pakka

ପାଟଣାଗଡ ଅତିରିକ୍ତ ଜିଲ୍ଲାପାଳ କ୍ଷୀରୋଦ୍ର ଚନ୍ଦ୍ର ସାହୁଙ୍କ ମରୁଆଁ ପଞ୍ଚାୟତ ପରିଦର୍ଶନ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଅତିରିକ୍ତ ଜିଲ୍ଲାପାଳ କ୍ଷୀରୋଦ୍ର ଚନ୍ଦ୍ର ସାହୁ ଆଜି ମରୁଆଁ ପଞ୍ଚାୟତ ପରିଦର୍ଶନ କରିଛନ୍ତି । ଗ୍ରାମାଞ୍ଚଳରେ ବିଭିନ୍ନ ସରକାରୀ ଯୋଜନା ଠିକ୍ ରୂପେ କାର୍ଯ୍ୟକାରୀ ହୋଇ ଲୋକେ ଉପକୃତ ହୋଇପାରଛନ୍ତି ତାହା ଲୋକଙ୍କୁ ପଚାରି ବୁଝିଥିଲେ । ଏଥିସହ ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ଠିକ୍‌ ଭାବରେ ପାଠ ପଢା ସହ ପିଲାଙ୍କ ସହ ଗର୍ଭବତୀ, ଶିଶୁମାନଙ୍କର ପୁଷ୍ଟିକର ଖାଦ୍ୟ ଓ ପଞ୍ଚାୟତ ଯୋଗାଣ କେନ୍ଦ୍ରରେ ହିତାଧିକାରୀଙ୍କୁ ଠିକ୍‌ ଭାବରେ ଚାଉଳ ଆଦି ଜିନିଷ ଠିକ୍‌ ଭାବରେ ଦିଆଯାଉଛି କି ନାହିଁ ମରୁଆଁ ସରପଞ୍ଚ ବବିତା ପରୁଆଙ୍କ ସହ ପଞ୍ଚାୟତର ବିଭିନ୍ନ ସମସ୍ୟା ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଏଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

sixteen + nineteen =

error: Content is protected !!