Daily Archives

ଖଡ଼ିଆଳ ପୋଲିସକୁ ବଡ଼ ସଫଳତା : ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୨ ଗୋଟି ଚୋରି ବାଇକ ଉଦ୍ଧାର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସକୂ ଏକ ବଡ ସଫଳତା ମିଳିଛି । ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୨ ଗୋଟି ଚୋରି ବାଇକ ଉଦ୍ଧାର କରିଥିବା ନେଇ ଖଡ଼ିଆଳ ଏସ୍ଡିପିଓ କାାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସ୍ଡିପିଓ ସନ୍ତକ
Read More...

ମହଲେଇ ଗାଁରେ ଜଣେ ବ୍ୟକ୍ତିଙ୍କ ଦୋକାନରେ ଲାଗିଲା ନିଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନ୍ତର୍ଗତ ମହଲେଇ ଗାଁରେ ଜଣେ ବ୍ୟକ୍ତିଙ୍କ ଦୋକାନରେ ନିଆଁ ଲାଗି ଦୋକାନ ହୁ ହୁ ହୋଇ ଜଳି ଉଠିଥିବା ଦେଖିବାକୁ ମିଳିଛି । ନିଆଁ ଲାଗି ଥିବା ଦୋକନ ମାଲିକଙ୍କ ନାମ ହେଉଛି ମହଲେଇ ଗାଁର ସୁନୀଲ ବିଶ୍ୱାଳ । ସୂଚନା ଅନନୁସାରେ କୌଣସି କାରଣରୁ ଦୋକନ ବନ୍ଦ ଥିବା
Read More...

କର୍ପୋରେଟ ସ୍ଵାର୍ଥରେ ଶ୍ରମ ଆଇନ ସଂଶୋଧନ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିକ୍ରୟ ବିରୁଦ୍ଧରେ ସର୍ବବ୍ୟାପୀ ପ୍ରତିବାଦ ଓ…

ରାଉରକେଲା, (ସସ୍ମିତା ପ୍ରଧାନ) : ଏଆଇଟିୟୁସିର ତ୍ରୟୋଦଶ ରାଜ୍ୟ ସମ୍ମିଳନୀ ଉଦ୍‌ଘାଟନ ସହ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଓ ଭାତୃ ପ୍ରତୀମ ସଂଗଠନ ପକ୍ଷରୁ ସମ୍ମିଳନୀକୁ ଶୁଭେଚ୍ଛା ଓ ସର୍ବବ୍ୟାପୀ ଶ୍ରମିକ ଆନ୍ଦୋଳନ ପାଇଁ ସଂକଳ୍ପ ମଧ୍ୟ ନିଆଯାଇଛି । ଏହି ସମ୍ମିଳନୀକୁ ଏଆଇଟିୟୁସିର
Read More...

ପଦ୍ମପୁର ଉପନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ

ବରଗଡ଼, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ରାଜନୈତିକ ଦଳ ଓ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ମିଡ଼ିଆ
Read More...

ବାଲିଗୁଡାରେ ପ୍ରଥମ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଅନୁଷ୍ଠିତ ହେବ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ଲୋକ ମହୋତ୍ସବ । ଚଳିତ ବର୍ଷ ଡିସେମ୍ବର ତା.୧୭, ୧୮ ଓ ୧୯ରିଖ ତିନିଦିନ ଧରି ହେବାକୁ ଥିବା ବିଶିଷ୍ଟ ଲୋକନୃତ୍ୟ ଗୁରୁ ଟଲ ଦଳବେହେରା ସ୍ମାରକୀ ବୀଣାକାର
Read More...

ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନର ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ସାଂସ୍କୃତିକ ଅଙ୍ଗ ଦ୍ୱାରା ପରିଚାଳିତ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ୧୩ ତାରିଖ ଦିନ ଦିବା ୯ଟା ୩୦ମିନିଟରେ ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ
Read More...

ପଦ୍ମପୁର ଉପନିର୍ବାଚନ ସମୟରେ ବିଜେଡି ଯୁବ ଗୋଷ୍ଠୀ ଦଳ ଛାଡି ବିଜେପି ଦଳରେ ଯୋଗଦେଲେ

ପଦ୍ମପୁର, (ନିରୋଜ କୁମାର ପାଣି) : ପଦ୍ମପୁର ଉପନିର୍ବାଚନ ଆଉ ଅଳ୍ପ ଦିନ ଥିବା ବେଳେ ବିଜେଡି କର୍ମୀ ତଥା ଯୁବଗୋଷ୍ଠୀ ଦଳ ଛାଡି ବିଜେପି ଦଳରେ ଯୋଗଦାନ କରିଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀର ଲୁହୁରାପାଲି ଗ୍ରାମ ପଞ୍ଚାୟତ ବରଭଟା ଗ୍ରାମର ବିଜେଡି ଯୁବ କର୍ମୀ ହୃଷିକେଶ ନେଗୀ, ବଲରାମ
Read More...

କର୍କଟ ରୋଗରେ ପୀଡିତ ମେନା ନାଗଙ୍କୁ ଚିକିତ୍ସା ପାଇଁ ସହଯୋଗ କଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : କର୍କଟ ରୋଗରେ ପୀଡିତ ମେନା ନାଗଙ୍କୁ ଚିକିତ୍ସା ପାଇଁ ସହଯୋଗ କଲେ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୨୧ର ମେନା ନାଗ(୬୫) ଓ ତାଙ୍କ ସ୍ୱାମୀ ଏକା ରହୁଥିବା ବେଳେ ବଲାଙ୍ଗିର ସ୍ୱେଚ୍ଛାସେବୀ
Read More...

ବିଜେପି କଣିହାଁ ମଣ୍ଡଳ ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଦୀର୍ଘ ରାତି ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ଶୁଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଳଚେର, (ଆର୍ତ୍ତତ୍ରାଣ ପାଣି) : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟୁମିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଦୁଇ ଦୁନିଆ କଣିହାଁ ଅଞ୍ଚଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର
Read More...

ବ୍ଲକ ସଭାଗୃହରେ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ପରିସରରେ ଥିବା ସଭା ଗୃହରେ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରା ଶିକ୍ଷା ବିଭାଗର ବିଭିନ୍ନ ସମସ୍ୟା ଉପରେ ବିବରଣୀ
Read More...