pakka

ବୋରୱେଲରେ ଫସିଲେ ବୃଦ୍ଧା, ଜାରି ରହିଛି ଉଦ୍ଧାର କାର୍ଯ୍ୟ

bbehera

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର କଇଁଫୁଲ ଗାଁରେ ୨୦ ଫୁଟ୍‌ ବୋରୱେଲରେ ଫସିଲେ ବୃଦ୍ଧା । ବୃଦ୍ଧା ଜଣଙ୍କ ହେଉଛନ୍ତି ୬୦ ବର୍ଷିୟା ଦୁଃଖୀ ନେଗୀ । ଗତକାଲି ରାତିରେ ଝିଅ ଘରକୁ ଆସିଥିବା ବେଳେ ବୋରୱେଲରେ ପଡିଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନୀଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

jay balangir
Leave A Reply

Your email address will not be published.

18 − fourteen =