Browsing Tag

balangir news

ବଲାଙ୍ଗିର ଜିଲ୍ଲାର ନୂତନ ଜିଲ୍ଲାପାଳ ଯୁବ ଆଇଏଏସ୍‌ ଗୌରଭ ଶିବାଜୀ ଇସଲୱାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଯୋଗ ଦେବେ କୋରାପୁଟ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକ ଥିବା ଯୁବ ଆଇଏଏସ୍‌ ଗୌରଭ ଶିବାଜୀ ଇସଲୱାର । ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା, ଆଇଏଏସ୍‌ଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି ହୋଇଥିବା ବେଳେ ଏବେ
Read More...

ସ୍ଵାତୀ ପକ୍ଷରୁ ମହିଳାମାନଙ୍କ ପାଇଁ ଆଇନଗତ ସଚେତନତା କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପଞ୍ଚାୟତ ପ୍ରଶିକ୍ଷଣ ଗୃହଠାରେ ସ୍ଵ।ତୀ ଅନୁଷ୍ଠାନ ପକ୍ଷରୁ ଓ ୟୁଏସ୍ କନସୁଲେଟ ଜେନେରାଲ ହାଇଦ୍ରାବାଦ ସହାୟତାରେ ମହିଳାମାନଙ୍କ ପାଇଁ ଆଇନଗତ ସଚେତନତା ଉପରେ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନ ସଭାରେ ଅତିରିକ୍ତ
Read More...

୭ତମ ପାଙ୍କେଲ ବାହାଲ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅଧିନସ୍ଥ ପାଙ୍କେଲ ବାହାଲ ଜୟ ଭବାନୀ ସଂସ୍କୃତି କଳା ପରିଷଦ ତରଫରୁ ଆୟୋଜିତ ସପ୍ତମ ଧନୁଯାତ୍ରା ମହୋତ୍ସବ ମହାସମାରୋହରେ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନୀ ସମାରୋହରେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ
Read More...

ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ “ମୋର କୀର୍ତ୍ତି ଅନ୍ୱେଷଣ” : ପୋଷ୍ଟର ପେଣ୍ଟିଙ୍ଗ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇଣ୍ଟାକ ବଲାଙ୍ଗିର ଶାଖା ତରଫରୁ ତାରିଖ ୨୧ ଜାନୁଆରୀ ଦିନ ସ୍ଥାନୀୟ ପି.ପି. ଏକାଡେମୀଠାରେ ବିଦ୍ୟାଳୟ ସ୍ଥରୀୟ "ମୋର କୀର୍ତ୍ତି ଅନ୍ୱେଷଣ" ପୋଷ୍ଟର ପେଣ୍ଟିଙ୍ଗ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ପ୍ରତଯୋଗିତାରେ ବାଲାଙ୍ଗିରର ୭ଟି ବିଦ୍ୟାଳୟର ୩୫ ଜଣ
Read More...

ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଗୀତ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ରାମଜୀ ମନ୍ଦିରଠାରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଚନ୍ଦ୍ରଙ୍କର ଗୀତ ଉନ୍ମୋଚିତ ହୋଇଯାଇଛି । ପ୍ରଭୁ ଶ୍ରୀରାମ ଚନ୍ଦ୍ର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଏହିପରି ସମୟରେ ପ୍ରଭୁ
Read More...

ବଲାଙ୍ଗିର ପୌରାଞ୍ଚଳ ଯାଦବ ମହାସଭାର ନୂତନ କର୍ମକର୍ତ୍ତା ନିର୍ବାଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭାବନଠାରେ ସମସ୍ତ ପଡ଼ାସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ସତ୍ୟନାରାୟଣ ବାଗଙ୍କ ସଭାପତିତ୍ୱରେ ନୂତନ ଭାବେ ବଲାଙ୍ଗିର ପୌରାଞ୍ଚଳ ଯାଦବ ମହାସଭାର ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଯାଇଛି । ସଭାପତି ଭାବରେ ସନ୍ଦୀପ ବାଗ, ଉପ-ସଭାପତି ସରୋଜ
Read More...

ସେମ୍‌ର୍ଫୋଡ ଫ୍ୟୁଚ୍‌ରିଷ୍ଟିକ୍ ବିଦ୍ୟାଳୟରେ ବାର୍ଷିକତ୍ସୋବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଖର୍ଲିକାନି ସ୍ଥିତ ସେମ୍‌ର୍ଫୋଡ ଫ୍ୟୁଚ୍‌ରିଷ୍ଟିକ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସଭାପତି ସଞ୍ଜୀବ କୁମାର ରଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜନେତା
Read More...

ବହୁ ଚର୍ଚ୍ଚିତ ଅବନି ସ୍ୱାଇଁ ହତ୍ୟା ମାମଲା : ଅଭିଯୁକ୍ତ ୫ ଆରୋପି ନିର୍ଦ୍ଦୋଷରେ ଖଲାସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାନ୍ୟବର ପ୍ରଥମ ଅତିରିକ୍ତ ଜିଲ୍ଲାଜଜ୍ ଗତ କାଲି ୨୦/୦୧/୨୦୨୪ ଶନିବାର ଦିନ ଅବନି ସ୍ୱାଇଁ ହତ୍ୟା ମାମଲାର ଫଇସଲା ଶୁଣାଇଛନ୍ତି । ଅଭିଯୁକ୍ତ ସରିତ କୁମାର ସାହୁ (୪୨), ପିଙ୍କୁ କୁମାର ନାଏକ (୩୭), ସୂର୍ଯ୍ୟ ନାଏକ (୩୨), ସୁରେଶ ପାଣ୍ଡେ (୩୩) ଓ ସ୍ୱର୍ଗତ
Read More...

ଓଏସ୍‌ଆର୍‌ୟୁ ବଲାଙ୍ଗିର ଜିଲ୍ଲାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଏସ୍‌ଆର୍‌ୟୁ ବଲାଙ୍ଗିର ଜିଲ୍ଲାର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ପତିତ ପାବନ ଏକାଡେମୀରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ସମ୍ମିଳନୀରେ ସଂଗଠନର ବାର୍ଷିକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା ଏବଂ ବାର୍ଷିକ ଆୟବ୍ୟୟର ହିସାବ ଉପସ୍ଥାପନା କରାଯାଇ ଗୃହୀତ
Read More...

ସତସଙ୍ଗ ବିହାରରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଶାସ୍ତ୍ରୀନଗର ଦ୍ୱାରା ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଶାସ୍ତ୍ରୀ ନଗର ପକ୍ଷରୁ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିରର ଆୟୋଜନ ହୋଇଯାଇଛି । ଯେଉଁଥିରେ ବିଭିନ୍ନ ବର୍ଗର ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଯଥା ଉଚ୍ଚରକ୍ତ ଚାପ, ମଧୁମେହ, ସାଧାରଣ ଜ୍ୱର, କାଶ,
Read More...