Browsing Tag

sonepur news

ସନ୍ଥକବିଙ୍କ ସମାଧିପୀଠର ଉନ୍ନୟନ ପାଇଁ ୫୦ଲକ୍ଷ ଟଙ୍କା ମଞ୍ଜୁର

ଡିପିଆର ପ୍ରସ୍ତୁତି ପାଇଁ ପହଞ୍ଚିଲେ ଓଟିଡିସିର ଟେକ୍ନିକାଲ ଟିମ୍‌ ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ଖଲିଆପାଲି ସ୍ଥିତ ସନ୍ଥକବି ଭୀମଭୋଇଙ୍କ ସାଧନା, ସିଦ୍ଧି ଓ ସମାଧିପୀଠର ଉନ୍ନୟନ ପାଇଁ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ୫୦ଲକ୍ଷ ଟଙ୍କାର ଅନୁଦାନ ଦେଇଛନ୍ତି ।
Read More...

ସହର ସ୍ଥିତିର ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ

-ସହରର ଡ୍ରେନେଜ୍‌ ବ୍ୟବସ୍ଥାକୁ ଅତିଶୀଘ୍ର ବ୍ୟବସ୍ଥିତ କରିବାକୁ ନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଗାମୀ ବର୍ଷାକୁ ଦୃଷ୍ଟିରେ ରଖି ଆଜି ସକାଳେ ଜିଲ୍ଲାପାଳ ସୁବର୍ଣ୍ଣପୁର ବିମଳେନ୍ଦୁ ରାୟ ସୋନପୁର ସହରର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସହରର
Read More...

କାର୍ ସହ ୪୦ କେଜି ଗଞ୍ଜେଇ ଜବତ, ୧ ଗିରଫ

ସୋନପୁର : ସୋନପୁର ଅବକାରୀ ବିଭାଗ ଦ୍ଵାରା ଆଜି ସ୍ଥାନୀୟ ପଟାଭାଡ଼ି ଛକରେ ଚଢ଼ାଉ କରାଯାଇଥିଲା । ଚଢ଼ାଉ କାଳରେ କାର୍ ସହ ୪୦ କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି । ଏ ଘଟଣାରେ ବାହାର ରାଜ୍ୟର ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏହି ଦୁଇ ଜଣ ବିହାର ଅଞ୍ଚଳର ରାଜ୍ ଯାଦବ ଓ
Read More...

ସୁବର୍ଣ୍ଣପୁରରେ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ସ୍ଥିତ ଗାନ୍ଧୀ ଷ୍ଟାଡିୟମ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଓଡ଼ିଆ ଭାଷା ସାହିତ୍ୟ ଓ
Read More...

ଗାଈକୁ କାଞ୍ଜିଆହୁଦାକୁ ନିଆଯିବା ପରେ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଗାଈ ପାଇଁ ଶୋଇ ପଡ଼ିଲେ ବୃଦ୍ଧା

ସୋନପୁର, (ପ୍ରଭୁଦତ୍ତ ରଥ) : ଗାଈକୁ କାଞ୍ଜିଆହୁଦାକୁ ନିଆଯିବାରୁ ଫେରାଇ ଆଣିବାକୁ ଆଜି ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଗୁହାରୀ କରିଛନ୍ତି ଜଣେ ବୃଦ୍ଧା । ଶେଷରେ ଜିଲ୍ଲାପାଳ ବୃଦ୍ଧାଙ୍କୁ ତାଙ୍କ ପ୍ରିୟ ଗାଈ ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନା ଅନୁଯାୟୀ ୨୦ ବର୍ଷ ହେଲା
Read More...

ବିଶ୍ୱଭାରତୀ ଶିକ୍ଷା ନିକେତନରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ

ସୋନପୁର, (ପ୍ରଭୁଦତ୍ତ ରଥ) : ସୋନପୁର ସଦର ବିଶ୍ୱଭାରତୀ ଚିନ୍ତନ ଶିକ୍ଷା ନିକେତନରେ ଜୁନିଅର ରେଡକ୍ରସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ସାହୁ ରେଡକ୍ରସ ପତାକା ଉାତୋଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର
Read More...

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକ ସଂଘର ମିଳିତ ଆୟୋଜନରେ ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ସଂପାଦକ ବ୍ୟୋମକେଶ ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ
Read More...

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସୁବର୍ଣ୍ଣପୁର ଏସପି ଅଫିସ ଘେରାଉ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବହୁ ଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟାରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ତୁରନ୍ତ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବୀରେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଶହ ଶହ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଆଜି ସୁବର୍ଣ୍ଣପୁର
Read More...

ଚାଲିଗଲେ ଅଭିଜିତ

ସୋନପୁର, (ପ୍ରଭୁଦତ୍ତ ରଥ) : ଚାଲିଗଲେ ଅଭିଜିତ ପୂଜାରୀ । ଗତକାଲି ରାତି ୯ ଟା ବେଳେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୨ ବର୍ଷ ବୟସ ହେଉଥିଲା । ସେ ସୋନପୁର ଜିଲ୍ଲା ଅନ୍ତର୍ଗତ ବିନିକାର ନିବାସୀ । ସେ ଦିଲ୍ଲୀରେ ପ୍ରସ୍ତୁତି କରୁଥିଲେ । ତାଙ୍କର ବିୟୋଗରେ
Read More...

ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ରେଡ୍‌କ୍ରସ କର୍ମୀଙ୍କ ସେବା

ସୋନପୁର, (କେପିଏନ୍‌ଏସ୍‌) : ଆଜି ପ୍ରାୟ ଅପରାହ୍ନ ୩ଟା ସମୟରେ ଜାତୀୟ ରାଜପଥ-୫୭ ଖମ୍ବେଶ୍ୱରୀପାଲି ଗାଁ ମୁଣ୍ଡରେ ଏକ ଅଜଣା ବାଇକ ଧକ୍କାରେ ନରସିଂହଗଡର ସନ୍ତୋଷ କୁମ୍ଭାର ଆହତ ହୋଇ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିଲେ । ସେହି ସମୟରେ ରେଡକ୍ରସ କାର୍ୟ୍ୟରୁ ସେହି ରାସ୍ତା ଦେଇ ଫେରୁଥିବା
Read More...