ସମ୍ବଲପୁରୀ ଗୀତ ‘ପାଗଲ୍ ପ୍ରେମୀ’ ରେକର୍ଡିଂ ହେଲା
ବରଗଡ, (ସତ୍ୟନାରାୟଣ ପ୍ରଧାନ) : ପ୍ରେମ ପାଇଁ ଅନେକ ସଂଘର୍ଷ କରି ଜଣେ ଝିଅ କିମ୍ବା ଜଣେ ପୁଅର ମନକୁ କିଣିବାକୁ ହୋଇଥାଏ । କେତେବେଳେ ରାଗ ରୁଷା ତ ଆଉ କେତେବେଳେ ମାନ ଅଭିମାନ।ତେବେ ପ୍ରେମରୁ ପ୍ରତାରଣା ପାଇବା ପରେ କିଭଳି ତା ପଛରେ ପାଗଳ ଭଳି ଯୁବକ ଜଣକ ରାସ୍ତା କଡରେ ବୁଲିଥାଏ । ତାହାକୁ!-->…
Read More...
Read More...