କ୍ୟାନ୍ସର୍ ପୀଡିତା ସୁନିତା ସୁନାଙ୍କ ପରିବାର ଲୋକଙ୍କୁ ରାସନ ସାମଗ୍ରୀ ପ୍ରଦାନ
ବରଗଡ, (ନିରୋଜ କୁମାର ପାଣୀ) : ଲାୟନ୍ସ କ୍ଳବ ଥୁଆପଲିର ସଦସ୍ୟ ଆଜି ବରଗଡ଼ ୧୫ନମ୍ବର ୱାର୍ଡରେ ବସବାସ କରୁଥିବା କ୍ୟାନ୍ସର ପୀଡିତା ସୁନିତା ସୁନାଙ୍କ ପରିବାର ଲୋକଙ୍କୁ ଏକ ମାସର ରାସନ ସାମଗ୍ରୀ ପ୍ରଦାନ କରିଥିବା ସୂଚନା ମିଳିଛି । 'କୋଶଳ ପ୍ରବାହ' ସହ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରସାରିତ!-->…
Read More...
Read More...