ୟୁଜିଆଇଇ ଆଲୁମିନୀ ପକ୍ଷରୁ ୩ୟ ରକ୍ତଦାନ ଶିବିର ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଜିଆଇଇର ୬୫ତମ ପ୍ରତିଷ୍ଠା ଦିବସ ଅବସରରେ ୟୁଜିଆଇଇ ଆଲୁମିନୀ ଆସୋସିଏସନ, ରାଉରକେଲା ପକ୍ଷରୁ ୩ୟ ରକ୍ତଦାନ ଶିବିର ଉତ୍ସାହ ଓ ଉଦ୍ଦୀପନାର ସହିତ ଆୟୋଜିତ ହୋଇଯାଇଛି । ରକ୍ତଦାନ ପ୍ରତି ସଚେତନତା ସୃଷ୍ଟି କରିବା ସହିତ ଆବଶ୍ୟକ ସମୟରେ ରକ୍ତ ଯୋଗାଣ ମାଧ୍ୟମରେ
Read More...

ବରଗଡ଼ ସୀମାନ୍ତରେ ହରିଶଙ୍କର ରାସ୍ତା ଶୋଚନୀୟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସୀମାନ୍ତ ଅଞ୍ଚଳରେ ଥିବା ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ରାସ୍ତାର ଅବସ୍ଥା ବର୍ଷାଦିନେ ଶୋଚନୀୟ ହୋଇପଡ଼ିଛି । ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଜାମସେଠ ପଞ୍ଚାୟତ ଅନ୍ତର୍ଗତ ଡୁଡୁକିଝରିଆ ଗାଁ ଶେଷମୁଣ୍ଡରୁ
Read More...

ସ୍ଵର୍ଗତ ସତ୍ୟଭୂଷଣ ସାହୁଙ୍କୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର, ପୂର୍ବତନ ବିଧାୟକ, ବିଶିଷ୍ଟ ରାଜନୀତିଜ୍ଞ ତଥା ସମାଜସେବୀ ସ୍ଵର୍ଗତ ସତ୍ୟ ଭୂଷଣ ସାହୁଙ୍କ ସ୍ମୃତି ଚାରଣ ସହିତ ପରମପିତା ପରମେଶ୍ଵରଙ୍କ ନିକଟରେ ଅମରାତ୍ମାଙ୍କ ସଦଗତି କାମନା ନିମନ୍ତେ
Read More...

ପମ୍ପ ଡ୍ରାଇଭର ଓ ଏସିଏମଙ୍କୁ ପ୍ରାପ୍ୟ ପ୍ରଦାନ ଦାବି

ଲୋଇସିଂହା, (ବିମଳେନ୍ଦୁ ସାହୁ) : ନବଗଠିତ ଲୋଇସିଂହା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ବୁର୍ଡା ଓ ଲୋଇସିଂହା ଗ୍ରାମ ପଞ୍ଚାୟତରେ ପାନୀୟ ଜଳଯୋଗାଣ ତଥା ନଳକୂପ ମରାମତି ଦାୟିତ୍ୱରେ ଥିବା ଏସିଏମ୍ ଓ ପମ୍ପ ଡ୍ରାଇଭର ମାନେ ଗତ ଏପ୍ରିଲ ମାସରୁ ଦରମା ପାଇ ନ ଥିବା ଅଭିଯୋଗ ହୋଇଛି । ପୂର୍ବରୁ
Read More...

ରିଭଲକୋଣା ବିଦ୍ୟାଳୟରେ ଛାତ୍ର ମାଡମରା ଘଟଣାର ଅନୁଧ୍ୟାନ କଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ସବୁ ହଷ୍ଟେଲରେ ନିଯୁକ୍ତ ହେବେ କାଉନସେଲର, ଉନ୍ନତ ହେବ ଅଙ୍ଗନୱାଡ଼ି ଭିତ୍ତିଭୂମି ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲରେ ଘଟିଥିବା ଅଭାବନୀୟ ଛାତ୍ର ମାଡମରା ଘଟଣାର ଆଜି ଅନୁଧ୍ୟାନ କରିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା
Read More...

