ପଟାଭାଡି ରାମଜୀ ମନ୍ଦିରରେ ତିନିଦିନିଆ ଅଷ୍ଟପ୍ରହରୀ ନାମଯଜ୍ଞ ଉଦଯାପିତ : ହରିନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଲା…
ସୋନପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ସହର ସ୍ଥିତ ପଟାଭାଡି ରାମଜୀ ମନ୍ଦିର ପ୍ରାଙ୍ଗଣରେ ଗତ ତିନିଦିନ ଧରି ଅତ୍ୟନ୍ତ ଭକ୍ତିପୂତ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇ ଆସୁଥିବା ଅଷ୍ଟପ୍ରହରୀ ନାମଯଜ୍ଞ ଆଜି ମହାସମାରୋହରେ ଉଦଯାପିତ ହୋଇଯାଇଛି । ଅହୋରାତ୍ର ହରେକୃଷ୍ଣ ହରେରାମ!-->…
Read More...
Read More...