Daily Archives

ଟିଟିଲାଗଡ଼ ବନ୍ଦ ପାଳନକୁ ସମର୍ଥନ ଜଣାଇଲେ ସୁରେନ୍ଦ୍ର ସିଂ ଭୋଇ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼କୁ ଜିଲ୍ଲା ଏବଂ ସଇଁନ୍ତଲାକୁ ସବ-ଡିଭିଜନ ମାନ୍ୟତା ଦାବୀରେ ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଡ଼ାକରାରେ ଓ ସଇଁନ୍ତଲା ବିକାଶ ପରିଷଦ, ବଣିକ ସଂଘ, ସାମ୍ବାଦିକ ସଂଘର ମିଳିତ ଉଦ୍ୟମରେ ହୋଇଥିବା ବନ୍ଦ ପାଳନକୁ କଂଗ୍ରେସ ଦଳ ତଥା
Read More...

ଟାଉନ ପୋଲିସ ଦ୍ୱାରା ୩ ଜଣ ଲୁଟେରା ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଟାଉନ ପୋଲିସ ଗୋଟିଏ ମାମଲାରେ ୩ ଜଣ ଲୁଟେରାଙ୍କୁ ଗିରଫ କରିଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ରମାଇ ଟକିଜ ରୋଡ ନିକଟସ୍ଥ ଏକ ଦୋକାନ ଠାରେ ରାତ୍ର ଜଗୁଆଳୀ ଭାବେ ଡିଉଟି କରନ୍ତି ହେମନ୍ତ ନାଏକ । ତେବେ ଗତ ରାତ୍ର ପ୍ରାୟ ୧୨ ଘଣ୍ଟା
Read More...

ବ୍ରହ୍ମପୁର କଲେଜମାନଙ୍କରେ ଛାତ୍ରୀଙ୍କ ଉପରେ ରାଗିଂ ବୃଦ୍ଧି ପାଉଛି

ଏହାକୁ ଦମନ କରି ଏହାର ମୂଳ ଉତ୍ପାଟନ ହେବା ଜରୁରୀ ବୋଲି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେପି ପ୍ରତିନିଧି ଦଳଙ୍କ ଦୃଢ଼ ଅଭିଯୋଗ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରରେ ପ୍ରାୟ ସମସ୍ତ କଲେଜମାନଙ୍କରେ ଛାତ୍ରୀଙ୍କ ଉପରେ ରାଗିଂ ବୃଦ୍ଧି ପାଉଛି । ଅନେକ
Read More...

ସ୍ତ୍ରୀର ମାନ୍ୟତା ଦାବୀରେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ଲକ୍ଷ୍ମୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ତ୍ରୀର ମାନ୍ୟତା ଦାବୀରେ ପ୍ରମିଳା ତ୍ରିପାଠୀଙ୍କ ସହ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ଲକ୍ଷ୍ମୀ । ଗଞ୍ଜାମ ଜିଲ୍ଲା ଗୋଲନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଗ୍ରାମ ପଞ୍ଚାୟତର ପଞ୍ଚମା ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ସୂଚନା
Read More...

ଗନ୍ଧମାର୍ଦ୍ଦନ ପାହାଡରେ ପୋଲିସ ମାଓବାଦୀ ମୁହାଁମୁହିଁ : ୨ ମାଓବାଦୀ ନିହତ ନେଇ ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବରଗଡ ସୀମା ଗନ୍ଧମାର୍ଦ୍ଦନ ପାହାଡରେ ଆଜି ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଚାଲିଥିବା ସମୟରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ ପୋଲିସ ମାଓବାଦୀଙ୍କ ଗୁଳିର ପାଲଟା ଜବାବ ଦେଇଥିଲା । ତେବେ ଏଥିରେ ଦୁଇ ଜଣ ମହିଳା ମାଓବାଦୀ ନିହତ
Read More...

