Daily Archives

ରାଣୀବନ୍ଧ, କରଗାଁକଣ୍ଟା କାମ ଓ ସହର ସଫେଇ ଦୁର୍ନୀତିକୁ ନେଇ ନଗର କଂଗ୍ରେସର ବିକ୍ଷୋଭ ଓ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଣୀବନ୍ଧ, କରଗାଁକଣ୍ଟାର ଦୁର୍ବଳ କାମ ଓ ସହରରେ ହେଉଥିବା ସଫେଇ ଦୁର୍ନୀତିକୁ ନେଇ ଆଜି ବଲାଙ୍ଗିର ନଗର କଂଗ୍ରେସ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି । ପୌର ପରିଷଦର ଅପାରଗତା ଓ ଦୁର୍ନୀତ ବିରୁଦ୍ଧରେ ଗର୍ଜିବା ସହିତ
Read More...

ମ.ରାମପୁର ବ୍ଲକ ସ୍ୱଚ୍ଛାଗ୍ରାହୀ ସଂଘ ଗଠିତ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଜଳ ଓ ପରିମଳ ବିଭାଗର ସ୍ୱଚ୍ଛାଗ୍ରାହୀମାନଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମ.ରାମପୁର ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମ ପଞ୍ଚାୟତର ସମସ୍ତ ସ୍ୱଚ୍ଛାଗ୍ରାହୀମାନଙ୍କ ଉପସ୍ଥିତିରେ ମ.ରାମପୁର ବ୍ଲକର
Read More...

ପୌର ପରିଷଦ ରାସ୍ତା ଜବର ଦଖଲ ଘଟଣା : ପୌର ନିର୍ବାହୀ ଅଧିକାରୀ ଓ ତହସିଲଦାରଙ୍କୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର କଦମପଡା ସ୍ଥିତ ଶାନ୍ତି ନଗର ଦେଇ ବିଷ୍ଣୁମୁଣ୍ଡା ବନ୍ଧକୁ ଯାଇଥିବା ରାସ୍ତାକୁ ପ୍ରକାଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ବେଆଇନ ଭାବେ ଜବର ଦଖଲ କରି ଗୋଦମ ଗୃହ ନିର୍ମାଣ କରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
Read More...

ଲଭଜିହାଦ ବିରୁଦ୍ଧରେ କଠୋର ଆଇନ ହେଉ – କୁସୁମ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିନକୁ ଦିନ ଦେଶରେ ଲବଜିହାଦ ଘଟଣା ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବା ନିମନ୍ତେ କଠୋର ଆଇନ ତିଆରି କରିବାକୁ ଦାବୀ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ନେତା ଶାନ୍ତନୁ କୁସୁମ । ଏହି ଅବସରରେ ଭିଏଚ୍‌ପି ନେତା ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୩୦ ଅଭିଯୋଗ ଦରଖାସ୍ତ ଗ୍ରହଣତୁରନ୍ତ ସମାଧାନ ହେଲା ୫ ଅଭିଯୋଗ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ଓ
Read More...

ଜେଏସ୍‌ଏମ୍‌ ବାଣିଜ୍ୟ ମହାବିଦ୍ୟାଳୟର ସପ୍ତମ ଫାଉନଣ୍ଡେସନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜେଏସ୍‌ଏମ ବାଣିଜ୍ୟ ମହାବିଦ୍ୟାଳୟ, ବଲାଙ୍ଗିରର ସପ୍ତମ ଫାଉନଣ୍ଡେସନ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସି.ଏ ଶ୍ରୀକାନ୍ତ ଶର୍ମାଙ୍କ ତତ୍ତ୍ୱାବଧାନରେ ଫାଉନଣ୍ଡେସନ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହର ଉପକଣ୍ଠ ଖୁଜେନପାଲି ଗାଁରେ ବେଆଇନ ଭାବରେ ଦେଶୀମଦ ରନ୍ଧା ଯାଉଥିବା ଖବର ପାଇ ଅବକାରୀ ବିଭାଗ ଚଢାଉ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ରେଳୱେ ଲାଇନ କଡ ନିଛାଟିଆ ଜଙ୍ଗଲ ଭିତରେ ମହୁଲ ପୋଚରୁ ଦେଶୀ ରନ୍ଧାମଦ ତିଆରି କରି ବିକ୍ରି କରୁଥିଲେ ମଦ ମାଫିଆ
Read More...

ପାଗଳାବାବା ଆଶ୍ରମ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ତିନିଜଣ କଲେଜ ଛାତ୍ରୀ ଗୁରୁତର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମୁଣ୍ଡା ସ୍ଥିତ ଭାବନ୍ଧ ନିକଟ ପାଗଳାବାବା ଆଶ୍ରମ ସମ୍ମୁଖରେ ଗତକାଲି ଏକ ସଡ଼କ ଦୁର୍ଘଟଣା ଘଟି ତିନିଜଣ ସାଇକେଲ ଆରୋହୀ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ସୂଚନା ଅନୁସାରେ ଏକ
Read More...

ସମୁଦ୍ରରେ ବୁଡ଼ି ୧ ମୃତ୍ୟୁ

ଭୋଗରାଇ : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ଉପାନ୍ତ ଉଦୟପୁର ବେଳାଭୂମି ସମୁଦ୍ରରେ ସ୍ନାନ କରିବାକୁ ଯାଇ ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ପର୍ଯ୍ୟଟକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ସାଂକୋ ଥାନା ମେଛୁଆ ବଜାର ଅଞ୍ଚଳର ୬୦ ବର୍ଷୀୟ ଉମେଶ ପ୍ରସାଦ । ସୂଚନା ମୁତାବକ
Read More...

ଓଡ଼ିଶା ଲଳିତ କଳା ଏକାଡ଼େମୀର ରାଜ୍ୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଉଦ୍‌ଘାଟିତ

ଭୁବନେଶ୍ୱର, (କେପିଏନଏସ୍‌) : ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ "ଅସ୍ମିତାର ଲହରୀ" ଶୀର୍ଷକ ରାଜ୍ୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ବାଲେଶ୍ଵର ସ୍ଥିତ ସଂସ୍କୃତି ଭବନରେ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ
Read More...