ଡବଲ ଇଞ୍ଜିନ ସରକାରଙ୍କ ଦୋହରା ନୀତି

ପୁଞ୍ଜିପତିଙ୍କ କୋଟି କୋଟି ଟଙ୍କା ଋଣ ଛାଡ଼, ଚାଷୀଙ୍କୁ ଋଣ ଛାଡ଼ ମନା ବରଗଡ, (ମୁନ୍ନା ସାହୁ) : ଚାଷୀଙ୍କ ଋଣ ଛାଡ଼ ଓଡିଶା ସରକାରଙ୍କ ଏଜେଣ୍ଡାରେ ନାହିଁ ବୋଲି କହିଛନ୍ତି କୃଷିମନ୍ତ୍ରୀ କେଭି ସିଂହଦେଓ ହେଲେ ଅନ୍ୟପଟେ ଦେଶର ୪୩ଟି କମ୍ପାନୀର ପୁଞ୍ଜିପତିମାନଙ୍କ ୩ ଲକ୍ଷ ୪୪ହଜାର କୋଟି
Read More...

ଗାଁ ଭିତରକୁ ପଶିଲା ୬ କେଜିର ବଜ୍ରକାପ୍ତା : ଦୁଇ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର

ରାୟଗଡ଼ା, (ଅକ୍ଷୟ କୁମାର ପିଡିସିକା) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ଧାମୁଣିପଙ୍ଗା ପଞ୍ଚାୟତର ଡମନିମା ଗାଁରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ଗାଁ ଭିତରେ ପଶିଥିଲା ପ୍ରାୟ ୬ କେଜି ଓଜନର ଏକ ବଜ୍ରକାପ୍ତା । ଦୁର୍ଲଭ ଜଙ୍ଗଲୀ ଜୀବକୁ ଦେଖି ଚକିତ ହୋଇପଡ଼ିଥିଲେ ଗ୍ରାମବାସୀ
Read More...

ଜାମ୍ମୁକାଶ୍ମୀରରେ ପଥର ଅତଡ଼ା ଖସି ପୂର୍ବତନ ସରପଞ୍ଚ ଆର. ହିମାଂଶୁଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନାରାୟଣପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଆର. ହିମାଂଶୁ ପ୍ରସାଦ ରାଓ ଓରଫ ଟୁନା ବାବୁଙ୍କ ଅକାଳ ବିୟୋଗ ଘଟିଛି । ସେ ଜାମ୍ମୁ-କାଶ୍ମୀର ଯାଇଥିଲେ, କାରରେ ଯାଉଥିବା ବେଳେ ଅଘଟଣ ଘଟିଛି
Read More...

ଟାଙ୍ଗଣାପଲ୍ଲୀ ହାଇସ୍କୁଲରେ ସଂସ୍କୃତ ସପ୍ତାହ ଉଦ୍‌ଯାପିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱସ୍ତରରେ ସଂସ୍କୃତ ସପ୍ତାହ ପାଳନ କରାଯାଉଥିବା ବେଳେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ନୋଡାଲ ଉଚ୍ଚବିଦ୍ୟାପୀଠରେ ସଂସ୍କୃତ ସପ୍ତାହ ପାଳନ ହୋଇଯାଇଛି । ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ
Read More...

ଛତ୍ରପୁର ଅଞ୍ଚଳର ବହୁ ବ୍ୟକ୍ତିବିଶେଷ ବିଜେପିରେ ମିଶିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜଧାନୀ ଭୁବନେଶ୍ୱରରେ ବୁଧବାର ଆୟୋଜିତ ବିଜେପିର ମିଶ୍ରଣ ପର୍ବରେ ଛତ୍ରପୁର ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ତଥା ଛତ୍ରପୁର କାଉନସିଲର ସଦସ୍ୟ ସଦସ୍ୟାଗଣ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ଜଣାପଡ଼ିଛି । ଏମାନଙ୍କ
Read More...