Daily Archives

ଜଳିଗଲା କୋଇଲା ବୋଝେଇ ଟ୍ରକ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ୧୬ ନମ୍ବର ଜାତୀୟ ରାଜପଥ ଉପରେ କୋଇଲା ବୋଝେଇ ଟ୍ରକ ହୁ ହୁ ହୋଇ ଜଳୁଥିବା ଗତକାଲି ରାତ୍ରରେ ଦେଖିବାକୁ ମିଳିଛି । ଏହାଦେଖି ଲୋକ ମାନେ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଖଲ୍ଲିକୋଟ ଦମକଳ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଟ୍ରକରେ
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ବରଗଡ଼ ଜିଲ୍ଲା ଗସ୍ତ

ବରଗଡ଼, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଆଜି ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ୱାରା ନିର୍ମାଣାଧିନ ପ୍ରକଳ୍ପକୁ ବୁଲି ଦେଖିବା ସହ ଡେବ୍ରିଗଡ ଅଭୟାରଣ୍ୟ ମଧ୍ୟରେ ଥିବା ବାରବଖରା ଇକୋ ପାର୍କର
Read More...

ଖପ୍ରାଖୋଲ ପୁଲିସ ଦ୍ୱାରା କଫସିରଫ ଜବତ : ଜଣେ ଗିରଫ, କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫସିରଫ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୁଲିସର ସଫଳ ଗୋଟିଚାଳନା ସ୍ଥାନୀୟ ଅଞ୍ଚଳର କଫସିରଫ ମାଫିଆମାନଙ୍କୁ ପୁଲିସ ଧରିବାରେ
Read More...

ପୁଣି ବୁଲିଲା ବଲାଙ୍ଗିର ପୁଲିସର ବହୁଚର୍ଚ୍ଚିତ ଜେସିବି : ଶାସ୍ତ୍ରୀନଗରପଡାରେ ଭାଙ୍ଗିିଲା ଅପରାଧୀଙ୍କ ଗଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ବଢୁଥିବା କ୍ରାଇମ୍‌କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଥିଲା । କଥା କଥାରେ ଗୁଳି ଫୁଟୁଥିଲା । ବିଚ୍‌ ରାସ୍ତାରେ ଖଣ୍ଡା ତରୱାଲରେ ହାଣୁଥିଲେ ଅପରାଧୀ । ଦିନ୍‌ଦାହାଡ଼ା ଚୋରୀ ଡ଼କାୟତି, ଗୁଣ୍ଡାଗର୍ଦିରେ ସହରବାସୀ ଭୟଭୀତ ଅବସ୍ଥାରେ
Read More...

ବ୍ଲକ ପ୍ରଶାସନର ଗାଁକୁ ଚାଲ ଅଭିଯାନ ପୁନଃ ଆରମ୍ଭ

ବାରପୁଡୁଗିଆ, (କେପିଏନ୍‌ଏସ୍‌) : ଆଜି ବାରପୁଡୁଗିଆ ପଞ୍ଚାୟତର ସାରସପିଟା ଗ୍ରାମରେ ବ୍ଲକ ପ୍ରଶାସନର ଗାଁକୁ ଚାଲ ଅଭିଯାନ ପୁନଃ ଆରମ୍ଭ ହୋଇଯାଇଛି । ବିଗତ ଦିନରେ ଏହା କରୋନା ଓ ଅନ୍ୟାନ୍ୟ କାରଣରୁ ବନ୍ଦ ଥିଲା । ତେବେ ଏହି କ୍ରମରେ ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗଙ୍କ ସହ ଅନ୍ୟ
Read More...

ମହିଳା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ ଓବିସି ମଞ୍ଚ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର ନେଇ ଓବିସି ମଞ୍ଚ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଯାଇଛି । ଓବିସି ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଓଡିଶାରେ ଓବିସିଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢି ଚାଲିଛି । ରାଜ୍ୟ ସରକାରଙ୍କ ଠାରେ ନିଜର ଦୁଃଖ ଦୁର୍ଦ୍ଦଶା ତଥା
Read More...

ନିଶାସକ୍ତ ଯୁବତୀଙ୍କୁ ଉଦ୍ଧାର କଲା ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ନିଶାସକ୍ତ ଯୁବତୀଙ୍କୁ ଉଦ୍ଧାର କଲା ବଲାଙ୍ଗିର ସଦର ପୋଲିସ । ଘଟଣା ଘଟିଛି ବଲାଙ୍ଗିର ପାଟଣାଗଡ ରାସ୍ତାର ଭୀମଭୋଇ ମେଡିକାଲ କଲେଜ ଛକ ନିକଟରେ । ସୂଚନା ଅୂସାରେ ଜଣେ ଯୁବତୀ ବେହୋସ ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିବାକୁ ପାଇ ସ୍ଥାନୀୟ ଲୋକେ ସଦର ପୋଲିସକୁ
Read More...

ଗୁଡ଼ଭେଲା ଗ୍ରାମ ପଞ୍ଚାୟତର ସମତି ସଭ୍ୟାଙ୍କ ସ୍ୱାମୀ ଗିରଫ

ଗୁଡ଼ଭେଲା, (କେପିଏନ୍‌ଏସ୍‌) : ଗୁଡ଼ଭେଲା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ପ୍ରମିଳା ରଣାଙ୍କ ସ୍ୱାମୀ ସୁନାଧର ରଣାଙ୍କୁ ବେଆଇନ ମଦ ରଖିଥିବା ଅଭିଯୋଗରେ ବୁଧବାର ତୁଷୁରା ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇ ବଲାଙ୍ଗିର କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଜାମିନ ନାମଞ୍ଜୁର ହେବାରୁ
Read More...

ନଦୀରେ ବୁଡି ନାବାଳିକା ମୃତ

ସାଲେପୁର : ନଦୀରେ ବୁଡି ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏମିତି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ସାଧକନଗର ଗାଁରେ । ମୃତ ନାବାଳିକା ଜଣକ ହେଲେ ଋତୁପର୍ଣ୍ଣା ସାହୁ । ସେ ଅଷ୍ଟମ ଶ୍ରେଣୀର ଛାତ୍ରୀ । ସୂଚନା ଅନୁସାରେ ଜେଜେଙ୍କର ଏକାଦଶାହ ଦିନ ତିନି
Read More...

ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଜେଡି ବିଧାୟକ ଦଳର ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସ୍ଵର୍ଗତ ନବ କିଶୋର ଦାସଙ୍କ ଅମର ଆତ୍ମାର ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଛି । ତାଙ୍କର ଦେହାନ୍ତ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି । କରୋନା ମହାମାରୀ ସମୟରେ ଉତ୍ତମ ପରିଚାଳନା
Read More...