Daily Archives

ପଦ୍ମପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଏକ ଛଳନା : ଜୟନାରାୟଣ ମିଶ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାରେ ରାଜ୍ୟ ସରକାର ଓ ବୀମା କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇ ଥିବା ତୃଟିପୂର୍ଣ୍ଣ ଅମଳ ପରୀକ୍ଷା ଉପରେ ଧର୍ମେନ୍ଦ୍ର ପ୍ରଧାନ ଦୃଷ୍ଟି ଆକର୍ଷଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ବରଗଡ ଜିଲ୍ଲା ପଦ୍ମପୁରର ଚାଷୀ
Read More...

ଜୁନିଅର ରେଡ୍‌କ୍ରସ ସାମାଜିକ ସେବା ଶିବିର ଆୟୋଜିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସରଗୁଲ୍‌ରେ ଗ୍ରାମ୍ୟ ଦେବାଦେବୀ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବସରରେ ସ୍ଥାନୀୟ ବାଲୁଙ୍କେଶ୍ୱର ଆଦିବାସୀ ହାଇସ୍କୁଲର ଜୁନିଅର ରେଡ୍‌କ୍ରସ ୟୁନିଟ ତରଫରୁ ଏକ ସାମାଜିକ ସେବା ଶିବିର ଆୟୋଜିତ
Read More...

ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଶିବିର

ନଭେମ୍ବର ୧୭ରେ ବାଲେଶ୍ୱର ଓ ୧୯ରେ କଟକରେ ହେବ ଶିବିର ଭୁବନେଶ୍ୱର, (ପିଆଇବି) : ଭାରତୀୟ ଷ୍ଟେଟ ବ୍ୟାଙ୍କର ଭୁବନେଶ୍ବରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ପଞ୍ଜିକରଣ ଶିବିର ଆୟୋଜିତ ହୋଇଯାଇଛି । ପେନସନଭୋଗୀଙ୍କ ଦ୍ବାରା ଜୀବନ ପ୍ରମାଣ ଆପ୍ ଦ୍ବାରା ଫେସ
Read More...

ବାଲିଠାରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ପିଆଇବି) :ମହାମହିମଗଣ,ବନ୍ଧୁଗଣ, ମୁଁ ପୁଣି ଥରେ ନିଜର ବନ୍ଧୁ ରାଷ୍ଟ୍ରପତି ଜୋକୋଭିଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ସେ ଏହି କଠିନ ସମୟରେ ଜି-୨୦ ରାଷ୍ଟ୍ର ସମୂହକୁ କୁଶଳୀ ନେତୃତ୍ବ ପ୍ରଦାନ କରିଛନ୍ତି । ଆହୁରି ଆଜି ମୁଁ ଜି-୨୦ ସମୂହକୁ ବାଲି ଘୋଷଣାନାମାର ଅନୁମୋଦନ
Read More...

ବଲାଙ୍ଗିରର କଲ୍ୟାଣ ଚାଇଲ୍ଡ ଲାଇନ ପକ୍ଷରୁ ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର କଲ୍ୟାଣ ଚାଇଲ୍ଡ ଲାଇନ ପକ୍ଷରୁ ଟିମ୍‌ର ଲିଡର ରଶ୍ମିଙ୍କ ଅଧ୍ୟକ୍ଷତାରେ କପସିପାଲି ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ୭ ଦିନ ବ୍ୟାପୀ ହେବାକୁ ଥିବା ବେଳେ ଆଜି ଏହା କପସିପାଲି କଲ୍ୟାଣ ବିଦ୍ୟାଳୟଠାରେ ପାଳିତ ହୋଇଯାଇଛି ।
Read More...

