jsm

କୋଶଳ କଳାମଣ୍ଡଳରେ ପାଳିତ ହେଲା ‘ବଲାଙ୍ଗିର ଦିନ୍‌’

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କୋଶଳ କଳାମଣ୍ଡଳରେ ମହାସମାରୋହରେ ‘ବଲାଙ୍ଗିର ଦିନ୍‌’ ପାଳିତ ହେଉଛି । ବଲାଙ୍ଗିର ଦିନ ଆୟୋଜକ କମିଟି ପକ୍ଷରୁ ପାଳନ କରାଯାଉଥିବା ଏହି ଉତ୍ସବ ଅବସରରେ ଆଜି ସଂଧ୍ୟାରେ କମିଟି ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ଟୁକୁନୀ ସାହୁ, ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବିଧାୟକ ମୁକେଶ ମହାଲିଙ୍ଗ, ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ, ପୌରାଧ୍ୟକ୍ଷା ଲିକା ସାହୁ, ଗୋପାଳ ପ୍ରଧାନ, ଦୀନେଶ ଶର୍ମା, ସଂଗୀତା ପାଣିଗ୍ରାହୀ, ଲୋଟସ ଷଡଙ୍ଗୀ, ପ୍ରତାପ ରଥ, ସରିତା ଦାଶ, ବିକ୍ରମାନନ୍ଦ ବହିଦାର, ବିଧୁ ଭୂଷଣ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ରହି ବଲାଙ୍ଗିରର ମହାନ ସଂସ୍କୃତି, ପରମ୍ପରା ସମ୍ପର୍କରେ ମତ ଦେଇଛନ୍ତି ।

yuvodaya
Leave A Reply

Your email address will not be published.