Daily Archives

ଯୁବ ବିକାଶ ମଞ୍ଚର ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଇକୋକଛାର ଗ୍ରାମ ଠାରେ ଯୁବ ବିକାଶ ମଞ୍ଚ ଓ ଜେପି ହସପିଟାଲ୍‌ର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ମଂଚର ସଭାପତି ସୁରେନ୍ଦ୍ର ଏକ୍କାଙ୍କ ସଭାପତିତ୍ୱ ଓ ସଂପାଦକ ସୁଶୀଲ ଲାକ୍ରାଙ୍କ ଆବାହକତ୍ୱରେ ଆୟୋଜିତ
Read More...

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳନ

ଚକ୍ରଧରପୁର, (ସସ୍ମିତା ପ୍ରଧାନ) : ଆଜି ଚକ୍ରଧରପୁର ସ୍ଥିତ ଉତ୍କଳମଣି ବିଦ୍ୟା ମନ୍ଦିର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପୂଣ୍ୟତିଥି ଅବସରରେ ଉତ୍କଳ ଗୌରବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ଓ ଦୀପ ପ୍ରଜ୍ୱଳିତ କରାଯାଇଥିଲା । ଓଡ଼ିଆ ଭାଷା ବିକାଶ ପରିଷଦ
Read More...

କୋଶଳ ସଂସ୍କୃତି ଅନୁଷ୍ଠାନ ତରଫରୁ‌ ବର୍ଷିକ‌ ମହୋତ୍ସବ ପାଳିତ‌

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଗାଏସିଲାଟ ବ୍ଲକ ଅନ୍ତର୍ଗତ ସଂକ୍ରିପାଣି ଗାଁରେ କୋଶଳ ସଂସ୍କୃତି ଅନୁଷ୍ଠାନ ତରଫରୁ‌ ବର୍ଷିକ‌ ମହୋତ୍ସବ ପାଳିତ‌ ହୋଇଯାଇଛି‌ । ଏହି ଉତ୍ସବରେ‌ ଉକ୍ତ ଅଞ୍ଚଳର ଲୋକବାଦ୍ୟ, ଲୋକଗୀତ, ଲୋକନୃତ୍ୟର‌ ବିଶିଷ୍ଟ କଳାକାରମାନେ‌ ତାଙ୍କର କଳା ପରି‌ବେଷଣ
Read More...

ଖାଉଟି ଅଦାଲତରେ ଦଣ୍ଡିତ ହେଲା ଜୟରାମ ମୋଟର୍ସ

ଲୋଇସିଂହା, (କେପିଏନ୍‌ଏସ୍‌) : ଋଣ କରି ଗାଡି କିଣିବା ସହିତ ଠିକ ସମୟରେ କିସ୍ତି ଟଙ୍କା ପରିଶୋଧ କଲେ । ହେଲେ ଗାଡି ମାଲିକ ଆଜି ପର୍ୟ୍ୟନ୍ତ ପାଇନାହାନ୍ତି ଗାଡି ପଞ୍ଜିକରଣ ସମ୍ବନ୍ଧୀୟ କାଗଜପତ୍ର । କାଗଜପତ୍ର ପାଇବା ପାଇଁ ବହୁବାର ଗାଡି ବିକ୍ରି କରିଥିବା ଡିଲରଙ୍କ ଦୃଷ୍ଟି ଆକର୍ଷଣ
Read More...

ଲୋଇସିଂହାରେ ବଡ଼ଦେଓ ଯାତ୍ରା ସମ୍ପନ୍ନ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଦିବାସୀ ଗଣ୍ଡ ସମାଜ ତଥା ଲୋଇସିଂହା ଜମିଦାରଙ୍କ ମୁଖ୍ୟ ପୃଷ୍ଠପୋଷକତାରେ ଲୋଇସିଂହା ସହରର ପ୍ରସିଦ୍ଧ ବଡ଼ଦେଓ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଜମିଦାରଙ୍କ ପୂଜାର୍ଚ୍ଚନା ପରେ ପାରମ୍ପରିକ ଚତୁରକୌଣ ବିଶିଷ୍ଟ କାଷ୍ଠ ନିର୍ମିତ ବିଗ୍ରହଙ୍କୁ ଚାରି ଜଣ ବରୁଆ
Read More...

ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ବିରୁଦ୍ଧରେ ବିଜେପିର ଧାରଣା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଅନିୟମିତତା ବିରୁଦ୍ଧରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ବିଜେପି ପକ୍ଷରୁ କୁହାଯାଇଛି ଯେ, ଗରିବଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରବଳ ଅନିୟମିତତା ଦେଖାଦେଉଛି । ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ
Read More...

ବଲାଙ୍ଗିର ବିଜୁ ଜନତା ଦଳ ପକ୍ଷରୁ ଶୈଳଶ୍ରୀ ପେଲେସଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ସମିତି ସଭ୍ୟ ଶ୍ରୀବତ୍ସ ସାହୁଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜୁ ଜନତା ଦଳ ପକ୍ଷରୁ ଶୈଳଶ୍ରୀ ପେଲେସଠାରେ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଓ ବଲାଙ୍ଗିର କୃଷକ ବିଜେଡି ନେତା ତଥା ସମିତି ସଭ୍ୟ ଶ୍ରୀବତ୍ସ ସାହୁଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ବିଜେଡିର ବରିଷ୍ଠ ସଭ୍ୟ ଓଁକାର
Read More...

ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ ନେଇ ବିଜେପି ପକ୍ଷରୁ ଖପ୍ରାଖୋଲ ବ୍ଲକ ଘେରାଉ

ଖପ୍ରାଖୋଲ, (ଅଶୋକ ବାଗ) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଥିଲେ ତାହା ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଥିବା ବେଳେ ଅନେକ ଅଯୋଗ୍ୟ ହିତାଧୀକାରୀଙ୍କ ନାମ ଥିବା ଯୋଗୁଁ ତାକୁ ଭାରତୀୟ ଜନତା ପାର୍ଟି ବିରୋଧ କରିଛନ୍ତି । ଏହି ପ୍ରସଙ୍ଗକୁ
Read More...

ଗାନ୍ଧୀନଗରପଡା ଠାରେ ରାସ୍ତା କଡରେ ଥିବା କୁକୁଡା ଦୋକାନରେ ଲାଗିଲା ନିଆଁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହର ଗାନ୍ଧୀନଗରପଡା ଠାରେ ରାସ୍ତା କଡରେ ଥିବା ଏକ କୁକୁଡା ଦୋକାନରେ କୌଣସି କାରଣ ବଶତଃ ନିଆଁ ଲାଗିଯାଇଥିଲା । ଫଳରେ ଦୋକାନଟି ଜଳି ପୋଡି ଛାରଖାର ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ପହଂଚି
Read More...

ବନ ବିଭାଗ ପକ୍ଷରୁ ମାଗୁରବେଡା ଗ୍ରାମ ନିକଟରୁ କାଠ ନିର୍ମିତ ସାମଗ୍ରୀ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ ହର୍ଡ଼ାଟାଲ ବିଭାଗର ମାଗୁରବେଡା ଗ୍ରାମ ନିକଟରେ ୨୨ଟି ଶାଗୁଆନ ପଟା ଏବଂ ୧୭ଟି ଗମ୍ଭାରୀ ପଟା ଜବତ କରିଥିବା ଜଣାପଡିଛି । ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିବା ବେଳେ ଏନେଇ ଅଧିକ ଅନୁସନ୍ଧାନ ଚାଲିଥିବା
Read More...