ବିଶ୍ୱ ପ୍ରେସ ଦିବସ ଉପଲକ୍ଷେ ମାହେଶ୍ୱରୀ ସଙ୍ଗଠନ ତରଫରୁ ସାମ୍ବାଦିକମାନଙ୍କୁ କଲମ ଓ ପୁଷ୍ପ ଦେଇ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଷମ ପରିସ୍ଥିତିରେ ଅନବରତ ସମାଜ ପାଇଁ କାମ କରୁଥିବା ଚତୁର୍ଥ ସ୍ତମ୍ଭ ସାମ୍ବାଦିକ ଭାଇ ଭଉଣୀମାନଙ୍କ ପାଇଁ ବିଶ୍ୱ ପ୍ରେସ ଦିବସ ଉପଲକ୍ଷେ ମାହେଶ୍ୱରୀ ସଙ୍ଗଠନର ସମସ୍ତ ସଦସ୍ୟ ଓ ସଦସ୍ୟା ସାମ୍ବାଦିକ ଭାଇ ଭଉଣୀମାନଙ୍କୁ କଲମ ଓ ପୁଷ୍ପ ଦେଇ ସମ୍ବର୍ଦ୍ଧିତ
Read More...

ଡିସେମ୍ବର ୧ରେ ଆନୁଷ୍ଠାନିକ ଭାବରେ ଭାରତ ଜି -୨୦ର ଅଧ୍ୟକ୍ଷତା ଗ୍ରହଣ କରିବ : ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଜି -୨୦…

ଇଣ୍ଡୋନେସିଆ : ଡିସେମ୍ବର ୧ରୁ ଭାରତ ଆନୁଷ୍ଠାନିକ ଭାବରେ ଜି -୨୦ର ଅଧ୍ୟକ୍ଷତା ଗ୍ରହଣ କରିବ । ବାଲି ଶିଖର ସମ୍ମିଳନୀ ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଜି -୨୦ ଅଧ୍ୟକ୍ଷତାକୁ ଭାରତକୁ ହସ୍ତାନ୍ତର କରିଥିଲେ । ଜି -୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ,
Read More...

ବଲାଙ୍ଗିର ଷ୍ଟେଟ ୟୁନିୟନ ଅଫ୍‌ ଜର୍ନାଲିଷ୍ଟ ପକ୍ଷରୁ ପ୍ରେସ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସାମ୍ବାଦିକ ୟୁନିୟନ (ଏସ୍‌ୟୁଜେ) ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ଆଜି ସକାଳେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି । ଏହି ଅବସରରେ ଦେଶ ଗଠନରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଆଲୋଚନା ହୋଇଥିଲା । ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର
Read More...

ବୀର ବିର୍ସାମୁଣ୍ଡା ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିକାଛିଡା ଗ୍ରାମ ପଞ୍ଚାୟତ ସ୍ଥିତ ଖଲ୍ଲିକାନୀ ଗ୍ରାମର ପ୍ରସ୍ତାବିତ ବିର୍ସାମୁଣ୍ଡା କ୍ଲବ ପ୍ରାଙ୍ଗଣରେ ବୀର ବିର୍ସାମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ବୀର ବିର୍ସାମୁଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା
Read More...

ଜୟଦେବ କଳା ସଂସଦ ବଲାଙ୍ଗିର ତରଫରୁ ଭଜନ ସମାରୋହ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବେଲପଡା ବ୍ଲକ ଧୁମାଭଟା ପଞ୍ଚାୟତ ଅନ୍ତର୍ଗତ ଖପରା ଡୁଙ୍ଗୁରୀ ସ୍ଥିତ ସପ୍ତଋଷି ସାଧନ ପୀଠରେ ଜୟଦେବ କଳା ସଂସଦ ବଲାଙ୍ଗିର ତରଫରୁ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ପର୍ବତ ଗହ୍ୱରରେ ସପ୍ତଋଷିଙ୍କର ତପସ୍ୟା ସମୟର ମୂର୍ତ୍ତି ପଥର ଚଟାଣରେ ଖୋଦି ହୋଇ ରହିଛି
Read More...