ଡେଲି ମାର୍କେଟ ଠାରେ ବେଆଇନ ଭାବେ ରାସ୍ତାକଡକୁ ମାଡି ଆସିଥିବା ଦୋକାନଗୁଡିକୁ ଭାଙ୍ଗିଲା ମ୍ୟୁନିସିପାଲିଟି

ବଲାଙ୍ଗିର, (କେପିଏନଏସ୍‌) : ସହରର ଡେଲି ମାର୍କେଟ ଠାରେ ବେଆଇନ ଭାବେ ରାସ୍ତାକଡକୁ ଦୋକାନଗୁଡିକୁ ମାଡି ଆସିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଆଜି ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ମ୍ୟୁନିସିପାଲିଟି ତରଫରୁ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରିଣୀ ସାମ୍ମି ଜୟଶ୍ରୀ ରେଡ୍ଡୀ ଓ ପୋଲିସ ପ୍ରଶାସନଙ୍କ ଉପସ୍ଥିତିରେ ଆଜି ଡେଲି ମାର୍କେଟ ଠାରେ ଦୋକାନଗୁଡିକୁ ଜେସିିବି ସାହାଯ୍ୟରେ ଭଙ୍ଗା ଯାଇଥିବା ନେଇ ଦେଖିବାକୁ ମିଳିଛି ।

Leave A Reply

Your email address will not be published.

six + 17 =