Browsing Tag

sonepur news

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସୁବର୍ଣ୍ଣପୁର ଏସପି ଅଫିସ ଘେରାଉ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବହୁ ଚର୍ଚ୍ଚିତ ମମିତା ମେହେରଙ୍କ ହତ୍ୟାରେ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ତୁରନ୍ତ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବୀରେ ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଶହ ଶହ କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ଆଜି ସୁବର୍ଣ୍ଣପୁର…
Read More...

ଚାଲିଗଲେ ଅଭିଜିତ

ସୋନପୁର, (ପ୍ରଭୁଦତ୍ତ ରଥ) : ଚାଲିଗଲେ ଅଭିଜିତ ପୂଜାରୀ । ଗତକାଲି ରାତି ୯ ଟା ବେଳେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୨ ବର୍ଷ ବୟସ ହେଉଥିଲା । ସେ ସୋନପୁର ଜିଲ୍ଲା ଅନ୍ତର୍ଗତ ବିନିକାର ନିବାସୀ । ସେ ଦିଲ୍ଲୀରେ ପ୍ରସ୍ତୁତି କରୁଥିଲେ । ତାଙ୍କର ବିୟୋଗରେ…
Read More...

ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ରେଡ୍‌କ୍ରସ କର୍ମୀଙ୍କ ସେବା

ସୋନପୁର, (କେପିଏନ୍‌ଏସ୍‌) : ଆଜି ପ୍ରାୟ ଅପରାହ୍ନ ୩ଟା ସମୟରେ ଜାତୀୟ ରାଜପଥ-୫୭ ଖମ୍ବେଶ୍ୱରୀପାଲି ଗାଁ ମୁଣ୍ଡରେ ଏକ ଅଜଣା ବାଇକ ଧକ୍କାରେ ନରସିଂହଗଡର ସନ୍ତୋଷ କୁମ୍ଭାର ଆହତ ହୋଇ ଗୁରୁତର ଅବସ୍ଥାରେ ରାସ୍ତାରେ ପଡିଥିଲେ । ସେହି ସମୟରେ ରେଡକ୍ରସ କାର୍ୟ୍ୟରୁ ସେହି ରାସ୍ତା ଦେଇ ଫେରୁଥିବା…
Read More...

ସୋନପୁର ଜିଲ୍ଲାରେ ଭାରତ ବନ୍ଦ ପ୍ରଭାବ

ସୋନପୁର, (ପ୍ରଭୁଦତ୍ତ ରଥ) : କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବୀରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଭାରତ ବନ୍ଦ ପ୍ରଭାବ ସୋନପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଜିଲ୍ଲାର ବିଭିନ୍ନ କୃଷକ ସଂଗଠନ, ଟ୍ରେଡ୍ ୟୁନିଅନ ଓ କଂଗ୍ରେସ ଦଳ ପକ୍ଷରୁ ସହରରେ ସମସ୍ତ ଦୋକାନ…
Read More...

ବାରହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶିକାରୀ ମୃତ

ସୋନପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ଜଙ୍ଗଲରେ ବାରହା ଶିକାର ପାଇଁ ବିଛାଯାଇଥିଲା ବିଦ୍ୟୁତ ତାର । କିନ୍ତୁ ନିଜେ ଶିକାର ହୋଇଗଲେ ଶିକାରୀ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶିକାରୀଙ୍କ ଜୀବନ ଯାଇଛି । ମୃତକ ଜଣକ ହେଲେ ବୀରମହାରାଜପୁର…
Read More...

‘କୋଶଳ ପ୍ରବାହ’ର ପ୍ରଭାବ : ବିଳାସିନୀ ଏବଂ ଯଶୋବନ୍ତଙ୍କ ଟ୍ୱିଟ୍‌ ପରେ ଉଦ୍ଧାର ହେଲେ ଦିବ୍ୟାଙ୍ଗ ମନୋଜ

ସୋନପୁର, (ପ୍ରଭୁଦତ୍ତ ରଥ ରଥ) : ସୋନପୁର ବସଷ୍ଟାଣ୍ଡ ନିକଟ ପଞ୍ଚରଥ ମନ୍ଦିର ଠାରେ ଅସହାୟ ଅବସ୍ଥାରେ ବଲାଙ୍ଗିର ଜିଲ୍ଲାର ୨୩ ବର୍ଷୀୟ ଭିନ୍ନକ୍ଷମ ଯୁବକ ମନୋଜ ରହି ଆସୁଥିଲେ । ମନୋଜଙ୍କ ବାପା ମାଆ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିରେ ଦାଦନ ଖଟନ୍ତି । ମନୋଜ ନିଜର ଜେଜେବାପା ସହିତ ରୁହନ୍ତି । ସେ…
Read More...

ବୃକ୍ଷ ଆମର ଜୀବନ୍ତ ଦେବତା : ବନ ମହୋତ୍ସବ

ସୋନପୁର, (ପ୍ରଭୁଦତ୍ତ ରଥ) : ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଂଚାୟତ ହାଇସ୍କୁଲ ମାୟବର୍ହାରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ବନମହୋତ୍ସବ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ବସନ୍ତ କୁମାର ହୋତା ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ ଶିକ୍ଷକ ମନୋଜ କୁମାର ପୂଜାରୀ…
Read More...

ସୁବର୍ଣ୍ଣପୁର ଜିଲ୍ଲାର ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ କିଷାନ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ସୋନପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ମାରଣ ନୀତିକୁ ବିରୋଧ କରି ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ୫ ଦଫା ଦାବୀରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଛି କଂଗ୍ରେସ । ଜୁଲାଇ ୧୫ ଯାଏ ରାଜ୍ୟର ସମସ୍ତ ପଞ୍ଜିକୃତ ଚାଷୀଙ୍କ ପାଖରୁ…
Read More...

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ସୋନପୁର, (ପ୍ରଭୁଦତ୍ତ ରଥ) : ସ୍ଥାନୀୟ ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟ, ସାଗରପାଲି ପ୍ରାଙ୍ଗଣରେ ଜିିଲ୍ଲା ଜୁନିଅର ରେଡକ୍ରସ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ପୁଷ୍ପା ମିଞ୍ଜ ଯୋଗଦାନ କରି ଆମେ ସମସ୍ତେ ମାସ୍କ ପରିଧାନ…
Read More...

ହୋଲି ଖେଳି ସାରିବା ପରେ ସୋନପୁର ମହାନଦୀକୁ ଗାଧୋଇ ଯାଇ ଜଣଙ୍କର ମୃତ୍ୟୁ

ସୋନପୁର, (ପ୍ରଭୁଦତ୍ତ ରଥ) : ସୋନପୁର ବ୍ଲକ ଛକ ଅଂଚଳର ଜଣେ ଛାତ୍ର ହୋଲି ଖେଳି ସାରିବା ପରେ ମହାନଦୀକୁ ଗାଧୋଇ ଯାଇ ତା‌ଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ହୋଲିକୁ ନେଇ କଟକଣା ଜାରି କରିଥିଲେ । ତଥାପି ଘରେ ହେଉ ଅବା ସାଙ୍ଗ ମାନ‌ଙ୍କ ସହ…
Read More...