ମାଧିଆପାଲିଠାରେ ଗଡ୍ରେଜ୍‌ ଇଣ୍ଟରିଓ କମ୍ପାନିର ଓଡିଶାର ସର୍ବ ବୃହତ୍ତମ ସୋ ରୁମ୍‌ ‘ଏମ୍‌ ଏନ୍‌ ଫର୍ଣ୍ଣିଚର’ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମାଧିଆପାଲି ଠାରେ ଗଡ୍ରେଜ୍‌ ଇଣ୍ଟରିଓ କମ୍ପାନିର ଓଡିଶାର ସର୍ବ ବୃହତ୍ତମ ସୋ’ ରୁମ୍‌ ‘ଏମ୍‌ ଏନ୍‌ ଫର୍ଣ୍ଣିଚର’ ଉଦ୍‌ଘାଟିତ ହୋଇଯାଇଛି । ଏହି ସୋ’ ରୁମ୍‌ର ଉଦ୍‌ଘାଟନୀ ସମାରୋହରେ ଓଡିଆ ସିନେମା ଜଗତର ଅଭିନେତ୍ରୀ ଅନିଶା ପଟେଲ ଯୋଗଦେଇ ଫିତା କାଟି ଏହି ସୋ’ ରୁମ୍‌ଟିକୁ ଉଦ୍‌ଘାଟିତ କରିଛନ୍ତି । ତେବେ ଏହି ସୋ’ ରୁମ୍‌ରେ ସୁଲଭ ମୂଲ୍ୟରେ ଗଡ୍ରେଜ୍‌ ଇଣ୍ଟରିଓ କମ୍ପାନିର ସଠିକ୍‌ ଜିନିଷ ପାଇବା ସହ ଗ୍ରାହକ ମାନଙ୍କ ପାଇଁ ସବୁ କିଛି ସୁବିଧା ରହିଛି ବୋଲି ଏହି ସୋ’ ରୁମ୍‌ର ପରିଚାଳକ ରାଜ କୁମାର ପଟେଲ ଓ ରକି ପଟେଲ କହିଛନ୍ତି ।

Leave A Reply

Your email address will not be published.

2 × 3 =