Daily Archives

ହାଟପଦାପଡାରୁ ଅସୁସ୍ଥ ମାଙ୍କଡକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କଲା ଯୁବା ପ୍ରତାପୀ ସେନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ହାଟପଦାପଡାରୁ ଆଜି ଏକ ଅସୁସ୍ଥ ମାଙ୍କଡକୁ ଉଦ୍ଧାର କରି ସ୍ଥାନୀୟ ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ଯୁବା ପ୍ରତାପୀ ସେନାର ସଦସ୍ୟମାନେ । ତେବେ ମାଙ୍କଡଟିକୁ ବନ ବିଭାଗକୁ ହସ୍ତାନ୍ତର କଲା ପରେ ରେଂଜ ଅଧିକାରୀ କେଶବ କିଶୋର ନାୟକ ବନ ବିଭାଗ
Read More...

କୁଚିଆ ମଦ ବିକ୍ରି କରୁଥିବା ୨ ଜଣଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଲିସର କ୍ରିମିନାଲ୍‌ କ୍ଲିନ୍‌ ଅଭିଯାନ ଦେଶୀ ବିଦେଶୀ ବେଆଇନ କୁଚିଆ ମଦ ବିକାଳିଙ୍କୁ ମଧ୍ୟ ମହଙ୍ଗା ପଡ଼ିଛି । ପୋଲିସର ଧୂଆଁଧାର୍ ଧର୍‌ପଗଡ଼ ଓ ଚଢ଼ାଉ ଯୋଗୁଁ ବେଆଇନ କୁଚିଆ ମଦ ବେପାରୀମାନେ ବି ଛାନିଆଁ ହୋଇ ପଡ଼ିଥିବା ବେଳେ ଆଜି ଏହି ମାମଲାରେ ୨
Read More...

ପାଟଣାଗଡ଼ ଡାକଘର ସମ୍ମୁଖରୁ ଚୋରି ହୋଇଥିବା ବାଇକ ଉଦ୍ଧାର କଲା ପାଟଣାଗଡ଼ ପୋଲିସ

ପାଟଣାଗଡ଼, (ସଦାଶିବ ସରାଫ୍‌) : ପାଟଣାଗଡ଼ ଡାକଘର ସମ୍ମୁଖରୁ ଚୋରି ହୋଇଥିବା ବାଇକ ଉଦ୍ଧାର କଲା ପାଟଣାଗଡ଼ ପୋଲିସ । ସୂଚନା ଅନୁସାରେ ଗତ ୨୨ ତାରିଖରେ ପାଟଣାଗଡ଼ ଡାକଘର ସମ୍ମୁଖରୁ ଏକ ହିରୋ ସ୍ପେଲେଣ୍ଡର(ଓଡି୦୩ଏମ୍‌୦୩୪୩) ଚୋରି ହୋଇଥିବା ନେଇ ପାଟଣାଗଡ଼ ଥାନାରେ ଗାଡିର ମାଲିକ ପ୍ରଦୀପ
Read More...

ଓଡ଼ିଶା ବଜେଟ୍ ୨୦୨୩-୨୪ରେ କାଳିଆ ଯୋଜନାକୁ ୧୮୭୯ କୋଟି

ଭୁବନେଶ୍ୱର : ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବର୍ଷ ୨୦୨୩-୨୪ର ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ କୃଷି ବଜେଟରେ ମୋଟ ୨୪ ହଜାର ୮୨୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୨୦୨୩-୨୪ର ଏହି ବଜେଟ ଗତବର୍ଷ ତୁଳନାରେ ୨୦ ପ୍ରତିଶତ
Read More...

ରାଜେନ୍ଦ୍ରନଗର ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି କ୍ଲଷ୍ଟର ଅନ୍ତର୍ଗତ ରାଜେନ୍ଦ୍ରନଗର ସରକାରୀ ପ୍ରାଥମିକ ବିଦ୍ୟାଳୟର ଆଜି ବାର୍ଷିକ ଉତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ
Read More...

