Browsing Tag

bargarh news

ମରଣ ଯନ୍ତା ସାଜିଛି ଯୋଖିପାଲିରୁ ପୁଞ୍ଜିପଥର ରାସ୍ତା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମରୁ ପୁଞ୍ଜିପଥର ପର୍ଯ୍ୟନ୍ତ ମାଟି ରାସ୍ତା ମରଣ ଯନ୍ତା ସାଜିଥିବା ଅଭିଯୋଗ ହୋଇଛି । ଏହାକୁ ଦେଖି ସୁଦ୍ଧା ସ୍ଥାନୀୟ ବ୍ଲକ ପ୍ରଶାସନ ନିଦା ବିଷ୍ଣୁ ସାଜିଛି ଯାହାଦ୍ୱାରା ଲୋକଙ୍କ ମନରେ ସରକାର ପ୍ରତି
Read More...

ଡାକ୍ତର ରାମକୃଷ୍ଣ ପୁରୋହିତଙ୍କ ତରଫରୁ ଆୟୋଜିତ ହୋଇଥିବା ତ୍ରିରଙ୍ଗା ଯାତ୍ରାକୁ ମିଳିଲା ବିପୁଳ ସଫଳତା

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ସହରରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଆଜାଦିର ଅମୃତ ମହୋତ୍ସବ ଉପଲକ୍ଷେ ପୁରୋହିତ ଜେନେରାଲ ହସପିଟାଲ ପକ୍ଷରୁ ଆୟୋଜିତ ହୋଇଥିଲା ତ୍ରିରଙ୍ଗା ଯାତ୍ରା । ଏହି ଯାତ୍ରାରେ ରାଜନୈତିକ ଅଣରାଜନୈତିକ ଦଳର କର୍ମକର୍ତ୍ତା ସରକାରୀ ବେସରକାରୀ
Read More...

ବରଗଡ ଜିଲ୍ଲା କଲେଜ ସଂଘର ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ୬୬୨ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଅଧ୍ୟାପକ ଓ କର୍ମଚାରୀଙ୍କୁ ତୃଟିପୂର୍ଣ୍ଣ ହେଲେ ମଧ୍ୟ ସପ୍ତମ ବେତନ କମିଶନ ଅନୁସାରେ ଦରମା ମିଳିଛି । ୫୭୩୩ରୁ ସପ୍ତମ ବେତନକୁ ପହଞ୍ଚିଥିବା ତିନି ଦଶନ୍ଧିର ଏହି ଯାତ୍ରା ସମ୍ଭବ ହୋଇଛି କେବଳ ୬୬୨ ସଂଘର ଏକତା,
Read More...

ଆଭାସୀ ମାଧ୍ୟମରେ ବୈଠକ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓ ବିଜୁ ମହିଳା ଜନତା ଦଳର ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରୀଆଙ୍କ ନିର୍ଦ୍ଦେଶ କ୍ରମେ ଆମ ବରଗଡ ଜିଲ୍ଲା ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାପତି
Read More...

ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁସ୍ତକ ପଠନ ଏକ ନିଶାରେ ପରିଣତ ହେଉ ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : 'ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର'ର ଆଉ ଏକ ଅଧ୍ୟାୟ କାର୍ଯ୍ୟକ୍ରମର ୯୪ ତମ ସଂସ୍କରଣ ଜିଲ୍ଲାର ସଦର ମହକୁମାଠାରୁ ୧୬ କିଲୋମିଟର ଦୂର ଏସ୍. ଡୁମ୍ବେରପାଲି ସ୍ଥିତ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ପରିସର
Read More...

ବିକାଶ ନର୍ସିଂ କଲେଜରେ ବିଶ୍ଵ ସ୍ତନ୍ୟପାନ ସପ୍ତାହ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବିକାଶ ଶିକ୍ଷାନୁଷ୍ଠାନ ପରିସରରେ ବିକାଶ ନର୍ସିଂ କଲେଜ ପକ୍ଷରୁ ଆଜି ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିକାଶ ଶିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡି ମୁରଲି କ୍ରିଷ୍ଣା ଯୋଗଦେଇ ଉଦ୍‌ଘାଟନ
Read More...

ଚିରନ୍ତନ ଧାନ ଉତ୍ପାଦନ ଯୋଜନା ସମ୍ପର୍କିତ ସହଭାଗୀ ପରାମର୍ଶ କର୍ମଶାଳା

ବରଗଡ, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ପରିସ୍ଥିତିରେ ଧାନ ଚାଷରେ ଅନାବଶ୍ୟକ ସତ୍ତ୍ୱେ ଅଧିକ ପରିମାଣରେ ପାଣିର ବ୍ୟବହାର ଯୋଗୁଁ ବ୍ୟାପକ ପରିମାଣରେ ମିଥେନ୍ ଗ୍ୟାସ ଚାଷ ଜମିରୁ ବାୟୁ ମଣ୍ଡଳକୁ ନିର୍ଗତ ହୋଇ ବିଶ୍ଵ ତାପମାତ୍ରା ବୃଦ୍ଧି ଘଟାଉଛି । ଏହି ପରିପ୍ରେକ୍ଷୀରେ ମିଥେନ ଗ୍ୟାସ
Read More...

ଜିଲ୍ଲା କଂଗ୍ରେସ ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅଖିଳ ଭାରତୀୟ କଂଗ୍ରେସ କମିଟିର ଆହ୍ୱାନ କ୍ରମେ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦେଶରେ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ନିହାର
Read More...

ଶାନ୍ତି ତପୋବନ ଆଶ୍ରମଠାରେ ମାଟିଲଗ୍ନାର ଦ୍ୱିତୀୟ ଜନ୍ମ ବାର୍ଷିକୀ ଉତ୍ସ

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଶାନ୍ତି ତପୋବନ ଆଶ୍ରମ ପରିସରରେ ମାଟିଲଗ୍ନା ସାହିତ୍ୟ ସଂସଦ ତରଫରୁ ଦ୍ୱିତୀୟ ଜନ୍ମ ବାର୍ଷିକୀ ଉତ୍ସବ ଅତି ଆଡ଼ମ୍ବର ସହକାରେ ପାଳିତ ହୋଇଥିଲା । ଏହି ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟକ କବି କବୟିତ୍ରୀ ଯୋଗ ଦେଇଥିଲେ ।
Read More...

ଦୁଇ ଦିନରେ ଦୁଇଗୋଟି ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅଗ୍ରଣୀ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ଦ୍ୱାରା ଗତ ଦୁଇ ଦିନରେ ଦୁଇଗୋଟି ଅଚିହ୍ନା ଏବଂ ଅସହାୟ ଶବ ସତ୍କାର କରାଯାଇଛି । ପ୍ରଥମତଃ ବରଗଡ଼ ଜିଲ୍ଲା ଭେଡେନ ଅଞ୍ଚଳରେ ରହିଥିବା ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଚିକିତ୍ସିତ ଅବସ୍ଥାରେ
Read More...