pakka

ଭାରତୀୟ ବାୟୁସେନା ଉପାଧ୍ୟକ୍ଷ ଭାବେ ଏୟାର ମାର୍ଶଲ ଏପି ସିଂଙ୍କ ଦାୟିତ୍ୱ ଗ୍ରହଣ

bbehera

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ନୂତନ ଉପାଧ୍ୟକ୍ଷ ଭାବେ ଏୟାର ମାର୍ଶଲ ଏପି ସିଂଙ୍କୁ ନିଯୁକ୍ତ କରାଯାଇଛି । ସେ ଏୟାର ମାର୍ଶଲ ସନ୍ଦୀପ ସିଂଙ୍କ ସ୍ଥାନ ନେଇଛନ୍ତି । ଜାନୁୟାରୀ ୩୧ରେ ସନ୍ଦୀପ ଅବସର ନେଇଥିଲେ । ବାୟୁସେନା ଉପାଧ୍ୟକ୍ଷ ହେବା ପୂର୍ବରୁ ଏୟାର ମାର୍ଶଲ ଏପି ସିଂ ସେଣ୍ଟ୍ରାଲ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ-ଇନ୍‌-ଚିଫ୍‌ ଭାବେ କାର୍ଯ୍ୟ କରୁଥିଲେ । ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀ, ଡିଫେନ୍ସ ସର୍ଭିସ ଷ୍ଟାଫ୍‌ କଲେଜ ଏବଂ ନ୍ୟାସନାଲ ଡିଫେନ୍ସ କଲେଜର ପୂର୍ବ ଛାତ୍ର ଅଟନ୍ତି ।

jay balangir
Leave A Reply

Your email address will not be published.

four × four =

error: Content is protected !!