ମହିଳାଙ୍କଠାରୁ ସୁନା ଗହଣା ଥିବା ବ୍ୟାଗ୍ ଲୁଟ୍‌ ଅଭିଯୋଗ

ଚମ୍ପୁଆ : ଚମ୍ପୁଆ ଟାଉନ୍ ହଲ୍ ନିକଟରେ ଜଣେ ମହିଳାଙ୍କ ଠାରୁ ଲୁଟ୍ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଚମ୍ପୁଆ ଥାନା ଉର୍ତ୍ତି ଗ୍ରାମର ସୁମନ୍ତ ମହାକୁଡଙ୍କ ସ୍ତ୍ରୀ ମୌସୁମୀ ମହାକୁଡ ତାଙ୍କ ବାପା ପ୍ରଦୀପ କୁମାର ପ୍ରଧାନଙ୍କ ସହ ଚମ୍ପୁଆ ଆଇସିଆଇସିଆଇ ବ୍ୟାଙ୍କରେ ବନ୍ଧକ ଥିବା
Read More...

ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ଚନ୍ଦନେଶ୍ଵର : ଭୋଗରାଇର ଶ୍ରଦ୍ଧାପୁର ହାଟରେ ଥିବା ଏକ ଜୋତା ଦୋକାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ହଠାତ୍‌ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବା ବେଳକୁ ଦୋକାନ
Read More...

କାଜୁ ଜଙ୍ଗଲରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଜଳେଶ୍ୱର : କାଜୁ ଜଙ୍ଗଲରୁ ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଶୁକ୍ରବାର ଦିନ ସକାଳ ପ୍ରାୟ ୧୦ଟା ବେଳେ ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ରାଇବଣିଆ କାଜୁ ଜଙ୍ଗଲ ଦେଇ ଜଣେ ମହିଳା କୌଣସି କାମରେ ଯାଇଥିବା ବେଳେ ଏକ ନବଜାତ ପିଲାର କାନ୍ଦ ଶବ୍ଦ
Read More...

ଏମ୍‌ଏଲ୍‌ଏ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ସପ୍ତାହବ୍ୟାପି ଆତ୍ମସୁରକ୍ଷା ତାଲିମ ଉଦ୍‌ଯାପିତ

ନିଜେ ସୁରକ୍ଷିତ ହେଲେ ଅନ୍ୟକୁ ସୁରକ୍ଷା ଦିଆଯାଇପାରିବ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ଏମ୍‌ଏଲ୍‌ଏ ଉଚ୍ଚ ମାଧ୍ୟାମିକ ମହିଳା ବିଦ୍ୟାଳୟରେ ଚାଲିଥିବା ସପ୍ତାହବ୍ୟାପି ଆତ୍ମସୁରକ୍ଷା ତାଲିମ ଶିବିର ଶୁକ୍ରବାର ଦିନ ଉଦ୍‌ଯାପିତ ହୋଇଯାଇଛି । ପ୍ରକାଶ
Read More...

ଅପରାଧୀ ସୁଧୁରି ଯାଅ, ଏବେ ସୁପର ଏକ୍‌ସନ୍‌ ମୋଡରେ ବଲାଙ୍ଗିର ପୁଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅପରାଧୀ ସୁଧୁରି ଯାଅ । ଏବେ ସୁପର ଏକ୍‌ସନ୍‌ ମୋଡରେ ବଲାଙ୍ଗିର ପୁଲିସ । ଅପରାଧୀଙ୍କୁ ସାବାଡ କରିବାକୁ ତାୱଡ୍‌ତୋଡ୍‌ କାର୍ଯ୍ୟାନୁଷ୍ଠାନ ଅବଲମ୍ବନ କରିଛି । କେତେବେଳେ ଅପରାଧୀଙ୍କୁ ଗୋଡେଇ ଗୋଡେଇ ଧରୁଛି ତ’ କେତେବେଳେ ବହୁ ଚର୍ଚ୍ଚିତ ଜେସିବି ଲଗାଇ ଭାଙ୍ଗି
Read More...
error: Content is protected !!