Daily Archives

୧୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ ନେଇ ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୫ ଜଣ ଦାଦନ ଶ୍ରମିକଙ୍କୁ ଲାଠୋର ପୋଲିସ ଉଦ୍ଧାର କରିଥିବା ନେଇ ଏସ୍‌ପି ନିତିନ କୁଶଲକର ସୂଚନା ଦେଇଛନ୍ତି । ତେବେ ଏହି ମାମଲାରେ ଦାଦନ ସର୍ଦ୍ଦାର ପ୍ରେମାନନ୍ଦ କୁମ୍ଭାରଙ୍କ ନାମରେ ଲାଠୋର ଥାନାରେ ଏକ ମାମଲା ରୁଜୁ ହୋଇଥିବା ନେଇ ସୂଚନାରେ କୁହାଯାଇଛି ।
Read More...

ନିଖୋଜ ମୋବାଇଲକୁ ଉଦ୍ଧାର କରି ମାଲିକଙ୍କୁ ହସ୍ତାନ୍ତର କଲା ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋବାଇଲ ନିଖୋଜ ହୋଇଥିବା ନେଇ ଗତ ତା. ୨୩.୧୦.୨୦୨୨ .ରିଖରେ ଖୁଜେନପାଲିର ଗୁଣମଣି ଚିରଗୁନ ଟାଉନ ଥାନାରେ ଅଭିଯୋଗ କରିଥିଲେ । ପରେ ଟାଉନ ପୋଲିସ ଏକ ମାମଲା ରୁଜୁ କରି ମୋବାଇଲ ଫୋନକୁ ସହର ଭିତରୁ ଟ୍ରାକ୍‌ ମାଧ୍ୟମରେ ଉଦ୍ଧାର କରିଥିବା ବେଳେ ଆଜି ଟାଉନ ଥାନାକୁ
Read More...

ତୁରେକେଲା ବ୍ଲକରେ ଶିକ୍ଷଣ ପରିପୂରଣର ମଧ୍ୟ ଅବଧି ପରୀକ୍ଷା ଆରମ୍ଭ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକରେ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମର ପଚିଶ ଦିନ ପୂର୍ତ୍ତି ଅବସରରେ ସମସ୍ତ ବିଦ୍ୟାଳୟରେ ମଧ୍ୟ ଅବଧି ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ଦିବସରେ ତୃତୀୟ ଶ୍ରେଣୀରେ ଓଡ଼ିଆ ଭାଷା ଓ ଚତୁର୍ଥ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଇଂରାଜୀ
Read More...

ଆଶ୍ରମରେ ଥଇଥାନ ହେଲେ ଅସହାୟ ଚୁମକି

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରାୟ ଦୁଇ ମାସ ହେଲା ପଡି ରହିଥିବା ଚୁମକିଙ୍କୁ ଆଜି ଜିଲ୍ଲା ପ୍ରଶାସନ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହଯୋଗରେ ଧର୍ମଗଡ଼ ସ୍ଥିତ ଯଶୋଦା ଅନାଥ ଆଶ୍ରମରେ ଥଇଥାନ କରାଯାଇଛି । ତାଙ୍କୁ ଭବାନୀପାଟଣା ୱାରିଆରର
Read More...

ଫସଲବୀମା ରାଶି ପାଇବା ପରେ ବିଜେପିରେ ବହୁ ଚାଷୀଙ୍କ ଯୋଗଦାନ

କଂଗ୍ରେସର ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପୁତୁରା ଶିଶିର ଭୋଇ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଲେ ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ନୀତି ଏବଂ ସର୍ବଦା କୃଷି ଓ କୃଷକର ଉନ୍ନତି ଚିନ୍ତା କରୁଥିବା ଭାରତୀୟ ଜନତା ପାର୍ଟି ପ୍ରତି ଆସ୍ଥା
Read More...

