ରକ୍ତ ପୃଥକିକରଣ ମେସିନ କାର୍ଯ୍ୟକ୍ଷମ କରିବା ଦାବୀରେ ଧାରଣା
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ସ୍ୱେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ପକ୍ଷରୁ ବରଗଡ଼ ରକ୍ତ ଭଣ୍ଡାରରେ ଥିବା ରକ୍ତ ପୃଥକିକରଣ ୟୁନିଟକୁ କାର୍ଯ୍ୟକ୍ଷମ କରିବା ଦାବୀରେ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବରଗଡ଼ ସହର!-->…
Read More...
Read More...