Daily Archives

ସକମା ପଞ୍ଚାୟତରେ ସବୁ ଗାଁର ସମସ୍ୟା ଶୁଣିଲେ ନରସିଂହ

ପାଣି, ବିଜୁଳି, ରାସ୍ତା ସମସ୍ୟା ନିଶ୍ଚୟ ପୁରଣ ହେବ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକର ସକ୍‌ମା ପଞ୍ଚାୟତର ସମସ୍ତ ଗାଁକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗସ୍ତ କରି ଲୋକଙ୍କ ସମସ୍ୟା ଶୁଣିଥିଲେ । ସକମା ପଞ୍ଚାୟତ
Read More...

ଭଗବତୀ ଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ଓଏଏସପି ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ନାୟକଙ୍କ
Read More...

ବିଦ୍ୟୁତ କର୍ମଚାରୀ ଧିରେନ୍ଦ୍ର ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ସୋଲାର ପ୍ଲାଣ୍ଟ ବରକାନିଠାରେ ବିଦ୍ୟୁତ ବିଭାଗର ପୂର୍ବତନ ହେଲପର୍ ଧିରେନ୍ଦ୍ର ସାହୁଙ୍କୁ ଆର୍‌ଇସି ସେକ୍ସନ୍ ପୁଇଁନ୍ତଲା ବିଦ୍ୟୁତ କାର୍ଯ୍ୟାଳୟ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ମଞ୍ଚାସୀନ ହୋଇଥିଲେ ସେକ୍ସନ ଅଫିସର୍
Read More...

ବରଗଡ଼ ଶିକ୍ଷା ବିଭାଗ ତରଫରୁ ୮ ଜଣିଆ ଦଳର ଦିଲ୍ଲୀ ଗସ୍ତ

ବରଗଡ, (ନିରୋଜ କୁମାର ପାଣୀ) : ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ ତରଫରୁ ୮ ଜଣିଆ ଦଳ ମଙ୍ଗଳବାର ଦିନ ୭ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି । ଷ୍ଟାରସ ପ୍ରକଳ୍ପ ତରଫରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ରାଜ୍ୟର ବିଭିନ୍ନ ସ୍କୁଲ ପରିଦର୍ଶନ,
Read More...

ଭାରତୀୟ ବାୟୁସେନା ଉପାଧ୍ୟକ୍ଷ ଭାବେ ଏୟାର ମାର୍ଶଲ ଏପି ସିଂଙ୍କ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ନୂତନ ଉପାଧ୍ୟକ୍ଷ ଭାବେ ଏୟାର ମାର୍ଶଲ ଏପି ସିଂଙ୍କୁ ନିଯୁକ୍ତ କରାଯାଇଛି । ସେ ଏୟାର ମାର୍ଶଲ ସନ୍ଦୀପ ସିଂଙ୍କ ସ୍ଥାନ ନେଇଛନ୍ତି । ଜାନୁୟାରୀ ୩୧ରେ ସନ୍ଦୀପ ଅବସର ନେଇଥିଲେ । ବାୟୁସେନା ଉପାଧ୍ୟକ୍ଷ ହେବା ପୂର୍ବରୁ ଏୟାର ମାର୍ଶଲ ଏପି ସିଂ ସେଣ୍ଟ୍ରାଲ
Read More...

ରାଉରକେଲା ମହାବିଦ୍ୟାଳୟର ‘ବାର୍ଷିକ ଉତ୍ସବ’ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚଳିତ ଶିକ୍ଷା ବର୍ଷ ପାଇଁ 'ବାର୍ଷିକ ଉତ୍ସବ' ଏବଂ 'ବାର୍ଷିକ ନାଟ୍ୟ ଉତ୍ସବ' ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ
Read More...

ତୃତୀୟ ପର୍ଯ୍ୟାୟ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ତ୍ରି-ଦିବସୀୟ ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ମ.ରାମପୁର, (ହେମନ୍ତ ସାହୁ) : ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓ ଜିଲ୍ଲା ପରିଷଦ କଳାହାଣ୍ଡି ସହାୟତାରେ ତଥା ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ମ.ରାମପୁର ବ୍ଲକର ମଦନପୁର, ଗୋଛାଦେଙ୍ଗେନ ଓ ଡ. କର୍ଲାଖୁଣ୍ଟା
Read More...

୯ ଦିନିଆ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ସ୍ଥିତ ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସେବା ଜଗତ ପକ୍ଷରୁ ରଙ୍ଗପଦର ସ୍ଥିତ ତାଲିମ କେନ୍ଦ୍ରରେ ତିନୋଟି ସ୍ତରରେ ୯ ଦିନିଆ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାିଛି । ଏହି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରଲାମୁଣ୍ଡା ବିଡ଼ିଓ ସୁଚରିତା ମୁଗରୀ,
Read More...

ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉପଲକ୍ଷେ ପ୍ରଚାର ରଥର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଫେବୃଆରୀ ୩ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଉପଲକ୍ଷେ ପ୍ରଚାର ରଥକୁ ଆଜି କୋଶଳ କଳାମଣ୍ଡଳ ପଡିଆରୁ ଜିଲ୍ଲାପାଳ ଚଞ୍ଚଳ ରାଣା ପତାକା ଦେଖାଇ
Read More...

କବିଙ୍କୁ ରାଜ୍ୟସ୍ତରୀୟ କବିତା ପଠନରେ ସମ୍ମାନିତ

ସଇଁନ୍ତଲା : କଟକ ଶତାବ୍ଦୀ ଭବନ ଠାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକ, ଅଗ୍ନିସ୍ଫୁଲିଙ୍ଗ ରାଉରକେଲା, ପୂଜ୍ୟପୂଜା ପରିଷଦ କଟକ ଓ ଚିନ୍ମୟ ସାହିତ୍ୟ ସଂସଦ କଟକର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୪୬ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବରେ ବଲାଙ୍ଗିର ଜିଲ୍ଲା
Read More...