Browsing Tag

balangir news

ନଳିନୀକୁ ନ୍ୟାୟ ଦାବିରେ ଏସ୍‌ପି ଅଫିସ ସମ୍ମୁଖରେ ଏଆଇଡିଏସ୍‌ଓ -ଏଆଇଡିୱାଇଓ-ଏଆଇଏମ୍‌ଏସ୍‌ଏସ୍‌ ପକ୍ଷରୁ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ତୁଷ୍ଟାପାଲି ଗ୍ରାମର ନଳିନୀ ଛାତ୍ରିଆଙ୍କ ବଳତ୍କାର ଓ ହତ୍ୟା ଘଟଣାରେ ସଂପୃକ୍ତ ଅପରାଧୀମାନଙ୍କୁ ଗିରଫ କରିବାରେ ପୋଲିସର ଅବହେଳା ପ୍ରତିବାଦରେ ଆଜି ଏଆଇଡିଏସ୍‌ଓ -ଏଆଇଡିୱାଇଓ-ଏଆଇଏମ୍‌ଏସ୍‌ଏସ୍‌ ଜିଲ୍ଲା ଶାଖା ପକ୍ଷରୁ ଏସ୍‌ପି ଅଫିସ
Read More...

ପିଏମ୍‌ ବିଶ୍ଵକର୍ମା ଯୋଜନା ଉପରେ ବଲାଙ୍ଗିରଠାରେ ଆଲୋଚନାଚକ୍ର ଓ ସଚେତନତା କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥିତ ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷଠାରେ ଏମ୍‌ଏସ୍‌ଏମ୍‌ଇ ରାଉଲକେଲାର ସହାୟତା ଓ ଜିଲ୍ଲା ଶିଳ୍ପ କେନ୍ଦ୍ରର ଆୟୋଜନରେ ପିଏମ୍‌ ବିଶ୍ୱକର୍ମା ଯୋଜନା ଉପରେ ଆଲୋଚନାଚକ୍ର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା
Read More...

ସୁକତେଲ ପ୍ରକଳ୍ପ ବିସ୍ତାପିତଙ୍କ ସମସ୍ୟାକୁ ନେଇ ନରସିଂହଙ୍କ ଆଲୋଚନା

ବିସ୍ଥାପିତଙ୍କ କ୍ଷତିପୁରଣ ଦେବାରେ ତତ୍ପରତା ପ୍ରକାଶ କରନ୍ତୁ ପ୍ରଶାସନ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ ହୋଇସାରିଛି । ଏବେ ବି ଅନେକ ବିସ୍ଥାପିତଙ୍କୁ ତାଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦିଆଯାଇଥିଲେ ହେଁ ତାହା ଆଜି
Read More...

୮୪ ଘର ଅଘରିଆ ସମାଜର ଯୁବ ସମାବେଶରେ ମେଗା ରକ୍ତଦାନ ଶିବିର : ୪୧୧ ୟୁନିଟ ରକ୍ତ ସଂଗୃହୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଖିଳ ଭାରତୀୟ ୮୪ ଘର ଅଘରିଆ ସମାଜ ଆଞ୍ଚଳିକ କମିଟି ବଲାଙ୍ଗିର ଆନୁକୁଲ୍ୟରେ ମାଧିଆପାଲି ସ୍ତିତ ଗାର୍ଡେନଇନ୍ ହୋଟେଲଠାରେ ପ୍ରଥମ ଯୁବ ସମାବେଶ ଓ ରକ୍ତଦାନ ଶିବିରର ଆୟୋଜନ ହୋଇଥିଲା । କେନ୍ଦ୍ର ସଭାପତି ଶୁଭ୍ରାଂଶୁ ପଟେଲଙ୍କ ବଳିଷ୍ଠ ଉଦ୍ୟମ କ୍ରମେ ଯୁବାମଂଚ
Read More...

ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅତୁଲ୍ୟ ଦାସଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟିକ୍ରାପଡା ନିବାସୀ ତଥା ସ୍ଵର୍ଗତ ସାମ୍ବାଦିକ ହୃଦାନନ୍ଦ ନନ୍ଦଙ୍କ ଧର୍ମପତ୍ନୀ ଶ୍ରୀମତୀ ଅତୁଲ୍ୟ ଦାସଙ୍କର ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବହୁଦିନ ଧରି କିଡ଼ନୀ ରୋଗରେ ସେ ଅସୁସ୍ଥ ଥିଲେ । ସେ ଦୀର୍ଘ ଦିନ ଧରି ଟିକ୍ରାପଡା ଉଚ୍ଚ ପ୍ରାଥମିକ
Read More...

କବି ଦିଲ୍ଲୀପ କୁମାର ମିଶ୍ର ପାଇଲେ ଅଙ୍ଗରା ସମ୍ମାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରୁମ୍‌କୁଝୁମାନା ଏବଂ ଅଙ୍ଗରା ସାହିତ୍ୟ ଅନୁଷ୍ଠାନର ମିଳିତ ଉଦ୍ୟମରେ ସେଲେଡି ଗାଁଠାରେ ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉପଲକ୍ଷେ ଏକ ସାହିତ୍ୟ ସମ୍ବିଳନୀ ଆୟୋଜିତ ହୋଇଯାଇଛି । ସୋନପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ମଞ୍ଚରେ ମଞ୍ଚାସିନ
Read More...

ଡିଗ୍ରୀ କଲେଜ ସାହାଜବାହାଲର ନୂଆ-ଓ ସାହିତ୍ୟର ଉଦ୍‌ଯାପନୀ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଡିଗ୍ରୀ କଲେଜ ସାହାଜବାହାଲର ଉଦ୍‌ଯାପନୀ ଉତ୍ସବ କଲେଜର ପରିଚାଳନା କମିଟିର ସଭାପତି ରାମ ଶରଣ ହୋତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମହାପ୍ରଭୁ ଜଗନ୍ନାଥ, ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବିପ୍ଲବୀ ବୀର ସୁରେନ୍ଦ୍ର ସାଏଙ୍କ ପୂଣ୍ୟ
Read More...

ପୁଷ୍‌ପୁନିକୁ ରାଜ୍ୟସ୍ତରୀୟ ଛୁଟି ଘୋଷଣା କରାଯାଉ : ପ୍ରମୋଦ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ଜାନୁଆରୀ ୨୫ ତାରିଖରେ ସାରା କୋଶଲାଞ୍ଚଳରେ ପୁଷ୍‌ପୁନି ତିହାର ପାଳିତ ହେବ । ପୁଷକପୁନି ପର୍ବଟି କୋଶଲାଞ୍ଚଳର ଅନ୍ୟତମ କୃଷିଭିତ୍ତିକ ଗଣପର୍ବ ଅଟେ । ତେଣୁ କୋଶଲାଞ୍ଚଳର ଦୁଇ କୋଟି ଅଧିବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏଇ ଦିନଟିକୁ
Read More...

ବଲାଙ୍ଗିର ଦୁର୍ଗାମଣ୍ଡପ ନିକଟରେ ଉଦ୍‌ଘାଟିତ ହେଲା ମିଶନ ଶକ୍ତି କାଫେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ସଦର ମାହକୁମା ସ୍ଥିତ ଦୁର୍ଗାମଣ୍ଡପ ନିକଟରେ ଉଦ୍‌ଘାଟିତ ହେଲା ମିଶନ ଶକ୍ତି କାଫେ । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର , ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀ ଏହାର ଉଦ୍‌ଘାଟନ କରିଥିଲେ । ଏହି କାଫେରେ ମାଣ୍ଡିଆ
Read More...

ରାମମୟ ହେଲା ବଲାଙ୍ଗିର ଶାନ୍ତିପଡ଼ା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାମମୟ ହେଲା ବଲାଙ୍ଗିର ଶାନ୍ତିପଡ଼ା । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ବଲାଙ୍ଗିର ଶାନ୍ତିପଡା ଟାଇଗର ୟୁଥ୍‌ କ୍ଲବ ପକ୍ଷରୁ ସୁନ୍ଦରାକାଣ୍ଡ ଆୟୋଜିତ । ଏହି ଅବସରରେ ଅଞ୍ଚରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏଥିରେ ଅଞ୍ଚଳ ତଥା ଆଖପାଖ
Read More...