Daily Archives

ତର୍କ ବିତର୍କ ମଧ୍ୟରେ ଛତ୍ରପୁର ପଞ୍ଚାୟତ ସମିତି ବୈଠକ ସମାହିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପଞ୍ଚାୟତ ସମିତିର ୫ମ ଅଧିବେଶନ ବୈଠକରେ କ୍ଷମତାକୁ ନେଇ ବ୍ଲକ ଅଧ୍ୟକ୍ଷାଙ୍କ ସପକ୍ଷ ଓ ବିପକ୍ଷ ଗୋଷ୍ଠୀଙ୍କ ମଧ୍ୟରେ ହୋ ହାଲ୍ଲା ହୋଇଥିଲା । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ପଞ୍ଚାୟତ ସମିତିର ପଞ୍ଚମ ଅଧିବେଶନ ବୈଠକ ବୁଧବାର
Read More...

ଅନୈତିକ ଲିଙ୍ଗ ନିରୂପଣ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ – ଜିଲ୍ଲାପାଳ

ସୂଚନାଦାତା ହେବେ ପୁରସ୍କୃତ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ପିସି ଏବଂ ପିଏନଡିଟି ଜିଲ୍ଲା ପରାମର୍ଶଦାତା କମିଟିର ସ୍ଵତନ୍ତ୍ର ବୈଠକ ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଓମ୍‌ ଭେଲି ପବ୍ଲିକ ସ୍କୁଲ ତରଫରୁ ସମ୍ବର୍ଦ୍ଧିତ ହେବେ ସଫଳ ଜୁଡୋ ପ୍ରତିଯୋଗୀ

ଟିଟିଲାଗଡ଼, (କେପିଏନ୍‌ଏସ୍‌) : ଆସନ୍ତାକାଲି ଟିଟିଲାଗଡ଼ ଘଂଟାଶୁଣି ମନ୍ଦିରରୁ ଏକ ଶୋଭାଯାତ୍ରା ବାହାରି ଟିଟିଲାଗଡ଼ ସହର ପରିକ୍ରମା କରିବ ବୋଲି ସୂଚନା ମିଳିଛି । ଏହାସହ ଟିଟିଲାଗଡ଼ ନିକଟସ୍ଥ ଚାଁହରଭଟ୍ଟା ଗ୍ରାମ ପାଖରେ ଥିବା ଓମ୍‌ ଭେଲି ପବ୍ଲିକ ସ୍କୁଲରେ ସ୍କୁଲ ତରଫରୁ ଖେଲୋ ଇଣ୍ଡିଆ
Read More...

ପଦୋନ୍ନତି ଅଦାଲତରେ ପ୍ରଥମ ଦିନର ଶୁଣାଣି ଅନୁଷ୍ଠିତ

ଶୁଣାଣିକୁ ନେଇ ଆବେଦନକାରୀମାନଙ୍କ ଖୁସିବ୍ୟକ୍ତପଦୋନ୍ନତି ଅଦାଲତର ସୁପାରିଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତର ପ୍ରଥମ ଦିନରେ ୩୩୭
Read More...

ହରିଣକୁଲି ସରସ୍ୱତୀ ପୂଜା କମିଟି ତରଫରୁ ରକ୍ତଦାନ ଶିବିର

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଖରିଦପିପଳ ପଞ୍ଚାୟତର ହରିଣକୁଲି ସାର୍ବଜନୀନ ସରସ୍ୱତୀ ପୂଜା କମିଟିର ସରସ୍ୱତୀ ପୂଜା ଉପଲକ୍ଷେ ଓ ସ୍ୱର୍ଗତ ମଧୁସୂଦନ ଓ ନାରାୟଣ ଗିରିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାିଛି । କମିଟିର ସଭାପତି ଦିଲୀପ
Read More...

ଏହି ବଜେଟ୍ ବଞ୍ଚିତ ଲୋକଙ୍କୁ ପ୍ରାଥମିକତା ଦେଇଛି : ପ୍ରଧାନମନ୍ତ୍ରୀ

“ଅମୃତ କାଳର ପ୍ରଥମ ବଜେଟ୍ ଏକ ବିକଶିତ ଭାରତର ଆକାଂକ୍ଷା ଏବଂ ସଂକଳ୍ପ ପାଇଁ ଏକ ଦୃଢ ମୂଳଦୁଆ ପକାଇଛି”“ଏହି ବଜେଟ୍ ବଞ୍ଚିତ ମାନଙ୍କୁ ପ୍ରାଥମିକତା ଦେଇଛି”“ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ ଅର୍ଥାତ ପିଏମ୍ ବିକାଶ କୋଟି କୋଟି ବିଶ୍ୱକର୍ମାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ
Read More...

ଗଞ୍ଜାମ ବ୍ଲକର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ବୁଧବାର ଗଞ୍ଜାମ ବ୍ଲକ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ତାହାର ସମୀକ୍ଷା କରିଥିଲେ । କାଇଁଚପୁର ପଞ୍ଚାୟତ ମାଳିଜଗନାଥପୁର ନିକଟସ୍ଥ ବାଲୀ ଲୋକନାଥ ମନ୍ଦିର ଯାଇ ଠାକୁର ଦର୍ଶନ
Read More...

ବଜେଟ୍ ୨୦୨୩-୨୪ ଅମୃତ କାଳର ଲକ୍ଷ୍ୟ ଉପସ୍ଥାପିତ କରେ-ଏହା ଏକ ସଶକ୍ତ ଏବଂ ସମାବେଶୀ ଅର୍ଥନୀତିର ନକ୍ସା

ତ୍ରିମୁଖୀ ଦୃଷ୍ଟିକେନ୍ଦ୍ରୀତ ବିଷୟ ଚାରିଟି ପରିବର୍ତ୍ତନଶୀଳ ସୁଯୋଗ ଦ୍ୱାରା ପରିଚାଳିତ ହୋଇ ଅମୃତକାଳର ମୂଳଦୁଆକୁ ପ୍ରସ୍ତୁତ କରୁଛିସାତଟି ଅଗ୍ରାଧିକାର ବିଷୟ ସପ୍ତଋଷି ପରି ଅମୃତକାଳର ଲକ୍ଷ୍ୟକୁ ନିର୍ଦ୍ଦେଶିତ କରିବପାରମ୍ପରିକ କାରିଗରଙ୍କ ପାଇଁ ନୂଆ ଯୋଜନା-ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା
Read More...

ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ସ୍ଥିତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଥମ
Read More...

ରେଳବାଇ ନିମନ୍ତେ ବ୍ୟୟ ଅଟକଳ ୨.୪୦ ଲକ୍ଷ କୋଟି

ଶହେ ପ୍ରମୁଖ ପରିବହନ ଭିତ୍ତିଭୂମି ପ୍ରକଳ୍ପ ଚିହ୍ନଟ ନୂଆଦିଲ୍ଲୀ, (ପିଆଇବି) : କରୋନା ବୈଶ୍ୱିକ ମହାମାରୀ ପରାଭୂତ ହେବା ପରେ ଘରୋଇ ନିବେଶ ପୁଣି ବୃଦ୍ଧି ପାଉଛି । ଆଜି ସଂସଦରେ କେନ୍ଦ୍ର ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୨୦୨୩-୨୪ କେନ୍ଦ୍ରୀୟ ବଜେଟ
Read More...