Daily Archives

ଫେବୃୟାରୀ ୫ରୁ ୮ ଗାନ୍ଧୀ ଷ୍ଟାଡିୟମରେ ହେବ ଓଡିଶା ବନାମ ମେଘାଳୟ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୂଲ୍ୟରେ ଆଗାମୀ ୫ ତାରିଖରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ୨୫ ବର୍ଷ ବର୍ଗ କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ଆହୂତ ହେବ । ପ୍ରସଙ୍ଗରେ ଜିଲ୍ଲା କ୍ରୀଡା ସଂସଦର ସାଧାରଣ ସଂପାଦକ ହରିନାରାୟଣ
Read More...

୨୬ତମ ଦୋଳ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯାଦବ ଭବନଠାରେ ପୌରାଞ୍ଚଳ ଯାଦବ ମହାସଭା ତରଫରୁ ୨୬ତମ ଦୋଳ ମହୋତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ସାଂସ୍କୃତିକ କମିଟିର ଆବାହକ କ୍ରମେ ପ୍ରଶାନ୍ତ ମହାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାର୍ଚ୍ଚ ୭ରେ ହେବାକୁ ଥିବା ଦୋଳ ମହୋତ୍ସବରେ
Read More...

ଖାଲରେ ପଡ଼ି ଦୁଇ ଶିଶୁକନ୍ୟା ମୃତ

ମାଲକାନଗିରି/ଚିତ୍ରକୋଣ୍ଡା : ଖାଲରେ ପଡ଼ି ଦୁଇ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସହରରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଚିତ୍ରକୋଣ୍ଡା ଢେପ ସାହିର ସୁଭଦ୍ରା କମାର(୪ବର୍ଷ) ଏବଂ ସୁମୀ
Read More...

ଓମ୍‌ ଭେଲି ପବ୍ଲିକ ସ୍କୁଲ ତରଫରୁ ସମ୍ବର୍ଦ୍ଧିତ ହେଲେ ସଫଳ ଜୁଡୋ ପ୍ରତିଯୋଗୀ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଓମ୍‌ ଭେଲି ପବ୍ଲିକ ସ୍କୁଲ ତରଫରୁ ଟିଟିଲାଗଡ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଥିବା ସଫଳ ଯୁଡୋ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଟିଟିଲାଗଡ ଓମ୍‌ ଭେଲି ସ୍କୁଲର ଛାତ୍ରୀ ଦିବ୍ୟା କମାନି, କ୍ୟାଡେଟ ବିଭାଗର, ଜୀ ବଂଶିକା, ସ୍ଵର୍ଣ୍ଣ ପଦକ, ନମ୍ରତା
Read More...

ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଶ୍ୱବିଦ୍ୟାଳୟରେ ପରିଣତ ହେଲା ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜୟପୁରର ପ୍ରସିଦ୍ଧ ଉଚ୍ଚ ଶିକ୍ଷାନୁଷ୍ଠାନ ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀ ତଥା
Read More...

କଡା ସୁରକ୍ଷା ବଳରେ ସେଜି ସିଂ ସାଲୁଜାଙ୍କୁ କୋର୍ଟ ଫରୱାର୍ଡ

ବେଲପଡା, (ଭୋଜରାଜ ଦଣ୍ଡସେନା) : କଡା ସୁରକ୍ଷା ବଳରେ ସେଜି ସିଂ ସାଲୁଜାଙ୍କୁ କୋର୍ଟ ଫରୱାର୍ଡ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ଗତକାଲି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କୁ ବେଲପଡା ପୋଲିସ କଣ୍ଟାବାଞ୍ଜି ସ୍ଥିତ ଆଲିସାନ ସିନେମା ହଲରୁ
Read More...

ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନୀଳମାଧବ ଭୋଇଙ୍କ ଦାୟିତ୍ୱ ଗ୍ରହଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ନୀଳମାଧବ ଭୋଇଙ୍କୁ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଛି । ଶ୍ରୀ ଭୋଇ ଆଜି ଆନୁଷ୍ଠାନିକ ଭାବେ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ଭୋଇ ଜଣେ ନିଷ୍ଠାପର,
Read More...

ଶିକାଛିଡା ରାସ୍ତାରେ ବାଇକକୁ ଧକ୍କା ଦେଲା କାର, ୩ ଜଣ ଗୁରୁତର ଭାବେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲଠାରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଶିକାଛିଡା ଠାରେ ଏକ କାର ସାମ୍ନା ପଟୁ ଆସୁଥିବା ଏକ ବାଇକକୁ ଧକ୍କା ଦେଇଥିଲା ଫଳରେ ବାଇକରେ ଥିବା ତିନି ଜଣ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲ ଠାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ
Read More...

ମା’ରାମଚଣ୍ଡୀଙ୍କ ପୀଠରେ ଯଜ୍ଞାନୁଷ୍ଠାନ କର୍ମାରମ୍ଭ ପାଇଁ ପ୍ରସ୍ତୁତି : ୫୦ ହଜାର ଲିଟର ପରିମିତ ପାଣିଟାଙ୍କି…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦରମହକୁମା ଛତ୍ରପୁର ଠାରୁ ମାତ୍ର ୭ କିମି ଦୂର ଅର୍ଥାତ ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ପଞ୍ଚାୟତ ମା' ରାମଚଣ୍ଡୀଙ୍କ ପୀଠ ଅବସ୍ଥିତ । ଏବେ ରାମଚଣ୍ଡୀଙ୍କ ପୀଠରେ ଗହଳ ଚହଳ ଆରମ୍ଭ ହୋଇଛି । ଏହି ମନ୍ଦିର ପୁନଃ-ପ୍ରତିଷ୍ଠା ନିମନ୍ତେ
Read More...

ବିଶ୍ୱ ଆଦ୍ରଭୂମି ଦିବସ ଅବସରରେ ମଧୁର ଜଳ “ତାମ୍ପରା” ଠାରେ ଏକ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଫେବୃଆରୀ ୨ତାରିଖ ଦିନଟିକୁ ବିଶ୍ୱ ଆଦ୍ରଭୂମି ଦିବସ ରୂପେ ସରକାରୀ ଭାବେ ପାଳନ କରାଯାଉଛି । ଏହି ଅବସରରେ ଭାରତର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ଭାବେ ସ୍ଥାନୀତ ଆଦ୍ରଭୂମି ପ୍ରକୃତିର ଅନବୈଦ୍ୟ ସବୁଜିମାସ୍ଥଳ, ମଧୁରଜଳ ହ୍ରଦ "ତାମ୍ପରା"
Read More...