ବିନାୟକ ଆଚାର୍ଯ୍ୟ ସରକାରୀ କଲେଜରେ ଛାତ୍ରୀଙ୍କୁ ମାସ୍-ରାଗିଂ ଘଟଣାରେ ବ୍ରହ୍ମପୁର ଏସ୍‌ପିଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ

• ଭିଡିଓରେ ସମ୍ପୃକ୍ତଥିବା ସମସ୍ତ ଛାତ୍ରଙ୍କୁ କଲେଜରୁ ବହିଷ୍କାର ପାଇଁ ନିଷ୍ପତ୍ତି, ସୂଚନା ଦେଲେ ବିନାୟକ ଆଚାର୍ଯ୍ୟ କଲେଜ ଅଧ୍ୟକ୍ଷା ପ୍ରମିଳା ଖାଡ଼ଙ୍ଗା ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ସରକାରୀ କଲେଜ ଛାତ୍ରୀଙ୍କୁ ମାସ୍- ରାଗିଂ ଘଟଣାରେ
Read More...

ମୁହୁରୀ କଳାପରିଷଦ ଅନୁଷ୍ଠାନ ତରଫରୁ ‘ମାଟିର ତାସା’ ବଣ୍ଟନ କାର୍ଯ୍ୟକ୍ରମ

ପାଟଣାଗଡ଼, (ପୁସ୍ତମ୍ ଯୁଆଡି) : ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ କୁତମୁଣ୍ଡା ଗ୍ରାମର ମୁହୁରୀ କଳାପରିଷଦ ଅନୁଷ୍ଠାନର ସମ୍ପାଦକ ଭେଲାରାମ କୁମ୍ଭାରଙ୍କ ଆବାହନରେ ମାଟିର ତାସା ବଣ୍ଟନ କରାଯାଇଥିଲା । ଏହି ଅବସରରେ ଲୋକ କଳାକାର ମନୋଜ ବାଗ ଯୋଗ ଦେଇ ତାଙ୍କର ଅଭିଭାଷଣରେ କହିଲେ
Read More...

କଟକ ବାଲିଯାତ୍ରାରେ କନ୍ଧମାଳ ହଳଦୀର ଚାହିଦା ଅଧିକ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ହଳଦୀର ଚାହିଦା ସାରା ବିଶ୍ୱରେ ରହିଛି । ଜୈବିକ ପଦ୍ଧତିରେ ଚାଷ ହୋଉଥିବା ଏହି ହଳଦୀ ବିଭିନ୍ନ ରୋଗକୁ ପ୍ରତିହତ କରୁଛି । ଫଳରେ ଏହା ଜି ଆଇ ଟ୍ୟାଗର ମାନ୍ୟତା ପାଇଥିବାରୁ ଏହାର ଚାହିଦା ଅଧିକ ରହିଥିବା କୁହାଯାଇଛି । ତେବେ ରାଜ୍ୟ
Read More...

ଆସନ୍ତାକାଲି ବଲାଙ୍ଗିର ସହର ସମେତ ୫ଟି ଜାଗାରେ ହେବ ବିଦ୍ୟୁତ କାଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଲାଲଟିକିରା ଠାରେ ଥିବା ୧୩୨/୩୩ କେଭି ଗ୍ରୀଡର ବାର୍ଷିକ ମରାମତି ପାଇଁ ଆସନ୍ତାକାଲି ବଲାଙ୍ଗିର ସହର ସାରା ବିଦ୍ୟୁତ କାଟ ହେବାକୁ ଥିବା ବେଳେ ଛତାମଖନା, ଲୋଇସିଂହା, ସାଲେଭଟା ଓ ଚୁଡାପାଲିରେ ମଧ୍ୟ ସକାଳ ୮ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ
Read More...

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ ୧୩ ଜଣ ପ୍ରାର୍ଥୀ ଭରିଲେ ନାମାଙ୍କନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ସହ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଭରିଛନ୍ତି । ବିଜେପିରୁ ପ୍ରଦୀପ ପୁରୋହିତ, ବିଜେଡିରୁ ବର୍ଷା ସିଂ ବରିହା ଓ କଂଗ୍ରେସରୁ ସତ୍ୟ ଭୂଷଣ ସାହୁ ନାମାଙ୍କନ ଦାଖଲ କରିଥିବା ବେଳେ
Read More...