Daily Archives

ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୫ ଦୋକାନ

ଭୁବନେଶ୍ୱର : ବିଦ୍ୟୁତ୍ ସର୍ଟସର୍କିଟ ଯୋଗୁଁ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ସୂଚନା ମୁତାବାକ, ଭୁବନେଶ୍ୱର ଶୈଳଶ୍ରୀ ବିହାର ଫେଜ-୨ ଛକ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳେ ଦୋକାନା ଉପରେ ଦେଇ ଯାଇଥିବା ୧୧ କେଭି ତାର ଉପରେ କାଉ ବସିଯିବାରୁ ୨ଟି ତାର ଲାଗି
Read More...

ଇଣ୍ଡୋନେସିଆରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଜାଭା ଦ୍ୱୀପପୁଞ୍ଜରେ ହୋଇଥିବା ଭୂମିକମ୍ପରେ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅତି କମରେ ୩୦୦ ଜଣ ଆହତ ହୋଇଥିବା ଖବର ନ୍ୟୁଜ୍‌ ଏଜେନ୍ସି ଏଏଫ୍‌ପି ପକ୍ଷରୁ ଜଣାପଡ଼ିଛି । ଏହି ଭୂମିକମ୍ପର ତୀବ୍ରତା ୫.୬ ମ୍ୟାଗ୍ନିଚ୍ୟୁଡ ଥିବାର ଜଣାପଡ଼ିଛି । ଭୂମିକମ୍ପରେ ଘର
Read More...

କୋରେଇ ଟ୍ରେନ୍‌ ଦୁର୍ଘଟଣାରେ ଦୋଷୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ : ରାତି ୧୦ ସୁଦ୍ଧା ସ୍ଵାଭାବିକ ହେବ ରେଳ…

ଯାଜପୁର : ଯାଜପୁର କୋରେଇ ଟ୍ରେନ୍‌ ଦୁର୍ଘଟଣାରେ ଦୋଷୀଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ରାତି ୧୦ ସୁଦ୍ଧା ସ୍ଵାଭାବିକ ହୋଇପାରେ ରେଳ ଚଳାଚଳ । ୱାଗନ ଡୋର ହିଁ ଦୁର୍ଘଟଣାର କାରଣ ହୋଇଥାଇ ପରେ ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥର ଜେନେରାଲ୍‌ ମ୍ୟାନେଜର ଆର୍‌ଏମ୍‌ ସୁନଙ୍କର ।
Read More...

ଓଡ଼ିଶା ବିଧାନସଭା ଶୀତ ଅଧିବେଶନ ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ଏକାଦଶ ଅଧିବେଶନ ପାଇଁ ଆଜି ପୂର୍ବାହ୍ନରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିରୋଧି
Read More...

ପୁରେନା ସ୍କୁଲରେ ତାଲା ଦେଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ପାଇକମାଲ ବ୍ଲକ ଅନ୍ତର୍ଗତ ପୁରେନା ଗ୍ରାମର ସ୍କୁଲରେ ବିଭିନ୍ନ ସମସ୍ୟା ନେଇ ଆଜି ଗ୍ରାମବାସୀ ତାଲାବନ୍ଦ ଆନ୍ଦୋଳନ ଆରମ୍ଭ କରିଥିବା ଜଣାପଡିଛି । ଏହି ବିଦ୍ୟାଳୟରେ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଥିଲେ ହେଁ ଶିକ୍ଷକ ନ ଥିବାରୁ ପାଠପଢା
Read More...

ଲୋକନାଥ ମନ୍ଦିରର ଉନ୍ନୟନ ପାଇଁ ୨୮ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ଲୋକନାଥ ମନ୍ଦିରର ଉନ୍ନୟନ ପାଇଁ ୨୮ କୋଟିର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ଆଜି ଅପରାହ୍ନରେ ଭିଡିଓ କନଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ ଥିଲେ । ଲୋକନାଥ
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଶିକ୍ଷାବର୍ଷ-୨୦୨୧-୨୨ ସରକାରୀ ବୃତ୍ତି ପରୀକ୍ଷାରେ ଶତ ପ୍ରତିଶତ ସଫଳତା

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀଙ୍କ ତୃତୀୟ ବୃତ୍ତି ଓ ପଞ୍ଚମ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଶତ ପ୍ରତିଶତ ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିବା ଜଣାପଡିଛି । ତୃତୀୟ ବୃତ୍ତି ଓ ପଞ୍ଚମ
Read More...

ଶିକ୍ଷାବିତ୍‌ ତଥା କୋଶଲବାଦୀ ସଂଗଠକ ବେଣୁଧର ମହାପାତ୍ରଙ୍କ ବିୟୋଗରେ କୋଶଳ ରାଜ୍ୟ ସମନ୍ୱୟ ସମିତିର ଶୋକ ପ୍ରକାଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଳ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ କମିଟି ତରଫରୁ କୋଶଳ କ୍ରାନ୍ତୀ ଦଳର ପୂର୍ବତନ ଜିଲ୍ଲା ସଭାପତି ତଥା ଶିକ୍ଷାବିତ୍‌ ବେଣୁଧର ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଛି । ସ୍ୱର୍ଗତ ମହାପାତ୍ର ଜଣେ ନିଷ୍ଠାବାନ ତଥା ଆଦର୍ଶ ପରାୟଣ ବ୍ୟକ୍ତି ଥିଲେ
Read More...

ପୁଡେଲକୁନାଠାରେ ଜିଲ୍ଲାସ୍ତରୀୟ ଗୋଁଣ୍ଡୱାନା ଗୋଁଣ୍ଡ ସମାଜର ମହାସଭା ଓ ଲଗ୍ନନିଅଁ ତାଲିମ ଶିବିର ଉଦ୍‌ଯାପିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ପୁଡେଲକୁନା ଗ୍ରାମ ଠାରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ସମାଜ ତରଫରୁ ଗ୍ରାମ୍ୟ ସଭାପତି ଇନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଦୁଇ ଦିନ ଧରି ଶନିବାର ଓ ରବିବାର ଚାଲିଥିବା ତାଲିମ ଶିବିର ଗତକାଲି ଉଦ୍‌ଯାପିତ ହୋଇଯାଇଛି ।
Read More...

୬୧ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳନ ଏବଂ ଓପ୍ମା ବଲାଙ୍ଗିର ନୂତନ ପରିଚାଳନା କମିଟି ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏନ୍‌ଏଚ୍‌ଏମ ସମ୍ମିଳନୀ କକ୍ଷ ସିଡିଏମ୍‌ ଏବଂ ପିଏଚ୍‌ଓ କାର୍ଯ୍ୟାଳୟ ପରିସର ବଲାଙ୍ଗିର ଠାରେ ଓପ୍ମା ବଲାଙ୍ଗିର ଶାଖା ତରଫରୁ ୬୧ତମ ଜାତୀୟ ଫାର୍ମାସୀ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ଓପ୍ମା ବଲାଙ୍ଗିର ଶାଖାର ନୂତନ ପରିଚାଳନା କମିଟି ନିର୍ବାଚନ
Read More...