ନୂଆଦିଲ୍ଲୀ : ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟସଭାକୁ କୁହାଯାଇଛି ଯେ, ଗତ ୬ ମାସ ମଧ୍ୟରେ ଭାରତ ଚୀନ୍ ସୀମାରେ କୌଣସି ଅନୁପ୍ରବେଶର ରିପୋର୍ଟ ନାହିଁ । ଏଥି ସହିତ ଏହି ସୂଚନା ମଧ୍ୟ ଦିଆଯାଇଛି ଯେ, ତଳିତ ବର୍ଷ ଆଜି ପର୍ଯ୍ୟନ୍ତ ପାକିସ୍ତାନରୁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ୨୮ ଥର ଅନୁପ୍ରବେଶ କରିଛନ୍ତି ।
Prev Post