Daily Archives

ବାଇକରୁ ଖସିପଡି ମହିଳା ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ରାକ୍‌ସୀମୁଣ୍ଡା ଠାରେ ବାଇକରୁ ଖସିପଡି ଜଣେ ମହିଳା ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କେଉଁଟିପାଲିର ଉପେନ୍ଦ୍ର କୁମ୍ଭାର ଓ ତାଙ୍କ
Read More...

ବଢୁଛି ପ୍ରଦୀପ ପୁରୋହିତଙ୍କ ଲୋକ ପ୍ରିୟତା : ବିଜେପିରେ ସାମିଲ ହେଉଛନ୍ତି ବିଜେଡି ଓ କଂଗ୍ରେସର ନେତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ଅବସରରେ ପ୍ରଦୀପ ପୁରୋହିତଙ୍କ ପତିଆରା ଧୀରେ ଧୀରେ ବୃଦ୍ଧି ପାଇବାକୁ ଲାଗୁଛି । ତାଙ୍କର କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ ଝାରବନ୍ଧ ବ୍ଲକ ଚଣ୍ଡୀଭଟା ଗ୍ରାମ ପଞ୍ଚାୟତ ଜାମପାଲି ଗ୍ରାମର ବରିଷ୍ଠ କଂଗ୍ରେସ ନେତା
Read More...

ଦୀର୍ଘ ଅନଧିକୃତ ଅନୁପସ୍ଥିତ ଓ ଦାୟିତ୍ୱରେ ଅବହେଳା ଯୋଗୁଁ ଶିକ୍ଷକଙ୍କ ବିରୁଦ୍ଧରେ ଜିଲ୍ଲାପାଳଙ୍କ ଦୃଢ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଜିଲ୍ଲାରେ ପରିଣତ କରିବା ପାଇଁ ଜିଲ୍ଲାପାଳ ଚଞ୍ଚଳ ରାଣା ସବୁବେଳେ ପ୍ରୟାସରତ । ଏହି କ୍ରମରେ କର୍ତ୍ତବ୍ୟରେ ଅବହେଳା ଓ ଅଧିନକୃତ ଭାବରେ ବିଦ୍ୟାଳୟରେ ଦୀର୍ଘଦିନ ଅନୁପସ୍ଥିତ ଥିବା ତିନି ଜଣ ଶିକ୍ଷକଙ୍କୁ
Read More...

ଗୁହାଳ ତିଆରି କରି ପ୍ରାପ୍ୟ ନ ପାଇବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଫପ୍‌ସି ଗ୍ରାମର ଗୋପାଳକମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁହାଳ ତିଆରି କରି ପ୍ରାପ୍ୟ ପାଇ ନଥିବାରୁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଫପ୍‌ସି ଗ୍ରାମର ଗୋପାଳକମାନେ । ସେମାନଙ୍କ କହିବା ଅନୁସାରେ, ସରକାର ଗୋପାଳକମାନଙ୍କୁ ଗୁହାଳ ଯୋଗାଇ ଦେଉଥିବା ବେଳେ ତାଙ୍କ ପାଖରେ ଗାଈ ଅଛି କିନ୍ତୁ ଗୁହାଳ ନାହିଁ । ଗାଈ
Read More...

ବଲାଙ୍ଗିର ଜିଲ୍ଲା ମଦଭାଟି ରାସ୍ତାରେ ଯୁବକଙ୍କୁ ଆକ୍ରମଣ ଓ ଲୁଟ୍‌ ଉଦ୍ୟମ ନେଇ ଥାନାରେ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମଦଭାଟି ରାସ୍ତାରେ ଯୁବକଙ୍କୁ ଆକ୍ରମଣ ଓ ଲୁଟ୍‌ ଉଦ୍ୟମ ନେଇ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ସୁଦପଡା ମଦଭାଟି ରାସ୍ତାରେ ନବଘନ ମରାଠୀ ନାମକ ଜଣେ ଯୁବକ ତାଙ୍କ ସାଙ୍ଗ ଘରକୁ ଯାଉଥିବା ବେଳେ ତିନି ଜଣ
Read More...

ଦ୍ୱିତୀୟ ଦିନରେ ମଣି ବରିହା ସ୍ମାରକୀ ଫୁଟବଲ ପ୍ରତିଯୋଗିତା

ବିଏମ୍‌ସି ବ୍ଲକକୁ ହରାଇଲା ବାଗଭାଡି ଓ ଅମାମୁଣ୍ଡାକୁ ହରାଇ ଖଲିଆପାଲି ସେମିଫାଇନାଲ୍‌ରେ ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ କଲ୍ୟାଣ ଯୁବକ ସଂଘ ଫୁଟବଲ ଏସୋସିଏସନ କାଲସାଏପାଲି ଅନୁକୂଲ୍ୟରେ ପ୍ରଥମ ମଣି ବରିହା ସ୍ମାରକୀ ପ୍ରତିଯୋଗିତା ଦ୍ୱିତୀୟ ଦିନ ଖୁଜେନପାଲି ଖେଳ ପଡିଆରେ ଅନୁଷ୍ଠିତ
Read More...

ପୁଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଅନେକ ଅଭିଯୋଗ ଶୁଣାଣି କରାଯାଇଥିଲା । ଗ୍ରାମର ଶତାଧିକ ବ୍ୟକ୍ତି ଏହି ଶିବିରରେ ଯୋଗ ଦେଇ ନିଜ ନିଜ ଅଭିଯୋଗର ଶୁଣାଣି
Read More...

କନ୍ଧମାଳରେ ରାସ୍ତା ନଥିବାରୁ କାନ୍ଧରେ ବୁହାଗଲା ମୃତଦେହ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାସ୍ତା ନଥିବାରୁ କାନ୍ଧରେ ବୁହାଗଲା ମୃତଦେହ ଏପରି ଏକ ଅଘଟଣ ଘଟିଛି କନ୍ଧମାଳ ଜିଲ୍ଲାରେ । ସୂଚନା ଅନୁସାରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ସହର ଠାରୁ ମାତ୍ର ୬ କି.ମି. ଦୂର ଏକ ଗାଁକୁ ରାସ୍ତା ନ ଥିବାରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ କାନ୍ଧରେ
Read More...

ଓଡିଶା ସାମ୍ବାଦିକ ସଂଘ(ଓଜେୟୁ) କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ଓଡିଶା ସାମ୍ବାଦିକ ସଂଘ(ଓଜେୟୁ) କଳାହାଣ୍ଡି ଜିଲ୍ଲା ଶାଖା ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ଶାଖାର ସଭାପତି ନିରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱ ଓ ଜିଲ୍ଲା ସାଧାରଣ ସମ୍ପାଦକ
Read More...

୨୦ତମ ଶ୍ରୀ ଦାଦିଜୀ ମଙ୍ଗସୀର ବଦୀ ନବମୀ ଉତ୍ସବ ଆୟୋଜିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ଶ୍ରୀ ରାଣୀସତୀ ମହିଳା ମଣ୍ଡଳ ଏବଂ ମା’ ଭଗବତୀ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୦ତମ ଶ୍ରୀ ଦାଦିଜୀ ମଙ୍ଗସୀର ବଦୀ ନବମୀ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଡିସେମ୍ବର ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ବେଳେ ଆଜି ଅଷ୍ଟମୀ
Read More...