Daily Archives

ଦାଦନ ଖଟିବାକୁ ଯାଇ ଶ୍ରମିକ ନିର୍ଯ୍ୟାତନାର ଶିକାର

ପୋଲିସ ଦ୍ୱାରା ଦୁଇ ଗିରଫ, ଶ୍ରମିକ ଉଦ୍ଧାର ସଇଁତଲା, (କେପିଏନ୍‌ଏସ୍‌) : ଦାଦନ ଖଟିବାକୁ ଯାଇ ଶ୍ରମିକ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ସଇଁତଲା ବ୍ଲକ କେରମେଲି ପଂଚାୟତ ଅର୍ନ୍ତଗତ ଆଦିବାସୀପଡ଼ାର ଦୁଇଜଣ ଶିଶୁ ସମେତ ପରିବାରର ୭ ଜଣ ହାଇଦ୍ରାବାଦର
Read More...

୫-ଟି ସଚିବଙ୍କ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିଦର୍ଶନ

ବିଶ୍ୱବିଦ୍ୟାଳୟ ରୂପାନ୍ତରଣ କାମର ସମୀକ୍ଷାଡିସେମ୍ବର ସୁଦ୍ଧା ୧୦୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ ଶେଷ ହେବସବୁ class room, smart class ହେବଓୟୁଏଟିକୁ ଦେଶର ଶ୍ରେଷ୍ଠ କୃଷିଶିକ୍ଷା ଓ ଗବେଷଣା ଅନୁଷ୍ଠାନ ଭାବେ ବିକଶିତ କରାଯିବ ଭୁବନେଶ୍ୱର, (କେପିଏନ୍‌ଏସ୍‌) :
Read More...

ପଦୋନ୍ନତି ଅଦାଲତରେ ଦ୍ୱିତୀୟ ଦିନର ଶୁଣାଣି ଅନୁଷ୍ଠିତ

ଆଜିକୁ ମିଶାଇ ୮୧୮ଟି ଅଭିଯୋଗର ଶୁଣାଣି ଓ ୬୪୮ଟି ଆବେଦନକୁ ପଦୋନ୍ନତି ନିମନ୍ତେ ଗ୍ରହଣ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପଦୋନ୍ନତି ଅଦାଲତର ଆଜି ଦ୍ୱିତୀୟ ଦିନରେ ୪୮୧ଟି ଅଭିଯୋଗର ଶୁଣାଣି କରାଯାଇଥିବା ବେଳେ ୩୪୦ଟି
Read More...

ଫେଲ ମାରୁଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା : ତରୁଣ ଭୁଏ, ଜାନୀ ବରିହାଙ୍କ ଭଳି ଗରିବଙ୍କ ଉପରେ କେବେ ପଡିବ ସରକାରଙ୍କ…

ପାଟଣାଗଡ, (କେପିଏନ୍‌ଏସ୍‌) : ଫେଲ୍‌ ମାରୁଛି ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ତରୁଣ ଭୁଏ, ଦୀନ ବରହାଙ୍କ ଭଳି ଗରିବଙ୍କ ଉପରେ କେବେ ପଡିବ ସରକାରଙ୍କ ଆଖି ସଧାରଣରେ ପ୍ରଶ୍ନ ଉଠୁଛି । ତରୁଣ ଭୁଏ ଓ ଦୀନ ବରିହା ପାଟଣାଗଡ ବ୍ଲକ ଅନ୍ତର୍ଗତ ଲରମ୍ଭା ଗ୍ରାମ ପଞ୍ଚାୟତର କୁତୁର୍ଲା ଗାଁର
Read More...

ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ କଳସ ଯାତ୍ରା

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ଧରବଗଡ଼ ଗ୍ରାମ ପଂଚାୟତ ପେଣ୍ଡରାମାଲ ଗ୍ରାମରେ ଅନୁଷ୍ଠିତ ହେବାକୁ ଥିବା ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନାମଯଜ୍ଞ ପ୍ରହରୀଟି ଶୁକ୍ରବାର ଦିନ ଆରମ୍ଭ ହେବାକୁ ଥିବାବେଳେ ବସନ୍ତ କୁମାର ଭୋଇ ଓ ତାଙ୍କ ଧର୍ମ
Read More...

ଦ୍ୱିତୀୟ ଦିବସରେ ଶ୍ରୀକାନ୍ତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ସଇଁତଲା, (କେପିଏନ୍‌ଏସ୍‌) : ସଇଁତଲା ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡ଼ିୟମରେ ତୃତୀୟ ବର୍ଷ ଶ୍ରୀକାନ୍ତ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଦ୍ୱିତୀୟ ଦିବସ । ଦ୍ୱିତୀୟ ଦିବସରେ ବଣିକ ସଂଘ ସଭାପତି ତରୁଣ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସାମ୍ବାଦିକ ବିଶାଳ
Read More...

ଓଡିଶା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ଅଧିବେଶନ ଓ ନିର୍ବାଚନୀ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଶିକ୍ଷକ ସଂଘର ସାଧାରଣ ଅଧିବେଶନ ଏବଂ ନିର୍ବାଚନୀ ସଭା ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ବଲାଙ୍ଗିରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡିଶାର ସମସ୍ତ ତିନି ଗୋଟି ସରକାରୀ ଆୟୁର୍ବେଦ
Read More...

ମୋହନଗିରି ସିଆର୍‌ପିଏଫ୍ ବାଟାଲିୟନ ତରଫରୁ ଜନ ସମ୍ପର୍କ ଶିବିର

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଧୀନସ୍ଥ ଉପାନ୍ତ ଆଦିବାସୀ ମାଓ ପ୍ରବଣ ଅଞ୍ଚଳରେ ସିଆର୍‌ପିଏଫ୍ ସି/୬୪ ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ଓ ସମନ୍ଵୟ ରଖିବା ପାଇଁ ଦେଢ଼ସୁଳି ଗ୍ରାମ ପଞ୍ଚାୟତର ଚାରି ଗୋଟି ଗ୍ରାମ ଜାମୁଲି, ପଟାଙ୍ଗି, ବାଗବିଲା ଓ
Read More...

କୁତୁର୍ଲା, ବଡବନ୍ଧ ପଞ୍ଚାୟତର ଗାଁ ବୁଲିଲେ ନରସିଂହ

ରାସ୍ତା, ପାଣି, ବିଜୁଳି ଓ ଭତ୍ତା ର ଅଭିଯୋଗ ଶୁଣାଣିରେ ପ୍ରାଥମିକତା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ବ୍ଲକ ସ୍ଥିତ କୁତୁର୍ଲା ଓ ବଡବନ୍ଧ ପଞ୍ଚାୟତର ମୁରସିଂ, କରୁଆଁଝର ଆଦି ଗ୍ରାମ ପରିଦର୍ଶନ କରି ଲୋକଙ୍କ ସମସ୍ୟା
Read More...

ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ତରଫରୁ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତିର ରାଜ୍ୟ ସଭାପତି ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି
Read More...