Daily Archives

କନ୍ଧପାଲିପଡାର ପେପର ବୟ ଚୁମନ ରାଓଙ୍କୁ ଭେଟିଲେ ଜିଲ୍ଲାପାଳ ଚଂଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କନ୍ଧପାଲିପଡାର ପେପର ବୟ ଚୁମନ ରାଓଙ୍କ ବିଷୟରେ ଗତ କିଛି ଦିନ ତଳେ ଖବର କାଗଜରେ ବାହରିଥିଲା । ତେବେ ଏହାକୁ ନେଇ ଆଜି କନ୍ଧପାଲିପଡା ସ୍ଥିତ ପେପର ବୟ ଚୁମନ ରାଓଙ୍କ ଘରକୁ ଯାଇ ଜିଲ୍ଲାପାଳ ଚଂଚଳ ରାଣା ଚୁମନ, ତା'ର ମାଆ ଓ ତା'ର ୭ ବର୍ଷର
Read More...

ପାର୍ବତୀଗିରି ବାଳ ନିକେତନରେ ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶିଶୁ ଦିବସ । ଏହି ଅବସରରେ ପଥରଚେପା ସ୍ଥିତ ପାର୍ବତୀଗିରି ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନ ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ,
Read More...

ଚାଷୀଙ୍କ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେଲା ପଶ୍ଚିମ ଓଡିଶା ସେବା ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପଶ୍ଚିମ ଓଡିଶା ସେବା ସଂଘ ପକ୍ଷରୁ ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ପଶ୍ଚିମ
Read More...

ସମ୍ବିଧାନ ବଞ୍ଚାଅ ଦାବୀରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମଗ୍ର ଦେଶରେ ବିଭିନ୍ନ ଅଞ୍ଚଳରେ ସମ୍ବିଧାନ ସୁରକ୍ଷା ଅଭିଯାନ ଚାଲିଥିବା ବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ନଫରତ ଛାଡ ସମ୍ବିଧାନ ବଞ୍ଚା ଅଭିଯାନ କରାଯାଇଛି । ଜନଆନ୍ଦୋଳନମାନଙ୍କ ରାଷ୍ଟ୍ରୀୟ ସମନ୍ୱୟ କମିଟି ଓ ଖପ୍ରାଖୋଲର ଜିନ୍ଦାବାଦ ସଂଗଠନ ଆନୁକୂଲ୍ୟରେ ଗତ
Read More...

ଡେଲି ମାର୍କେଟ ଠାରେ ବେଆଇନ ଭାବେ ରାସ୍ତାକଡକୁ ମାଡି ଆସିଥିବା ଦୋକାନଗୁଡିକୁ ଭାଙ୍ଗିଲା ମ୍ୟୁନିସିପାଲିଟି

ବଲାଙ୍ଗିର, (କେପିଏନଏସ୍‌) : ସହରର ଡେଲି ମାର୍କେଟ ଠାରେ ବେଆଇନ ଭାବେ ରାସ୍ତାକଡକୁ ଦୋକାନଗୁଡିକୁ ମାଡି ଆସିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଆଜି ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ମ୍ୟୁନିସିପାଲିଟି ତରଫରୁ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରିଣୀ ସାମ୍ମି ଜୟଶ୍ରୀ ରେଡ୍ଡୀ ଓ
Read More...

ବୁରୋମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାଇସିଲାଟ ବୁରୋମୁଣ୍ଡାସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟସ୍ତରୀୟ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟର ପୂର୍ବତନ
Read More...

ବଲାଙ୍ଗିର ଜିଲ୍ଲା କରାଟେ ସଂଘର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ପ୍ରାଙ୍ଗଣରେ ୩୪ତମ ଓଡିଶା ରାଜ୍ୟସ୍ତରୀୟ ସବ୍‌ ଜୁନିୟର ୧୩ ବର୍ଷରୁ କମ୍‌ ବାଳିକା ବାଳକ ବିଭାଗରେ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୪୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବଲାଙ୍ଗିର
Read More...

ବଲାଙ୍ଗିର ବ୍ଲକ କୁମ୍ଭାର ସମାଜର ସାଂଗଠାନିକ ସଭା ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ସଭାପତି ଭିକାରୀ ରଣାଙ୍କ ସଭାପତିତ୍ୱରେ କୁଟୁମଡୋଲା ଠାରେ ବଲାଙ୍ଗିର ବ୍ଲକ କୁମ୍ଭାର ସମାଜର ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ସମ୍ମତ୍ତି କ୍ରମେ ସମାଜର ଉନ୍ନତି ପାଇଁ ସଭାପତି ଭାବେ ପ୍ରମୋଦ ରଣା, ସମ୍ପାଦକ ବରୁଣ ରଣା, ଉପସଭାପତି ଯୁଗଳ ରଣା,
Read More...

କଂଟାବାଂଜିରେ ବାଳାଶ୍ରମ ଉଦ୍‌ଘାଟିତ

ଦାଦନ ଶ୍ରମିକ ଚାଳାଣ ଅଂଚଳରେ ଅନାଥ ଶିଶୁଙ୍କ ପାଇଁ ଏକ ଉତ୍ତମ ଶିକ୍ଷାନୁଷ୍ଠାନ ହୋଇପାରିବ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ ନୂତନ ଭାବେ ସୋମବାର ଅପରାହ୍ନରେ ବାଳାଶ୍ରମ ଉଦ୍‌ଘାଟିତ ହୋଇଯାଇଛି । ସ୍ଥାନୀୟ ଏନଏସି ପାର୍କ ପରିସରରେ ଉଦ୍‌ଘାଟିତ ହୋଇଛି
Read More...

ପୋଲିସ ହାଇସ୍କୁଲରେ ଶିଶୁ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବାହ୍ନରେ ସ୍ଥାନୀୟ ପୋଲିସ ହାଇସ୍କୁଲ ପରିସରରେ ଶିଶୁ ଦିବସ ପାଳନ ହୋଇ ଚାଚା ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ଶିକ୍ଷକ
Read More...