Daily Archives

ବଲାଙ୍ଗିର ଜଳସେଚନ ବିଭାଜନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ

ଜଳ ସଂରକ୍ଷଣ ଓ ଉପଯୁକ୍ତ ପରିଚାଳନା ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ଫେବୃଆରୀ ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଆଜି କୋଶଳ କଳା ମଣ୍ଡଳ ପଡିଆଠାରୁ ବଲାଙ୍ଗିର ଜଳସେଚନ ମଣ୍ଡଳ
Read More...

ଉଠା ଜଳ ସେଚନ ବିଭାଗର ବଲାଙ୍ଗିର ବିଭାଜନ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳନ

– ଜଳର ସୁଷମ ବଣ୍ଟନ ଓ ସୁବିନିଯୋଗ ଉପରେ ଗୁରୁତ୍ଵାରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ପାଣି ପଞ୍ଚାୟତ ପକ୍ଷ ଫେବୃଆରୀ ୧ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି ପକ୍ଷ ପାଳନ ଉପଲକ୍ଷେ ଉଠା ଜଳ ସେଚନ ବିଭାଗର ବଲାଙ୍ଗିର ବିଭାଜନ ତରଫରୁ ଫେବୃୟାରୀ ୧ ତାରିଖରୁ
Read More...

ଜୁନିଅର ରେଡକ୍ରସ ଅଫିସରଙ୍କ ବିଭିନ୍ନ ସ୍କୁଲ ପରିଦର୍ଶନ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଜୁନିଅର ରେଡ୍‌କ୍ରସ ଅଫିସର ରବିଚନ୍ଦ୍ର ପଶାୟତ ସଦର ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ତାଙ୍କର ପରିଦର୍ଶନ ସମୟରେ ପିଲାମାନେ କିପରି ସ୍ୱାସ୍ଥ୍ୟ, ସେବା ଓ ବିଶ୍ଵବନ୍ଧୁତାର ବର୍ତ୍ତା ବାହାକ ହୋଇ ସମାଜରେ ମାନବୀୟ ସେବା
Read More...

ନବ ଦାସଙ୍କ ବିୟୋଗରେ ଶୋକସଭା

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ରିଷିଡା ପଂଚାୟତ ଭବନଠାରେ ବିଜେଡି ପକ୍ଷରୁ ଏକ ଶୋକସଭା ବରିଷ୍ଠ ସାମ୍ବାଦିକ ନରୋତ୍ତମ ସେଲମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସରପଞ୍ଚ ତଥା ବିଜୁ ମହିଳା ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସେବତୀ
Read More...

ବଜେଟ : କୃତ୍ରିମ ହୀରା ଠାରୁ ସାଇକେଲ ପର୍ଯ୍ୟନ୍ତ, ମୋବାଇଲ୍ ଫୋନ୍ ଶସ୍ତା ହେବ, କିନ୍ତୁ ଏହି ଜିନିଷଗୁଡ଼ିକର ମୂଲ୍ୟ…

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସକାଳ ୧୧ ଟାରୁ ଦେଶର ବଜେଟ୍ ଉପସ୍ଥାପନ କରିବା ଆରମ୍ଭ କଲେ, ସମସ୍ତେ ଅନୁଭବ କଲେ ଯେ ଏଥର ତାଙ୍କ ପାଇଁ କିଛି ବିଶେଷ ରହିଛି । ଏଥର ବଜେଟରେ ଅର୍ଥମନ୍ତ୍ରୀ କେବଳ ଟିକସ ସମ୍ବନ୍ଧରେ ବଡ ଘୋଷଣା କରିନାହାଁନ୍ତି, ବରଂ ଏପରି କିଛି ସାମଗ୍ରୀ
Read More...

ସଂସଦରେ ଅର୍ଥମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ସଂସଦରେ ଅର୍ଥମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମ୍‌ ମୋଦୀ ଖୁସିବ୍ୟକ୍ତ କରିବା ସହିତ କହିଛନ୍ତି ଯେ, 'ଦେଶର ଦରିଦ୍ର ସୀମାରେଖା ତଳେ ଥିବା ବ୍ୟକ୍ତି, ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକ ତଥା ମଧ୍ୟବିତ୍ତ
Read More...

ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…

ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍‌ରେ ସବୁ ଦିଗକୁ ବିଶେଷ ଧ୍ୟାନ ଦିଆଯାଇଥିବା ବେଳେ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହା ହେଉଛି
Read More...

ତୁଜଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ

ଛାତ୍ର ଜୀବନରେ ଶ୍ରମ : ସାରା ଜୀବନକୁ ଦିଏ ଆରାମ ମ.ରାମପୁର, (ହେମନ୍ତ ସାହୁ) : ଛାତ୍ର ଜୀବନରେ ଶ୍ରମ କରିଥିଲେ ତାହା ବାକି ଜୀବନକୁ ଆରାମ କରିବା ପାଇଁ ସୁଯୋଗ ଦେଇଥାଏ । କାରଣ ନିଜ ଛାତ୍ର ଜୀବନରେ ଲକ୍ଷ୍ୟ ସ୍ଥିର କରିବା ସହିତ ଅଧ୍ୟବସାୟ ବଳରେ ଜୀବନରେ ସଫଳତା ମିଳିଥାଏ ବୋଲି ମ.ରାମପୁର
Read More...

ବନ ବିଭାଗ ପକ୍ଷରୁ ଚଢ଼ାଉ : ଜରାସିଂହା ନିକଟରେ ୪୫ଟି ଶାଳ ଏବଂ ୩୬ଟି ଶାଗୁଆନ ସାଇଜ୍ ଜବତ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ରେଂଜ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଜରାସିଂହା ନିକଟରେ ୪୫ଟି ଶାଳ ଏବଂ ୩୬ଟି ଶାଗୁଆନ ସାଇଜ୍ ଜବତ କରାଯାଇଥିବା ସୂଚନା ମିଳିଛି । ଗତ ୩୧ ତାରିଖ ପୂର୍ବାହ୍ନରେ ପ୍ରାୟ ୧୧ଟା ସମୟରେ ଦେଓଗାଁ ରେଞ୍ଜର କର୍ମଚାରୀମାନେ ଦେଓଗାଁ ବନ ବିଭାଗ ଅଧୀନସ୍ଥ
Read More...

ସାଲେଭଟା ପ୍ରାଥମିକ ବିଦ୍ୟାଳୟର ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ

ନୂଆପଡ଼ା, (ନରାକାର ମେହେର) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ନୂଆଗାଁ ପଞ୍ଚାୟତ ସାଲେଭଟା ପ୍ରାଥମିକ ବିଦ୍ୟାଳୟର ୨୧ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏବେ ୬ ଜଣ ଛାତ୍ରଛାତ୍ରୀ କୋମନା ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନାନୁଯାୟୀ, ସାଲେଭଟା
Read More...
error: Content is protected !!