କନ୍ଧପାଲିପଡାର ପେପର ବୟ ଚୁମନ ରାଓଙ୍କୁ ଭେଟିଲେ ଜିଲ୍ଲାପାଳ ଚଂଚଳ ରାଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର କନ୍ଧପାଲିପଡାର ପେପର ବୟ ଚୁମନ ରାଓଙ୍କ ବିଷୟରେ ଗତ କିଛି ଦିନ ତଳେ ଖବର କାଗଜରେ ବାହରିଥିଲା । ତେବେ ଏହାକୁ ନେଇ ଆଜି କନ୍ଧପାଲିପଡା ସ୍ଥିତ ପେପର ବୟ ଚୁମନ ରାଓଙ୍କ ଘରକୁ ଯାଇ ଜିଲ୍ଲାପାଳ ଚଂଚଳ ରାଣା ଚୁମନ, ତା’ର ମାଆ ଓ ତା’ର ୭ ବର୍ଷର ଭାଇଙ୍କୁ ଭେଟି ଯାହା କିଛିବି ସରକାରୀ ସହାୟତା ହେବ ଯୋଗଇ ଦିଆଯିବ ବୋଲି କହିଥିବା ବେଳେ ଚୁମନଙ୍କୁ ପରିଶ୍ରମୀ ପିଲା କହି ପ୍ରଶଂସା ମଧ୍ୟ କରିଛନ୍ତି ଜିଲ୍ଲାପାଳ ଶ୍ରୀ ରାଣା ।

Leave A Reply

Your email address will not be published.

five × one =