ଟିଟିଲାଗଡ଼ ବନ୍ଦ ପାଳନକୁ ସମର୍ଥନ ଜଣାଇଲେ ସୁରେନ୍ଦ୍ର ସିଂ ଭୋଇ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଟିଟିଲାଗଡ଼କୁ ଜିଲ୍ଲା ଏବଂ ସଇଁନ୍ତଲାକୁ ସବ-ଡିଭିଜନ ମାନ୍ୟତା ଦାବୀରେ ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଡ଼ାକରାରେ ଓ ସଇଁନ୍ତଲା ବିକାଶ ପରିଷଦ, ବଣିକ ସଂଘ, ସାମ୍ବାଦିକ ସଂଘର ମିଳିତ ଉଦ୍ୟମରେ ହୋଇଥିବା ବନ୍ଦ ପାଳନକୁ କଂଗ୍ରେସ ଦଳ ତଥା ସୁରେନ୍ଦ୍ର ସିଂ ଭୋଇ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି ।

Leave A Reply

Your email address will not be published.

13 + 19 =