Daily Archives

ଚୁମନର ପାଠପଢା ପାଇଁ ଅର୍ଥ ପ୍ରଦାନ କଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚୁମନ ନିଜେ ପାଠ ପଢିବା ପାଇଁ ଦରକାର ହେଉଥିବା ଅର୍ଥ ରାଶି ଖବର କାଗଜ ବଣ୍ଟନ କରି ଆୟ କରୁଥିଲେ । ଗତ କିଛି ଦିନ ହେବ ଏହି ଖବରଟି ପ୍ରତ୍ୟେକ ଖବର କାଗଜରେ ପ୍ରକାଶିତ ହେବା ଦ୍ୱାରା ସମାଜର ସବୁ ବର୍ଗର ଲୋକେ ଏହାକୁ ଏକ ସମ୍ବେଦନଶୀଳ ପ୍ରସଂଗ ଭାବେ ଗ୍ରହଣ
Read More...

ଫିଲ୍ମ ସୁଟିଂ, ସହ-ନିର୍ମାଣ, ଫିଲ୍ମ ନିର୍ମାଣ ପରବର୍ତ୍ତୀ କାର୍ଯ୍ୟ ଏବଂ ଚଳଚ୍ଚିତ୍ର ଉଦ୍ୟୋଗରେ ପ୍ରଯୁକ୍ତି ଭାଗୀଦରୀର…

• ଆଇଏଫ୍‌ଏଫ୍‌ଆଇର ୫୩ତମ ସଂସ୍କରଣର ଉଦ୍‌ଘାଟନ ଫିଲ୍ମ ‘ଅଲ୍‌ମା ଆଣ୍ଡ ଓସ୍କାର’ର ୱାର୍ଲ୍ଟ ପ୍ରିମିୟରରେ ଅଂଶ ଗ୍ରହଣ କଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏବଂ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ୍‌. ମୁରୁଗନ୍ ନୂଆଦିଲ୍ଲୀ, (ପିଆଇବି) : “ଭାରତୀୟ ଅନ୍ତର୍ଜାତୀୟ
Read More...

ଭୁବନେଶ୍ୱରରେ ଆନ୍ଦୋଳନ ପାଇଁ ସଜବାଜ ହେଲା ବଲାଙ୍ଗିର ନିଖିଳ ଓଡିଶା ଆଶା କର୍ମୀ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ନିଖିଳ ଓଡିଶା ଆଶା କର୍ମୀ ସଂଘର ଏକ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ତୀର୍ଥ ପଧାନଙ୍କ ସଭାପତିତ୍ୱ ଓ ଶାଶ୍ୱତ ଦାଶଙ୍କ ସଂଯୋଜନାରେ ସ୍ଥାନୀୟ ଗାନ୍ଧୀ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଏଆଇଟିୟୁସି ସଭାପତି କମ୍ରେଡ୍‌
Read More...

ଓଡିଶୀ ହେଉଛି ସର୍ବପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଭରତ ମୂନିଙ୍କ ଶାସ୍ତ୍ର ଅନୁଯାୟୀ ଓଡିଶୀ ହେଉଛି ସର୍ବପ୍ରାଚୀନ ଶାସ୍ତ୍ରୀୟ ନୃତ୍ୟ । ଏହି ପରିଚୟ ଆମକୁ ଗର୍ବିତ କରିଛି ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ନଟରାଜ ନୃତ୍ୟ
Read More...

ଶିଶୁ ମହୋତ୍ସବ ମହକ ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟ ବଲାଙ୍ଗିରଠାରେ ଜିଲ୍ଲାରେ ଥିବା ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ଅନ୍ତେବାସୀଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ମହକ ୨୦୨୨’ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ପୌର ପରିଷଦ ରାସ୍ତା ଜବର ଦଖଲକୁ ନେଇ ଅସନ୍ତୋଷ : ଜବର ଦଖଲ ଉଚ୍ଛେଦ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର କଦମପଡା ସ୍ଥିତ ଶାନ୍ତିନଗର ଦେଇ ବିଷ୍ଣୁମୁଣ୍ଡା ବନ୍ଧକୁ ଯାଇଥିବା ରାସ୍ତାକୁ ଜଣେ ବ୍ୟକ୍ତି ବେଆଇନ ଭାବେ ଜବର ଦଖଲ କରି ନେଇଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ଜବର ଦଖଲ ଉଚ୍ଛେଦ କରିବା ନେଇ
Read More...

ମଟୋଗଣ୍ଡାରେ ଯୁବଶକ୍ତି କ୍ରିକେଟ ଫାଇନାଲ୍‌ରେ ବୋରପଦରକୁ ହରାଇ ମ.ରାମପୁର ଟୁବୁସ ଚାମ୍ପିୟନ

ମ. ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଲକ ଅନ୍ତର୍ଗତ ମ.ରାମପୁର ମଟୋଗଣ୍ଡା ଠାରେ ତା.୧୨/୧୧/୨୦୨୨/ରୁ ଚାଲିଥିବା ଯୁବଶକ୍ତି କ୍ଲବ ତରଫରୁ ଟି ୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ୍ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ଫାଇନାଲ୍ ମ୍ୟାଚ୍‌ରେ ବୋରପଦର ଦଳ ଟସ୍‌ ଜିତି ବ୍ୟାଟିଂ
Read More...

ନଟରାଜ କଳା ପରିଷଦର ରଜତ ଜୟନ୍ତୀ ଉଦ୍‌ଯାପନୀ ଦିବସରେ ଆଲୋଚନାଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ଲୋକନୃତ୍ୟ ଓ ନାଟ୍ୟାନୁଷ୍ଠାନ ନଟରାଜ କଳା ପରିଷଦର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ଉତ୍ସବ ପାଳନ କରୁଛି । ଏହାର ଉଦ୍‌ଯାପନୀ ଦିବସ ୨୦ ତାରିଖ ଦିନ ପୂର୍ବାହ୍ନ ସମୟରେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆର ପୁରୁଣା ମଂଚରେ “ଲୋକ
Read More...

ନଟରାଜ କଳା ପରିଷଦର ରଜତ ଜୟନ୍ତୀ ଉଦ୍‌ଯାପିତ

ଅଭିନିତ ହେଲା ନାଟକ ପୃଥ୍ୱୀରାଜ ଓ ନୃତ୍ୟ ନାଟିକା ନାବକେଳି ବଲାଙ୍ଗିର, (ଦେବାଶିଷ ମିଶ୍ର) : ତିନିଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିବା ବଲାଙ୍ଗିରର ଅଗ୍ରଣୀ ଲୋକନୃତ୍ୟ ଓ ନାଟ୍ୟାନୁଷ୍ଠାନ ନଟରାଜ କଳା ପରିଷଦର ରଜତ ଜୟନ୍ତୀ ସମାରୋହ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ସଂଧ୍ୟାରେ ମୁଖ୍ୟ
Read More...

ସିଏସସିଭିଏଲଇ ମାନଙ୍କର ବନ୍ଧୁ ମିଳନ ଓ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକର ସମସ୍ତ ସିଏସସିଭିଏଲଇ ମାନଙ୍କୁ ନେଇ ଏକ ମିଶନ ୯୦ ଡେ ଟ୍ରେନିଂ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆଜି ଭେଲୁଆପଦର ଡେମ ପାଖରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଭିଏଲଇ ମାନଙ୍କୁ ସିଏସସିର ଅନେକ ପ୍ରଜେକ୍ଟ ବାବଦରେ
Read More...