Daily Archives

ସୁପ୍ରିମ ଟାକ୍ସ ଜେନେରାଲ ହସପିଟାଲଠାରେ ବିଶ୍ୱ କର୍କଟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହର ସ୍ଥିତ ସୁପ୍ରିମ ଟାକ୍ସ ଜେନେରାଲ ହସ୍‌ପିଟାଲ ଠାରେ ଭାରତୀୟ ଦନ୍ତ ଚିକିତ୍ସକ ସଂଘ ଏବଂ ସୁପ୍ରିମ ଟାକ୍ସ ନର୍ସିଂ କଲେଜ ଓ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ସୁପ୍ରିମ ଟାକ୍ସର ରାଷ୍ଟ୍ରୀୟ
Read More...

ପଖନମୁଣ୍ଡା ବିଦ୍ୟାଳୟରେ ବିଶ୍ୱ କର୍କଟ ଦିବସ ପାଳିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ତା.୦୪/୦୨/୨୩ରିଖ ମାନ୍ଦଲା କ୍ଲଷ୍ଟରର ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ଜୁନିୟର ରେଡକ୍ରସ୍‌ ପରାମର୍ଶଦାତା ତଥା ପ୍ରଧାନ ଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ
Read More...

ଗୋଟିଏ ଜାଗାର ଦୁଇ ମାଲିକ : ଭୂମିହୀନ ଲୋକଙ୍କୁ ପଟ୍ଟା ମିଳିଲା, ଜାଗା ଚିହ୍ନଟ କେବେ ?

ସଇଁନ୍ତଲା, (କେପିଏନ୍‌ଏସ୍‌) : ରାଜ୍ୟ ସରକାର ଭୂମିହୀନ ପରିବାର ଲୋକ ପାଇଁ ଅନେକ ଗୋଡିଏ ଯୋଜନା କରିବା ସାଙ୍ଗକୁ ବସବାସ କରିବା ପାଇଁ ସୁବିଧା ସୁଯୋଗ ମଧ୍ୟ କରୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ନରାବାହାଲି ଓ ଚିଲବାହାଲି ଗାଁର ଭୂମିହୀନ ପରିବାରକୁ କିଛି ବର୍ଷ ତଳେ
Read More...

ନୂଆପଡା ପହଞ୍ଚିଲେ ଭୁଞ୍ଜିଆ ଦମ୍ପତ୍ତି

ନୂଆପଡା, (ନିରାକାର ମେହେର) : ସାଧାରଣତନ୍ତ୍ର ଦିବସରେ ରାଜ ଅତିଥି ହୋଇ ରାଜପଥକୁ ଯାଇଥିଲେ ଭୁଞ୍ଜିଆ ଦମ୍ପତ୍ତି । ଦିଲ୍ଲୀରେ ରାଜ୍ୟର ପ୍ରତିନିଧିତ୍ୱ କରିଥିଲେ ନୂଆପଡା ସୁନାବେଡାର ଏହି ଭୁଞ୍ଜିଆ ଦମ୍ପତ୍ତି । ବାହାରେ ରହିଲେ, ବାହାରେ ଖାଇଲେ ବୋଲି ତାଙ୍କୁ ସାମାଜିକ ରୀତିନୀତିରେ ଶୁଦ୍ଧି
Read More...

ପଞ୍ଚାୟତ ହାଇସ୍କୁଲଠାରେ ବାର୍ଷିକ କ୍ରୀଡା ଅନୁଷ୍ଠିତ

ବେଲପଡା, (ଭୋଜରାଜ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତର ପଞ୍ଚାୟତ ହାଇସ୍କୁଲ ବନମାଲଠାରେ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ କ୍ରୀଡାରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ପ୍ରଦୀପ କୁମାର ବେହେରା ଯୋଗଦାନ କରିଥିବା ବେଳେ ସମ୍ମାନିତ
Read More...

ରାସ୍ତାର କାମ ତଦାରଖ କଲେ ବିଧାୟିକା ବର୍ଷା ସିଂ ବରିହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ ସାରମସିଲିରୁ ସାନକୁଞ୍ଜାରୀ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତାର କାମ ତଦାରଖ କରିଛନ୍ତି ବିଧାୟିକା ବର୍ଷା ସିଂ ବରିହା ।
Read More...

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ପୁଣ୍ୟତିଥିରେ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ରକ୍ତଦାନ ଶିବିର…

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରତିବର୍ଷ ପରି ରାଉରକେଲାର ଅଗ୍ରଣୀ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୯ତମ ପୁଣ୍ୟତିଥି ପାଳନ ସହ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସକାଳେ ଷ୍ଟେସନ ସମ୍ମୁଖରେ ସଂଘ ଦ୍ୱାରା ସ୍ଥାପିତ
Read More...

ଟେଙ୍ଗରା ଓ ଖରଜୁରୀ ଗ୍ରାମ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ବଡ଼ସାଇମରା ପଞ୍ଚାୟତର ଟେଙ୍ଗରା ଓ ଖରଜୁରୀ ଗ୍ରାମ ପରିଦର୍ଶନ କଲେ କଣ୍ଟାବାଞ୍ଜି ବିଜେଡି ବିଧାୟକ ପ୍ରାର୍ଥୀ ଅଜୟ ଦାସ । ଏହି ଅବସରରେ ଜନସାଧରଣଙ୍କ ସହିତ ଗାଁର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ
Read More...

ଦ୍ଵିତୀୟ ଦିନରେ ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା

କୃଷି ସଂବନ୍ଧୀୟ ଆଲୋଚନାଚକ୍ର ଅନୁଷ୍ଠିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ କୋଶଳ କଳା ମଣ୍ଡଳ ପଡିଆ ବଲାଙ୍ଗିରଠାରେ ଫେବୃଆରୀ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ବଲାଙ୍ଗିର ଜିଲ୍ଲାସ୍ତରୀୟ କୃଷି
Read More...

ଦିନ ଦ୍ୱିପହରେ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ : ପୋଲିସର ତଦନ୍ତ ଆରମ୍ଭ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ଦୁଇ ସାଙ୍ଗଙ୍କଠାରୁ ଦିନ ଦ୍ୱିପହରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ପାଟଣାଗଡ ରାମପୁରର ଧର୍ମେନ୍ଦ୍ର ମେହେର ଓ ଭୀଷ୍ମ ନାଗ ସାଙ୍ଗ ହୋଇ ପାଟଣାଗଡ ବରୋଦା ବ୍ୟାଙ୍କରୁ ୩ ଲକ୍ଷ ୫୦ ହଜାର ଟଙ୍କା ଓ ପଞ୍ଜାବ ନାସନାଲ
Read More...