jsm

ସମାଜସେବୀ ବଢାଇଲେ ସହଯୋଗର ହାତ : ଚିକିତ୍ସିତ ହୋଇ ଘରକୁ ଫେରିଲେ ଲଳିତା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍ ବଙ୍ଗୋମୁଣ୍ଡାବାହାଲ୍ ଗାଁର ଅକୁର ସୁନାଙ୍କ ଝିଅ ଲଳିତା ସୁନା(୨୦)କୁ ପ୍ରକାଶ ବେହେରା ମରଣାତ୍ମକ ଆକ୍ରମଣ କରିଥିଲା । ପୀଡିତାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୀମଭୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଖବର ପାଇ ସମାଜସେବୀ ଅଜୟ ନାଗ ତାଙ୍କ ଅବସ୍ଥା ବୁଝିଥିଲେ । ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥୀର ହେବାରୁ ତାଙ୍କୁ ଘରକୁ ଯିବା ଲଗି ଭୀମଭୋଇ ହସ୍ପିଟାଲର ଡ. ମହେନ୍ଦ୍ର କୁମାର ନାଏକଙ୍କ ସହ କଥାବାର୍ତ୍ତା କରି ସମାଜ ସେବୀ ପ୍ରଭାତ ମହାନନ୍ଦ ଏବଂ ଶିବ ପ୍ରସାଦ ନାଗ, ବିରେନ୍ଦ୍ର ସୁନାଙ୍କ ସହଯୋଗରେ ପୀଡ଼ିତାଙ୍କ ଯିବା ପାଇଁ ଆମ୍ବୁଲାନ୍ସ କରି ତାଙ୍କ ଗାଁକୁ ପଠାଇଥିଲେ ।

yuvodaya
Leave A Reply

Your email address will not be published.