Daily Archives

କଂଟାବାଂଜି ଥାନାରେ ପୋଲିସ ସମିତି ବୈଠକ

ଟ୍ରାଫିକ ଓ ଉଠା ଦୋକାନୀ ଯୋଗୁଁ ଟ୍ରାଫିକ ସମସ୍ୟା ଅଧିକ କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନାରେ ସୋମବାର ସଂଧ୍ୟାରେ ଆମ ପୋଲିସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସହରର ବିଭିନ୍ନ ସମସ୍ୟା ଉପରେ ଉପସ୍ଥିତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା,
Read More...

ନରସିଂହଙ୍କ ପ୍ରେସ୍‌ ବିବୃତିି : ଗରିବର ଶତ୍ରୁ ମୁଁ ନୁହେଁ, ଗରିବର ଶତ୍ରୁ ରାଜ ପରିବାର

ଧନୀ ଜମି ଜବର ଦଖଲକାରୀଙ୍କ ସ୍ୱାର୍ଥ ପାଇଁ ଗରିବଙ୍କୁ ଅସ୍ତ୍ର କରିଛି ସ୍ଥାନୀୟ ବିଜେଡି - ନରସିଂହସରକାରର ଜମି ଜବର ଦଖଲକାରୀ ବିଲ କେବଳ ମୋର ବିରୋଧ ଯୋଗୁଁ ଆଇନରେ ପରିଣତ ହୋଇ ପାରିଲା ନାହିଁ - ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବିଜେଡି ପକ୍ଷରୁ ରେଲି କରାଯାଇ ବିଧାୟକ
Read More...

ଲୋଇସିଂହା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରଠାରେ "ଘର ହିଁ ବିଦ୍ୟାଳୟ"ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ ଏବଂ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟଅତିଥି ଭାବେ
Read More...

ଅବକାରୀ ବିଭାଗ ଦ୍ୱାରା ଚଢାଉ, ୪ ଜଣଙ୍କୁ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲାପାଳ ଏବଂ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ କଂଟାବାଂଜି ଅବକାରୀ ରେଂଜ ଅଧିନସ୍ଥ ବିଭିନ୍ନ ସ୍ଥାନରେ ଶୁକ୍ରବାର ଦିନ ଅଚାନକ ଚଢାଉ କରାଯାଇଛି । ଏହି ଚଢାଉରେ କଂଟାବାଂଜି ରେଳ ଷ୍ଟେସନ ପରିସରରେ ଅବାଧ କୁଚିଆ ମଦ ଦୋକାନ ଏବଂ ବେଆଇନ ମଦ
Read More...

ଶିକ୍ଷା ମନ୍ତ୍ରୀ ଜିଲ୍ଲାରେ ସମୀକ୍ଷା କରୁଥିବା ସମୟ ସ୍କୁଲରେ ଝୁଲୁଛି ତାଲା : ଶିକ୍ଷକଙ୍କ ଖାତିର ନାହିଁ, ସାଧାରଣରେ…

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଦିଗହରା ହୋଇଥିବା ବେଳେ ସୋମବାର ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ମନ୍ତ୍ରୀ ଦିନିକିଆ ଜିଲ୍ଲା ଗ୍ରସ୍ତରେ ଆସି ଶିକ୍ଷା ସମ୍ପର୍କରେ ସମୀକ୍ଷା କରିଛନ୍ତି । ଜିଲ୍ଲାର ସମସ୍ତ ବ୍ଲକ ଶିକ୍ଷାଧିକାରୀ,
Read More...

ମ.ରାମପୁର ବନାଞ୍ଚଳଠାରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

ମଇ ମାସ ପର୍ଯ୍ୟନ୍ତ ନିୟମିତ ଚାଲିବ ସଚେତନ ସଭା କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ମ. ରାମପୁର ବନାଞ୍ଚର ରାମୁଡ, ମୋହନଗିରି ସେକ୍ସନ ଡୁଟ୍ଟାମୁଣ୍ଡା ଓ ଟାପରେଙ୍ଗ ତିନି ଗୋଟି ବନ ସଂରକ୍ଷଣ ସମିତିରେ ସଭାପତି ରାଧେଶ୍ୟାମ ପୋଡ଼, ଭୁବନେଶ୍ୱର ଭୋଇ ଓ
Read More...

ଖୁଟୁଲୁମୁଣ୍ଡା ଶିବରାତ୍ରିରେ ଶିବ ପାରାୟଣ ଏବଂ ଜଲନ୍ଧର ବଦ୍ଧ ଉଦ୍‌ଘାଟିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଥାନା ହିଆଁଲ ପଂଚାୟତ ଖୁଟୁଲୁମୁଣ୍ଡା ଗ୍ରାମରେ ଫେବୃଆରୀ ୧୮ ତାରିଖରୁ ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମନ୍ଦିର ପରିସରରେ ମହାଶିବରାତ୍ରି ମେଳା ଅବସରରେ ଶିବ ପାରାୟଣ ଓ ଜଲନ୍ଧର ବଦ୍ଧ ଉଦ୍‌ଘାଟିତ ହୋଇଯାଇଛି । ଏହି ମେଳା ଅବସରରେ
Read More...

ଓଡିଶା ବିଧାନସଭା ବଜେଟ ଅଧିବେଶନ ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତାକାଲିରୁ ଆରମ୍ଭ ହେଉଥିବା ଷୋଡଶ ବିଧାନସଭାର ଦ୍ୱାଦଶ ଅଧିବେଶନ ପାଇଁ ଆଜି ପୂର୍ବାହ୍ନରେ ବାଜସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡିଶା ବିଧାନସଭା ନୂତନ ସମ୍ମିଳନୀ କକ୍ଷଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାଚସ୍ପତି ଶ୍ରୀ
Read More...

ପଦ୍ମପୁରରେ ବ୍ୟାପକ ବେଆଇନ ସଟ୍ଟା ଖେଳ ବୃଦ୍ଧି ଅଭିଯୋଗ : ହାତ ବାନ୍ଧି ଚୁପ୍ ବସିଛି ପୋଲିସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ମାତ୍ରାଧିକ ଭାବେ ବ୍ୟାପକ ବେଆଇନ ସଟ୍ଟା ଖେଳ ବୃଦ୍ଧି ହେଉଥିବା ନେଇ ଅଭିଯୋଗ ହୋଇଛି । ମାତ୍ର ଏକ ଟଙ୍କାରେ ଅଶି ଟଙ୍କା ପାଇବା ଲୋଭରେ ଉଭୟ ପୁରୁଷ, ମହିଳା, ଯୁବକ ଓ ଛୋଟ ଛୋଟ ସ୍କୁଲ ଶିଶୁ ବି ଏହି ଖେଳକୁ ଆପଣାଇ
Read More...

ଖପ୍ରାଖୋଲ ଥାନାରେ ଆମ ପୁଲିସ ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନାରେ ପୋଲିସ ପକ୍ଷରୁ ଆମ ପୋଲିସ ସମିତିର ବୈଠକ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସରପଞ୍ଚ, ୱାର୍ଡସଭ୍ୟ ଓ ସଭ୍ୟା
Read More...
error: Content is protected !!