Daily Archives

ବେଆଇନ ଜମି ହଡପ ଏବଂ ଆକ୍ରମଣ ମାମଲା : ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଫେରାଦ ହେଲେ ପୀଡିତା

ନ୍ୟାୟ ନ ମିଳିଲେ, ଥାନା ଘେରାଉ - ଆଦିବାସୀ ସଂଘ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବୁରୋମାଲ ଗ୍ରାମର ୬ ଜଣ ମହିଳା ତାଙ୍କର ଜମି ହଡପ କରାଯିବା ସହିତ ସେମାନଙ୍କୁ ଅସଦାଚରଣ ଓ ଆକ୍ରମଣର ଲିଖିତ ଅଭିଯୋଗ ନେଇ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକଙ୍କ ପାଖରେ ଫେରାଦ
Read More...

ଭାରତୀୟ ଜନତା ପାର୍ଟି ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଲକ ଘେରାଉ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ଆଜି ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି । ପ୍ରଥମେ ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳ ପଡିଆ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ବସଷ୍ଟାଣ୍ଡ, ଆମ୍ବେଦକର ଛକ ଦେଇ ବଙ୍ଗୋମୁଣ୍ଡା
Read More...

ସୁବର୍ଣ୍ଣପୁରରେ ଶ୍ରମମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ହିତାଧିକାରୀଙ୍କ ପାଖରେ ରାଜ୍ୟ ସରକାରଙ୍କ ଶ୍ରମିକ କଲ୍ୟାଣ ଯୋଜନାର ସମସ୍ତ ଲାଭ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଲେ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ଓଡିଶା ସରକାରଙ୍କ ଶ୍ରମ ଏବଂ କର୍ମଚାରୀ ରାଜ୍ୟବୀମା ବିଭାଗ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି
Read More...

କର୍କଟ ରୋଗୀ ଓ ପୂର୍ଣ୍ଣାଙ୍ଗ ସ୍ଵାସ୍ଥ୍ୟସେବା ମଧ୍ୟରେ ବ୍ୟବଧାନ ହ୍ରାସ ଉପରେ ଗୁରୁତ୍ଵ

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ କର୍କଟ ଦିବସ ପାଳିତ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରସ୍ଥ ସ୍ଵାସ୍ଥ୍ୟ ତାଲିମ କେନ୍ଦ୍ରଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତିଙ୍କ ଅଧ୍ୟକ୍ଷତାରେ ଆଜି
Read More...

ୱାର୍ଡ ସଭ୍ୟ ସଭ୍ୟାଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଂଚାୟତିରାଜ ପ୍ରତିଷ୍ଠାନ ତଥା ପାନୀୟ ଜଳ ବିଭାଗ, ଓଡିଶା ସରକାର ଓ ପଲ୍ଲୀ ଆଲୋକ ପାଠାଗାର ନଅଗାଁ (ଖ)ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ପଲ୍ଲୀ ଆଲୋକ ପାଠାଗାର କାର୍ଯ୍ୟାଳୟ ଠାରେ ଲୋଇସିଂହା ଓ ଆଗଲପୁର ବ୍ଲକ ଅନ୍ତର୍ଗତ ଆଗଲପୁର,
Read More...

ବାଲିଗୁଡାରେ ମହିଳା ଓ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ଗଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡାର ସର୍ବ ପୁରାତନ ଏବଂ ଜନ ବହୁଳ ନୂଆସାହିରେ ମହିଳା ଓ ପୁରୁଷ ସଂକୀର୍ତ୍ତନ ମଣ୍ଡଳୀ ଗଠିତ । କଳା ସଂସ୍କୃତି ସଂଗଠନ ଏକତା ପାଇଁ ବାଲିଗୁଡା ନୂଆସାହି ଜିଲ୍ଲାରେ ଗର୍ବ ଓ ଗୌରବ ଆଣୁଥିଲା । କିଛିଦିନ ହେବ ବିଭିନ୍ନ
Read More...

ରିଷିଡାରେ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ଶିବିର ଉଦ୍‌ଯାପିତ

ମାନବିକତା ବିନା ସୁସ୍ଥ ସମାଜ ଗଠନ ଅସମ୍ଭବ କଳାହାଣ୍ଡି (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଚାଲୁଥିବା ତିନି ଦିନିଆ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି । ଆଜି ସନ୍ଧ୍ୟାରେ ଆୟୋଜିତ
Read More...

ଓଡିଶା ପାଇଁ ରେଳ ବଜେଟ

ରେଳ ବିଭାଗ ରାଜ୍ୟରୁ ନେଲା ଅଧିକ ଦେଲା କମଓଡିଶାରୁ ଆୟ ୨୦ ହଜାର କୋଟି ଟଙ୍କା କିନ୍ତୁ ବ୍ୟୟ ଅଟକଳ ୧୦ ହଜାର କୋଟିରାଜ୍ୟ ସରକାରଙ୍କ ୮୪୦୦ କୋଟି ଦାବୀ ରାଜ୍ୟ ସ୍ୱାର୍ଥ୍ୟ ବିରୋଧୀ- ହେମନ୍ତ ପଣ୍ଡାବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ରେଳ ବଜେଟରେ ରାଜ୍ୟର ରେଳ ବିକାଶ ପାଇଁ ଓଡିଶା ସରକାର
Read More...

ବିଶ୍ଵ କ୍ୟାନ୍ସର ଦିବସ ପାଳନ

ବଲାଙ୍ଗିର, (କେପଏନ୍‌ଏସ୍‌) : ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି) ଶାସ୍ତ୍ରୀ ନଗରଠାରେ ବିଶ୍ଵ କ୍ୟାନ୍ସର ଦିବସ ପାଳନ କରାଯାଇଥିଲା । ଉକ୍ତ ଉତ୍ସବରେ କର୍କଟ ରୋଗରେ ପ୍ରାଥମିକ ଚିକିତ୍ସା ମାଧ୍ୟମରେ କ୍ୟାନ୍ସର ରୋଗ ଆରୋଗ୍ୟ ସାଧ୍ୟ୍ୟ ଓ କ୍ୟାନ୍ସର ରୋଗରେ ପୀଡିତ ନ ହେବା
Read More...

ଗ୍ରାମାଞ୍ଚଳର ବିକାଶରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆଣିଛି ମୁଖ୍ୟମନ୍ତ୍ରୀ ସଡକ ଯୋଜନା

ଅଦ୍ୟାବଧି ୯୬୦ଟି ରାସ୍ତା ନିର୍ମାଣମୋଟ ୩୭୪୧.୮୯ କିମି ରାସ୍ତା ନିର୍ମାଣ୧୧୭୨ଟି ଗ୍ରାମକୁ ନିକଟବର୍ତ୍ତୀ ମୁଖ୍ୟ ରାସ୍ତା ସହ ସଂଯୋଗ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗ୍ରାମାଞ୍ଚଳର ବିକାଶ ଓ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସବୁଦିନିଆ ଗମନାଗମନକୁ ଦୃଷ୍ଟିରେ ରଖି
Read More...