Daily Archives

ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଉଦ୍‌ଘାଟନ କଲେ ବିଧାୟକ ନରସିଂହ

ସ୍ୱାସ୍ଥ୍ୟ ସବୁଠୁ ମୂଲ୍ୟବାନ - ବିଧାୟକ ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଟାଉନ ହଲ୍‌ ଠାରେ କଳିଙ୍ଗ ବଡି ବିଲ୍ଡିଂ ଏସୋସିଏସନ ପକ୍ଷରୁ ମହିଳା ଓ ପୁରୁଷ ବିଭାଗରେ ରାଜ୍ୟସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଇମ୍ପେରିଆଲ କ୍ଲାସିକ ୨୦୨୩ କାର୍ଯ୍ୟକ୍ରମ
Read More...

କବିଚନ୍ଦ୍ରପୁରଠାରେ ସୁଦାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଧୂମଭଟା ଦଳ ବିଜୟୀ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଲାତରା ଗ୍ରାମ ପଞ୍ଚାୟତ, କବିଚନ୍ଦ୍ରପୁରଠାରେ ୮ ତାରିଖ ଆରମ୍ଭ ହୋଇଥିବା ସୁଦାମ ମୋମରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜି ତିନି ଗୋଟି ମେଚ ହୋଇଥିବା ବେଳେ ଫାଇନାଲ ମେଚ
Read More...

୧୯୮୯ ମାଟ୍ରିକ୍ ବ୍ୟାଚ୍‌ର ବନ୍ଧୁମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ସୋମନାଥ ଦେବ ବିଦ୍ୟାପୀଠର ୧୯୮୯ ମାଟ୍ରିକ୍ ବ୍ୟାଚ୍‌ର ଛାତ୍ରଛାତ୍ରୀଙ୍କର ବନ୍ଧୁମିଳନ ଉତ୍ସବ ହରିରାଜପୁର ମେଳନ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରଛାତ୍ରୀମାନଙ୍କ ତରଫରୁ ସେମାନଙ୍କୁ ଶିକ୍ଷାଦାନ ଦେଉଥିବା ଗୁରୁଜୀମାନଙ୍କୁ ଆମନ୍ତ୍ରଣ କରାଯାଇ
Read More...

‘ରଙ୍ଗମଂଚ ଓ ଦର୍ଶକୀୟ ଆଦୃତି’ ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯାଦବ ଭବନଠାରେ ଅନ୍ୱେଷଣ, ବଲାଙ୍ଗିର ପକ୍ଷରୁ ତଥା ଓଡିଶା ନାଟ୍ୟସଂଘ, ଓଡିଶା ଆନୁକୂଲ୍ୟରେ 'ରଙ୍ଗମଂଚ ଓ ଦର୍ଶକୀୟ ଆଦୃତି' ଶୀର୍ଷକରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନ୍ୱେଷଣର ସଂପାଦକ ତଥା ଓଡିଶା ନାଟ୍ୟ ସଂଘ, ବଲାଙ୍ଗିର ଜିଲ୍ଲା
Read More...

ବନ ବିଭାଗ ଦ୍ୱାରା ହରିଣ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ମଧ୍ୟରେ ରହିଥିବା ମୁଖ୍ୟ (ମାଇ) ଡ୍ରେନ୍‌ରେ ଫସି ରହିଥିବା ଏକ ହରିଣକୁ ବନ ବିଭାଗ ଉଦ୍ଧାର କରିଛି । ପ୍ରାପ୍ତ ସୂଚନାନୁଯାୟୀ, ଏକ ତୁଷାର୍ଥ ହରିଣ ସହର ସ୍ଥିତ ଦୁର୍ଗାଦେବୀ ସାହି ନିକଟସ୍ଥ ଶସ୍ୟକ୍ଷେତ୍ରକୁ ଖାଦ୍ୟ ଅନ୍ୱେଷଣରେ ଆସି ନିକଟସ୍ଥ
Read More...

ହଳଦିଆ ତେଲି ଜାତିର ସାଂଗଠନିକ ଇତିହାସର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯୋଗିମୁଣ୍ଡା ନିକଟସ୍ଥ ଠକପଡା ଗ୍ରାମରେ ହଳଦିଆ ତେଲି ବୈଶ୍ୟ ସାହୁ ସମାଜର ଶୀର୍ଷ ସଭାପତି ସହଦେବ ସାହୁଙ୍କ ଲିଖିତ ଓ ତଥ୍ୟ ସଂଗୃହିତ ହଳଦିଆ ତେଲି ଜାତିର ସାଂଗଠନିକ ଇତିହାସର ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ସାନ ବଲାଙ୍ଗାପାଲି
Read More...

ଚେତାବନୀ ସାହିତ୍ୟ ସଂସଦ ଦ୍ଵାରା ବିରଞ୍ଚି ଦାଶ ସମ୍ବର୍ଦ୍ଧିତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ସଂସଦ 'ଚେତାବନୀ' କେସିଙ୍ଗାର ୩୫ତମ ପୁଷ୍‌ପୁନୀ ଭେଟ୍‌ଘାଟ୍‌ ସରକାରୀ ଉଚ୍ଚ ବିଦ୍ୟାଳୟ କେସିଙ୍ଗାର ମୁକ୍ତ ମଞ୍ଚରେ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । କେନ୍ଦ୍ରୀୟ ସଭାପତି ଡ. ପ୍ରଦ୍ୟୁମ୍ନ କେଶରୀ ସେନାପତିଙ୍କ ସଭାପତିତ୍ୱରେ
Read More...

ପୃଥ୍ୱୀରାଜ ହାଇସ୍କୁଲର ୧୯୭୩ ମସିହା ମାଟ୍ରିକ ବେଚର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନୂତନ ବସଷ୍ଟାଣ୍ଡ ନିକଟସ୍ଥ ଲକି କଲ୍ୟାଣ ମଣ୍ଡପରେ ଆଜି ସକାଳ ୧୦ଟାରୁ ପୃଥ୍ୱୀରାଜ ହାଇସ୍କୁଲର ୧୯୭୩ ମସିହା ମାଟ୍ରିକ ବେଚର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ ପାଳିତ ହୋଇଯାଇଛି । ପୁରାତନ ଛାତ୍ର କାଶୀନାଥ ପାତ୍ରଙ୍କ
Read More...

ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରେଞ୍ଜ ଅନ୍ତର୍ଗତ ଗାଇସିଲେଟ ସ୍ଥାୟୀ ନର୍ସରୀ ଠାରେ ଓଡିଶା ସରକାର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ବ୍ଲକସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
Read More...

ଧମଣାସରରେ ମା’ ଭୈରବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବଲାଙ୍ଗିର, (ଦେବାଶି ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଧମଣାସର ଗ୍ରାମରେ ମା’ ଭୈରବୀଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ପୂଜନୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ଗତ ୪ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ଦିନ ଉଦ୍‌ଯାପିତ ହୋଇଯାଇଛି । ୧୦ ତାରିଖ ଦିନ ମା’ଙ୍କର ବିଗ୍ରହ
Read More...
error: Content is protected !!