Daily Archives

ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ଶିଶୁ ଦିବସ ପାଳନ ଅବସରରେ ବିଜ୍ଞାନ ମେଳା ଓ ପ୍ରତିଯୋଗିତା

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର କଂଟାବାଂଜି ସହରରେ ଥିବା ବିଭିନ୍ନ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ସୋମବାର ଦିନ ଶିଶୁ ଦିବସ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମଦିବସ ପାଳିତ ହୋଇଯାଇଛି । ସହରରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ…
Read More...

ବନମାଲ ଗ୍ରାମ ଠାରେ ବିପୁଳ ଶାଗୁଆନ ପଟା ସମେତ ଅର୍ଦ୍ଧନିର୍ମିତ ଆସବାବପତ୍ର ଜବତ ନେଇ ଡିଏଫ୍‌ଓଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତବନମାଲ ଗ୍ରାମ ଠାରେ ବିପୁଳ ଶାଗୁଆନ ପଟା ସମେତ ଅର୍ଦ୍ଧନିର୍ମିତ ଆସବାବପତ୍ର ଜବତ କରାଯାଇଥିବା ନେଇ ଡିଏଫ୍‌ଓ ନିତିଶ କୁମାର ସୂଚନା ଦେଇଛନ୍ତି । ଡିଏଫ୍‌ଓଙ୍କ ସୂଚନା ଅନୁସାରେ ବିଶ୍ଵସ୍‌ସ୍ତ ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଜୀ…
Read More...

ଦୁଇ ବାଇକ ମୁହାଁମୁହିିଁ ଧକ୍କା : ୧ ମୃତ, ୩ ଗୁରୁତର

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ତଲିଉଡାର ଗ୍ରାମ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ଜଣେ ବାଇକ୍ ଚାଳକଙ୍କ ମୃତ ହୋଇଥିବା ବେଳେ ଅନ୍ୟ ବାଇକରେ ଥିବା ୩ ଜଣ ଯୁବକଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ମେଡିକାଲ ହସ୍ପିଟାଲକୁ ଆମ୍ବୁଲାନ୍ସ…
Read More...

କୋଶଲ ସମାଜ ତରଫରୁ ଗଣଧାରଣା ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲ ସମାଜ, ବଲାଙ୍ଗିର ତରଫରୁ ଝାଙ୍କରପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଗଣଧାରଣା ଦିଆଯାଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଓଡିଶାଙ୍କ ଉଦ୍ଦେଶ୍ୟରେ ଆଜି ୫ ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଥାଉ କି ହରିଶଙ୍କର…
Read More...

ମୋ କଲେଜ ଅଭିଯାନରେ କଂଟାବାଂଜି ଭୋକେସ୍ନାଲ କଲେଜରେ ତିନି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅନାବରଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ଭୋକେସ୍ନାଲ କଲେଜରେ ମୋ କଲେଜ ଅଭିଯାନ ଯୋଜନାରେ ତିନି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସୋମବାର ଦିନ ଶୁଭ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ କଲେଜର ପୁରାତନ ଛାତ୍ର ଆଲୁମିନି ତଥା ଆଇଏସ(ଡାଇରେକ୍ଟର, ପରିବାର ମଂଗଲ…
Read More...

ରାଜପୁତ ସମାଜର ଚେରି ଟେବୁଲ ଟ୍ରଷ୍ଟ ଗଠନ

ଲୋଇସିଂହା, (କେପିଏନ୍‌ଏସ୍‌) : ପଡୋଶୀ ଗାଇସିଲେଟ ବ୍ଲକ ଜାମୁଟବାହାଲ ଗ୍ରାମର ପୂର୍ଣ୍ଣନନ୍ଦ ଠାକୁରଙ୍କ ଆବାହକତ୍ୱରେ ପଦ୍ମପୁର ଉପଖଣ୍ଡସ୍ତରୀୟ ରାଜପୁତ ସମାଜର ଏକ ବୈଠକ ନୃସିଂହନାଥରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆବାହକ ଶ୍ରୀ ଠାକୁର ସଭାପତିତ୍ୱ କରିଥିଲେ । ରାଜପୁତ ସମାଜର ସାମୁହିକ…
Read More...

ଜଲିଆ ଓସ୍ତାଲି ଡ୍ୟାମର ଉନ୍ନତି ଓ କେନାଲ ମରାମତି ଦାବୀରେ ଚାଷୀଙ୍କ ଜଳ ସତ୍ୟାଗ୍ରହ

ପାଟଣାଗଡ଼, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଜଲିଆ ଗାଁରେ ଥିବା ଓସ୍ତାଲି ଡ୍ୟାମର ଉନ୍ନତି ଓ କେନାଲ ମରାମତି ଦାବୀରେ ଚାଷୀମାନେ ଜଳ ସତ୍ୟାଗ୍ରହ କରିଛନ୍ତି । ସୋମବାର ଶିପୁନ ଖମାରୀଙ୍କ ନେତୃତ୍ୱରେ ଶତାଧିକ ଚାଷୀ ପ୍ରଥମେ ଏକ ଶୋଭାଯାତ୍ରରେ ଆସି ଓସ୍ତାଲି ଡ୍ୟାମ ନିକଟରେ…
Read More...

ପଦ୍ମପୁର ଉପନିର୍ବାଚନ : ନାମାଙ୍କନ ପତ୍ର ଦାଖଲ କଲେନି ବିଜେପି ପ୍ରାର୍ଥୀ, ଚାଷୀଙ୍କୁ ସମର୍ଥନ ଜଣାଇ ନାମାଙ୍କନ ଭରିଲେନି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନକୁ ନେଇ ଉଠୁଛି ପଡୁଛି ଅଞ୍ଚଳ । ଆଜି ବିଜେପି ଦଳର ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଦଳ ବଳ ସହିତ ଠାଟ ପଟୁଆରରେ ଦୋରା ପେଟ୍ରୋଲ ପମ୍ପ ପଡିଆରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ।…
Read More...

ଚାକିରି ଦେବା ନାଁରେ ଠକେଇ ଅଭିଯୋଗ, ୪ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାକିରି କରାଇ ଦେବା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଟଙ୍କା ନେଇ ଠକେଇ କରିବା ସହ ଧମକଚମକ ଦେବା ଅଭିଯୋଗରେ ବଲାଙ୍ଗିର ଟାଉନ ଥାନା ପୁଲିସ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ପ୍ରମୋଦ ଛତ୍ରିଆ(୩୩),…
Read More...

ତାଲୁକ ଆଇନ ସେବା ପକ୍ଷରୁ ଶିଶୁ ଦିବସ ପାଳିତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ତାଲୁକ ଆଇନ ସେବା ସହାୟତା ସମିତିର ଅଧ୍ୟକ୍ଷତାରେ ସ୍ଥାନୀୟ ରମାଇଁ ହାଇସ୍କୁଲ ଠାରେ ଶିଶୁ ଦିବସ ଅବସରରେ ଏକ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ, ସିଭିଲଜଜ୍ ଅରୁଣ କୁମାର ପଟ୍ଟନାୟକ,…
Read More...