର ୨୧ଟି ପଞ୍ଚାୟତର ମହିଳା ମହାସଂଘ ପକ୍ଷରୁ…
Read More...

‘ବଲାଙ୍ଗିର ଦିନ’ର ଲଗୋ ଉନ୍ମୋଚନ କଲେ ମନ୍ତ୍ରୀ ଟୁକୁନୀ ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଦିନ । କୋଶଳ କଳାମଣ୍ଡଳରେ ପାଳିତ ହେଉଛି ବଲାଙ୍ଗିର ଦିନ । ଏହି ଅବସରରେ ମନ୍ତ୍ରୀ ଟୁକୁନୀ ସାହୁ 'ବଲାଙ୍ଗିର ଦିନ୍‌'ର ଲଗୋକୁ ଉନ୍ମୋଚନ କରିଛନ୍ତି ।
Read More...

କୋଶଳ କଳାମଣ୍ଡଳରେ ପାଳିତ ହେଲା ‘ବଲାଙ୍ଗିର ଦିନ୍‌’

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳାମଣ୍ଡଳରେ ମହାସମାରୋହରେ ‘ବଲାଙ୍ଗିର ଦିନ୍‌’ ପାଳିତ ହେଉଛି । ବଲାଙ୍ଗିର ଦିନ ଆୟୋଜକ କମିଟି ପକ୍ଷରୁ ପାଳନ କରାଯାଉଥିବା ଏହି ଉତ୍ସବ ଅବସରରେ ଆଜି ସଂଧ୍ୟାରେ କମିଟି ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ…
Read More...

ବଲାଙ୍ଗିର ଦିନ୍‌ ମଞ୍ଚରେ ସମ୍ବର୍ଦ୍ଧିତ ହେଲେ ପାୟଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଦିନ୍‌ । ଏହି ଅବସରରେ ଧୁମ୍‌ଧାମ୍‌ରେ ପାଳିତ ହେଉଛି ବଲାଙ୍ଗିର ଦିନ୍‌ । ତେବେ ଏହି ବଲାଙ୍ଗିର ଦିନ୍‌ ମଞ୍ଚରେ ସମ୍ବର୍ଦ୍ଧିତ ହୋଇଛନ୍ତି ବଲାଙ୍ଗିର ପାର୍ବତୀଗିରି ବାଳ ନିକେତନର ପାୟଲ ନାଗ । ସୂଚନା ଅନୁସାରେ, ବଲାଙ୍ଗିର ପଥରଚେପା…
Read More...

ସର୍ବସାଧାରଣ କାର୍ଯ୍ୟକ୍ରମ “ମାନଗଡ ଧାମ କି ଗୌରବ ଗାଥା”ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ଅନାଲୋଚିତ ଆଦିବାସୀ ବୀର ତଥା ସ୍ୱାଧୀନତା ସଂଗ୍ରାମର ଶହୀଦମାନଙ୍କ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି“ମାନଗଡ ହେଉଛି ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ଗୁଜୁରାଟର ଲୋକଙ୍କ ସମ୍ମିଳିତ ଐତିହ୍ୟ”“ଗୋବିନ୍ଦ ଗୁରୁଙ୍କ ପରି ମହାନ ସ୍ୱାଧୀନତା ସଂଗ୍ରାମୀମାନେ ଭାରତର ପରମ୍ପରା ଏବଂ…
Read More...