ମାଧିଆପାଲିଠାରେ ଗଡ୍ରେଜ୍‌ ଇଣ୍ଟରିଓ କମ୍ପାନିର ଓଡିଶାର ସର୍ବ ବୃହତ୍ତମ ସୋ ରୁମ୍‌ ‘ଏମ୍‌ ଏନ୍‌ ଫର୍ଣ୍ଣିଚର’ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମାଧିଆପାଲି ଠାରେ ଗଡ୍ରେଜ୍‌ ଇଣ୍ଟରିଓ କମ୍ପାନିର ଓଡିଶାର ସର୍ବ ବୃହତ୍ତମ ସୋ' ରୁମ୍‌ ‘ଏମ୍‌ ଏନ୍‌ ଫର୍ଣ୍ଣିଚର’ ଉଦ୍‌ଘାଟିତ ହୋଇଯାଇଛି । ଏହି ସୋ' ରୁମ୍‌ର ଉଦ୍‌ଘାଟନୀ ସମାରୋହରେ ଓଡିଆ ସିନେମା ଜଗତର ଅଭିନେତ୍ରୀ ଅନିଶା ପଟେଲ ଯୋଗଦେଇ ଫିତା
Read More...

ତୁରେକେଲା ରାଜୁ ରିଜର୍ଭ ଫରେଷ୍ଟରୁ ଅର୍ଦ୍ଧ ଦଗ୍ଧ ଅଜଣା ଯୁବତୀଙ୍କ ମୃତଦେହ ଉଦ୍ଧାର : ପହଂଚିଲା ସାଇଣ୍ଟିଫିକ ଟିମ୍‌,…

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଧିନସ୍ଥ ତୁରେକେଲା ଲାଠୋର ପିଡବ୍ଲୁଡି ମୁଖ୍ୟ ସଡକକୁ ସଂଯୋଗ କରୁଥିବା ରାସ୍ତା ନିକଟରେ ଜଣେ ଅର୍ଦ୍ଧ ଦଗ୍ଧ ଯୁବତୀଙ୍କ ମୃତଦେହ ପୋଲିସ ଗୁରୁବାର ଅପରାହ୍ନ ପ୍ରାୟ ୩ଟାରେ ଉଦ୍ଧାର କରିଥିବା ଜଣାପଡିଛି । ଘଟଣାସ୍ଥଳରୁ
Read More...

ବିପୁଳ ପରିମାଣର ବ୍ରାଉନସୁଗର ଜବତ, ଜଣେ ଗିରଫ

ନୀଳଗିରି : ବାଲେଶ୍ଵର ଜିଲ୍ଲା ସନ୍ତାରାଗଡ଼ିଆ ଅଞ୍ଚଳରୁ ୨୪୨ ଗ୍ରାମର ବ୍ରାଉନସୁଗର ଜବତ କରାଯାଇଥିବା ଜଣାପଡିଛି । ବାଲେଶ୍ଵର ଭ୍ରାମ୍ୟମାଣ ଅବକାରୀ ବିଭାଗ ଓ ନୀଳଗିରି ଅବକାରୀ ବିଭାଗ ମିଳିତ ଚଢାଉ କରି ଏହି ବ୍ରାଉନସୁଗର ଜବତ କରିଛି । ଏହା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଜବତ
Read More...

ବସଷ୍ଟାଣ୍ଡରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର

ଜଳେଶ୍ୱର : ଜଳେଶ୍ଵର ବସ୍‌ଷ୍ଟାଣ୍ଡରୁ ଗୁରୁବାର ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ଘଟଣା ସମ୍ପର୍କରେ ମେ ଆଇ ହେଲ୍ପ ୟୁ ସଙ୍ଗଠନ ପାଖରୁ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ପୋଲିସ ମହିଳାଙ୍କ ମୃତ୍ୟୁ ସମ୍ପର୍କରେ ତଦନ୍ତ ଜାରି ରଖିଛି ।
Read More...

୮ ଦଫା ଦାବୀ ନେଇ ସିଡିପିଓଙ୍କ ଅଫିସ ଆଗରେ ଅଙ୍ଗନୱାଡି କର୍ମୀ ଓ ସହାୟିକାଙ୍କ ଧାରଣା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଭାରତୀୟ ମଜଦୁର ସଙ୍ଘ ଦ୍ୱାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନୱାଡି ୱାର୍କର୍ସ ପକ୍ଷରୁ ବିଭିନ୍ନ ଦାବୀ ନେଇ ଭୁବନେଶ୍ଵରରେ ଅନ୍ଦୋଳନ ଚାଲିଛି । ଏହି ପରିପ୍ରେକ୍ଷୀରେ ବଙ୍ଗୋମୁଣ୍ଡା ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ
Read More...